KL Rahulଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଅଲ ରାଉଣ୍ଡର Axar Patel କଲେ ବିବାହ, ଦେଖନ୍ତୁ କାହାକୁ ନିଜ ଜୀବନସାଥୀ କଲେ Axar

ନମସ୍କାର ବନ୍ଧୁଗଣ, ବିବାହ ଦୁଇ ମନର ମିଳନ କରରାଇଥାଏ ଯାହା ସମସ୍ତଙ୍କ ମନରେ ଖୁସି ଭରି ଦେଇଥାଏ ତେବେ ଖବର ଅନୁଯାୟୀ ଆମ ଭାରତୀୟ କ୍ରିକେଟ ଦଳର ଅଲ ରାଉଣ୍ଡର ଅକ୍ଶର ପଟେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ପାରିବାର ବର୍ଗଙ୍କ ସହମତିରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିଛନ୍ତି ଅକ୍ସସର ପଟେଲ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ତାଙ୍କ ବିବାହ ସହ ଜଡିତ ଥିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଭାରତୀୟ କ୍ରିକେଟ ଦଳର ଆଉ ଜଣେ ଖେଳାଳିଙ୍କ ବିବାହ ହୋଇଛି ଏହା ପୂର୍ବରୁ 23 ତାରିଖ ଦିନ ରାହୁଲଙ୍କ ବିବାହ ହୋଇଥିଲା । ଆଉ ଆସନ୍ତା କାଲି ତଥା 26 ଜାନୁୟାରୀରେ ଆମ ଭାରତୀୟ କ୍ରିକେଟ ଦଳର ଅଲ ରାଉଣ୍ଡର ଅକ୍ସସର ପଟେଲଙ୍କ ବିବାହ ସମ୍ପର୍ଣ ହୋଇଛି । ଅକ୍ସସର ତାଙ୍କ ଗାର୍ଲଫ୍ରେଣ୍ଡ ମେହା ପଟେଲଙ୍କୁ ବିବାହ କରିଛନ୍ତି । ତାଙ୍କୁ ସେ କିଛି ବର୍ଷ ହେବ ଡେଟ କରୁଥିଲେ ।

ତାଙ୍କ ବାନ୍ଧବୀ ଜଣେ ନ୍ୟୁଟ୍ରିସନ ଅଟନ୍ତି । ତାଙ୍କ ଭଲ ପାଇବାକୁ ପାଇବାକୁ ସ୍ଵୀକାର କରିଛନ୍ତି । ଏବ ପରିବାର ଲୋକଙ୍କ ସହଯୋଗରେ ତାଙ୍କ ବିବାହ ଆସନ୍ତା କାଲି ଖୁବ ଧୂମଧାମରେ ପୁରା ହୋଇଛି । ତାଙ୍କ ବିବାହ ଭିଡିଓରେ ଦେଖିବା ପାଇଁ ମିଳିଛି ସେ ବହୁତ ଖୁସି ଥିବା ସହ ତାଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସିର ସହ ନାଚ ଗୀତ କରି ବାହାଘରକୁ ଉପଭୋଗ କରୁଛନ୍ତି ।

ଅକ୍ସସରଙ୍କ ବରଯାତ୍ରୀରେ ସମସ୍ତ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ବର୍ଗ ମୁଣ୍ଡରେ ପଗଡି ଭିଦ୍ୟ ସ୍ଵାଗର ସହ ବରଯାତ୍ରୀର ମଜା ନେଉଥିଲେ । djର ତାଳେ ତାଳେ ସମସ୍ତେ ନାଚୁଥିଲେ । ଗୀତ ସାଙ୍ଗକୁ ବାଣ ଏବଂ ଗ୍ରାଣ୍ଡ ୱେ ରେ ଯାଉଥିବା ଅକ୍ସସରଙ୍କ ବରଯାତ୍ରୀ ଖୁବ ଆନନ୍ଦ ଦାୟକ ଥିଲା । ବ୍ୟାଣ୍ଡ ବାଜା ବାରାତ ସମସ୍ତଙ୍କ ମନ ମୋହୁଥିଲା ।

ଅକ୍ସସର ରାଜକୀୟ ଠାଣିରେ ସଜା ହୋଇଥିବା କାରରେ ବସି ତାଙ୍କ ରାଣୀଙ୍କୁ ଆଣିବା ପାଇଁ ଯାଉଥିଲେ । ଯାହା ସତରେ ବହୁତ ବହୁତ ଖୁସିର ମାହୋଲ ଥିଲା । ଏତେ ବଡ ଜଣେ କ୍ରିକେଟରଙ୍କ ବାହାଘର ଠାଣି ସମସ୍ତଙ୍କ ମନରେ ଉତ୍କଣ୍ଠା ଭାରି ଦେଇଥିଲା । ବାହାଘରକୁ ଖୁବ ଉପଭୋଗ କରିଛନ୍ତି ସମସ୍ତେ ଏବଂ ଏହା ସହ ତାଙ୍କ ବାହାଘର ଖୁବ ଆନନ୍ଦର ସହ ସମ୍ପର୍ଣ ହୋଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।