Jyotish Shastra- କଣ ଆପଣଙ୍କ ନାମ ବି ‘R’ ଅକ୍ଷର ରୁ ଆରମ୍ଭ ହେଉଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ, ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୌଣସି ବ୍ୟକ୍ତି ର ସ୍ୱଭାବ କିପରି ହୋଇଥାଏ ତାହା ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ହିଁ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ଜଣାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ‘R’ ନାମର ବ୍ୟକ୍ତି ଙ୍କ ସମ୍ବନ୍ଧରେ କହିବୁ । ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ‘R’ ନାମର ବ୍ୟକ୍ତି ବହୁତ ପ୍ରଭାବଶାଳୀ ବ୍ୟକ୍ତିତ୍ବ ହୋଇଥାନ୍ତି । ନ୍ୟୁମୋରୋଲୋଜି ଅନୁସାରେ ଏହି ଅକ୍ଷର ୯ ଅଙ୍କ ସମାନ ଅଟେ । ଏହି ଅକ୍ଷର ବୁଦ୍ଧି, ସହିଷ୍ଣୁତା ଏବଂ ମାନବତା ର ପ୍ରତୀକ ଅଟେ ।

୨. ଏମାନେ ବହୁତ ଆଦର୍ଶବାଦୀ ଅଟନ୍ତି । ଏମାନଙ୍କ ହୃଦୟ ବହୁତ ବଡ଼ ଅଟେ । ଏମାନେ ସର୍ବଦା ଅନ୍ୟର ସାହାଯ୍ୟ କରିବା ନିମନ୍ତେ ଆଗଭର ରୁହନ୍ତି । ଏହି ଅକ୍ଷରର ବ୍ୟକ୍ତି ବନ୍ଧୁ ହେଉ ଅଥବା ପରିବାର ସମସ୍ତ ସମ୍ପର୍କ କୁ ସଠିକ ଭାବରେ ତୁଲାଇ ଥାଆନ୍ତି ।

୩. ଏହି ନାମର ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି । କଳା କ୍ଷେତ୍ରରେ ଏମାନଙ୍କ ର ପ୍ରମୁଖ ରୁଚି ରହିଥାଏ । ଏହି କ୍ଷେତ୍ରରେ ଏମାନଙ୍କ କ୍ୟାରିଅର ସଫଳ ହୋଇଥାଏ ।

୪. ଏହି ନାମର ବ୍ୟକ୍ତି ସର୍ବଦା ଅନ୍ୟର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି । ଏହି ସ୍ୱଭାବ ଅନ୍ୟ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ସେମାନେ ଏହି ବ୍ୟକ୍ତି ଙ୍କ ଠାରୁ ପ୍ରେରିତ ହୋଇଥାନ୍ତି ।

୫. ଏହି ନାମର ବ୍ୟକ୍ତି ମାନେ ଯେ କୌଣସି କାର୍ଯ୍ୟ କରନ୍ତି ତା’ର ଭିନ୍ନ ଛାପ ଛାଡ଼ି ଦେଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ଅପେକ୍ଷା ନିଜର ଅନ୍ଦାଜ ରେ ସମସ୍ତ କାର୍ଯ୍ୟ କରିଥାନ୍ତି । ଯାହା ଅନ୍ୟ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୬. ଏହି ନାମର ବ୍ୟକ୍ତି ମାନଙ୍କୁ ସୁନ୍ଦର ଏବଂ ଦାମୀ ଜିନିଷ ପସନ୍ଦ ହୋଇଥାଏ । ଏମାନେ ଦାମୀ ଓ ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହୋଇଯାନ୍ତି । ଏମାନେ ଆଡ଼ମ୍ବର ପୂର୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି । ଅନ୍ୟର ସୁନ୍ଦରତା ଦେଖିଲେ ଏମାନେ ଲୋଭ କରିଥାନ୍ତି । ସୁନ୍ଦରତା ର ପରଖ ଏମାନଙ୍କ ପାଖରେ ରହିଥାଏ ।

୭. ଏହି ନାମର ବ୍ୟକ୍ତି ମାନେ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ବିପଦ ରେ ଦେଖି ପାରନ୍ତି ନାହିଁ । ଯେଉଁ ବ୍ୟକ୍ତି ଙ୍କୁ କିଛି ଆବଶ୍ୟକ ରହିଥାଏ ଏମାନେ ତାଙ୍କୁ ସର୍ବଦା ସାହାଯ୍ୟ କରିଥାନ୍ତି ।

୮. ଏହି ନାମର ବ୍ୟକ୍ତି ବହୁତ ଭାବୁକ ହୋଇଥାନ୍ତି ଏବଂ ଛୋଟ ଛୋଟ କଥାରେ ଇମୋସନାଲ ହୋଇଯାନ୍ତି । ଏହି ବ୍ୟକ୍ତି ମାନଙ୍କର ଏହି ନେଚର ର ଅନ୍ୟ ମାନେ ବହୁତ ଫାଇଦା ଉଠାଇଥାନ୍ତି ।

୯. ଏହି ନାମର ବ୍ୟକ୍ତି ଅତ୍ୟନ୍ତ ରାଗୀ ସ୍ୱଭାବ ର ହୋଇଥାନ୍ତି । ଏମାନେ ବହୁତ ଶୀଘ୍ର ରାଗୀ ଯାଆନ୍ତି । ଏମାନଙ୍କ ମଧ୍ୟରେ ଏକ ନେଗେଟିଭ ପର୍ସନାଲିଟି ବି ରହିଛି । ଏହି ନାମର ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ସାହାଯ୍ୟ କରିଥାନ୍ତି କିନ୍ତୁ ସ୍ୱୟଂ ଚିନ୍ତାଗ୍ରସ୍ତ ରୁହନ୍ତି ।

୧୦.ଏହି ନାମର ବ୍ୟକ୍ତି ମାନେ ଯେ କୌଣସି କାର୍ଯ୍ୟ କରିଥାନ୍ତି ସମ୍ପୂର୍ଣ୍ଣ ଜୋଶ ଏବଂ ଉତ୍ସାହ ସହିତ କରିଥାନ୍ତି । ଏମାନେ ନିଜ ଉପରେ ପୂର୍ଣ ବିଶ୍ୱାସ ରଖନ୍ତି । ଏମାନେ କେବେବି କୌଣସି କ୍ଷେତ୍ରରେ ଅଳସୁଆ ହୁଅନ୍ତି ନାହିଁ ଏବଂ କର୍ମଠ ଅଟନ୍ତି । ଏମାନେ ପରିଶ୍ରମ କରିବାକୁ ଆଦୋୖ ଡରନ୍ତି ନାହିଁ । ଏମାନେ ଭାଗ୍ୟ ଭରସା ରେ ରୁହନ୍ତି ନାହଁ ବରଂ କର୍ମ ଉପରେ ବିଶ୍ୱାସ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।