Astrology- ଅକ୍ଷୟ ତୃତୀୟା ପୂର୍ବରୁ ଟଙ୍କାର ଗାଦିରେ ବସିବେ ଏହି 6 ରାଶି, ଏବେ ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ

ଆସନ୍ତା ଅକ୍ଷୟ ତୃତୀୟା ଠାରୁ ବନିବାକୁ ଯାଉଛି ଏକ ମହାସଂଯୋଗ । ଯାହାଫଳରେ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ମାତା ଲକ୍ଷ୍ମୀ କୃପା ଢାଳିବାକୁ ଯାଉଛନ୍ତି । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ତାଙ୍କ ରାଶିରେ ଥିବା ଗ୍ରହଙ୍କ ଅବସ୍ଥାନ ଉପରେ ନିର୍ଭର କରିଥାଏ । ସେହି ଅନୁସାରେ ବ୍ୟକ୍ତିଙ୍କୁ ଶୁଭଫଳ କିମ୍ବା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆସନ୍ତା ଅକ୍ଷୟ ତୃତୀୟା ଠାରୁ କେଉଁ ସବୁ ଭାଗ୍ୟଶାଳୀ ରାଶିଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛନ୍ତି ।

କନ୍ୟା ରାଶି । ଏବେ ଠାରୁ ଆପଣ ଯାହା ଇଚ୍ଛା କରିବେ ତାହା କରିପାରିବେ, କେବଳ ନିଜ ଧୈର୍ଯ୍ୟ ଧରି ରଖନ୍ତୁ । କାରଣ ଆପଣଙ୍କ ବସିବା ଜାଗାରେ ପରିବର୍ତ୍ତନ ହୋଇପାରେ ବା କୌଣସି ନୂଆ ଜାଗାରେ କାର୍ଯ୍ୟ କରିପାରନ୍ତି । ଆପଣଙ୍କ ଆତ୍ମବିଶ୍ବାସ ଏବଂ ସ୍ଵତନ୍ତ୍ର ରୂପେ ପ୍ରଦର୍ଶନ କରିବା କ୍ଷମତାକୁ ସଫଳତା ମିଳିବ । ଆଗାମୀ ସମୟ ସଫଳତା ଏବଂ ଆମୋଦ ପ୍ରମୋଦରେ ଭରପୁର ରହିବ ।

ତୁଳା ରାଶି । ଜାଣି ରଖନ୍ତୁ ଯେ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ଚମକିବାକୁ ଯାଉଛି । ଯାହାଫଳରେ ଆପଣଙ୍କୁ ନିଜ ସଚ୍ଚା ପ୍ରେମ ମିଳିବାର ନଜର ଆସୁଛି । ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ଲାଗି ରହିବ, ଯାହାଫଳରେ ପ୍ରେମ ମାମଲାରେ ଆପଣ ଖୁବ ସଫଳତା ପାଇବେ । ଏହି ସମୟରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଓ ମନ ପ୍ରସନ୍ନ ରହିବ ।

ସିଂହ ରାଶି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅସୀମ କୃପା ଲାଗି ରହିବ, ଯାହାଫଳରେ ଆପଣଙ୍କ ଭଣ୍ଡାର ଧନ ଦୌଲତରେ ପୁରି ଉଠିବ । ବିଦ୍ୟାର୍ଥୀ ମାନଙ୍କର ପାଠପଢାରେ ମନ ଲାଗିବ ଓ ଧାର୍ମିକ ସଙ୍ଗୀତ ପ୍ରତି ଆପଣଙ୍କ ଇଚ୍ଛା ବଢିବ । ପରିବାରର କୌଣସି ମହିଳାଙ୍କ ଉପରେ ଧନ ପ୍ରାପ୍ତିର ଯୋଗ ବନୁଅଛି । ଆପଣଙ୍କ ଜୀବନରୁ ପାରିବାରିକ କଳହ ଏବଂ ଅକାରଣ କଷ୍ଟର ଦୂର ହେବ ।

ମେଷ ରାଶି । ପ୍ରତିଦିନର କାର୍ଯ୍ୟରେ ଆସୁଥିବା ବ୍ଯବଧାନ ଏବେ ଦୂର ହେବ ଓ କାର୍ଯ୍ୟସ୍ଥଳରେ ମାସ ସମ୍ମାନ ପ୍ରାପ୍ତି ହେବ । ବ୍ୟାପାର କ୍ଷେତ୍ରରେ ଆପଣ ବହୁତ ଭଲ ନିର୍ଣ୍ଣୟ ନେବାରେ ସଫଳ ହେବେ । ଭାବିଚିନ୍ତି ଯେଉଁ ବି କାର୍ଯ୍ୟ କରିବେ ସେଥିରେ ନିଶ୍ଚୟ ସଫଳତା ପାଇବେ ଏବଂ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ଚାଲୁ ହେବାରେ ଲାଗିବ ।

କର୍କଟ ରାଶି । ଆଗାମୀ ଦିନରେ ଆପଣ କୌଣସି ବଡ ସଂସ୍ଥା ସହ ଯୋଡି ହୋଇପାରନ୍ତି । ଯାହାଫଳରେ ଆପଣଙ୍କର ଚାରିଆଡେ ପ୍ରଶଂସା ହେବ । ଶ୍ଵଶୁର ଘରକୁ ଯିବାର ସମ୍ଭାବନା ରହିବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମଧ୍ୟ ଉଠାଇ ପାରିବେ । ଆପଣଙ୍କ ଚିନ୍ତାଧାରା ଆପଣଙ୍କୁ ସବୁ ପ୍ରକାର ସମସ୍ଯାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ । ସନ୍ତାନ ସୁଖ ପ୍ରାପ୍ତ ହେବାର ମଧ୍ୟ ସମ୍ଭାବନା ରହିଛି ।

କୁମ୍ଭ ରାଶି । ଆପଣ ଏହି ସମୟରେ ଧନ ସଞ୍ଚୟ କରିବାରେ ସଫଳ ହୋଇପାରନ୍ତି । ଧନ ଦୌଲତରେ ଲଗାତାର ବୃଦ୍ଧି ହେବ ଓ ଆପଣଙ୍କ ଦ୍ଵାରା ପ୍ରସ୍ତୁତ ଯୋଜନା ସବୁ କାର୍ଯ୍ୟକାରୀ ହେବ । ଜେବାନ ଖୁସି ପୂର୍ଣ୍ଣ ହେବ ଓ ପୁରୁଣା ଶାରୀରକ ସମସ୍ଯାରୁ ଆପଣଙ୍କୁ ମୁକ୍ତି ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।