Gk Questions & Answers- ଗୋଟିଏ ସ୍ତ୍ରୀ ର 7 ଟି ପିଲା, ଅଧା ପୁଅ ଓ ଅଧା ଝିଅ, କୁହ ତ ଏହା କେମିତି ସମ୍ଭବ ?

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧. ଭାରତରେ କେଉଁ ରାଜ୍ୟରେ ଗୋଟିଏ ମଧ୍ୟ ଜିଲ୍ଲା ନାହିଁ?
ଉତ୍ତର- ଲାକ୍ଷଦ୍ବୀପ।

୨. ମନ୍ଦିର ର ସହର କାହାକୁ କୁହାଯାଏ?
ଉତ୍ତର- ବନାରସ।

୩. ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଚନ୍ଦନ ଗଛ ରହିଛି?
ଉତ୍ତର- କର୍ଣ୍ଣାଟକ।

୪. ବଗିଚା ର ସହର କାହାକୁ କୁହାଯାଏ?
ଉତ୍ତର- ଲକ୍ଷନୌ।

୫. ଭାରତର ସର୍ବ ପ୍ରଥମ ରାଜ୍ୟ କଣ ଅଟେ?
ଉତ୍ତର- ବିହାର।

୬. କେଉଁ ରାଜ୍ୟ ର ନାମ ର ଅର୍ଥ ବାଦଲ ର ଘର ଅଟେ?
ଉତ୍ତର- ମେଘାଳୟ।

୭. ଭାରତର ସେକ୍ସପୀୟର କାହାକୁ କୁହାଯାଏ?
ଉତ୍ତର- କାଳିଦାସ ଙ୍କୁ।

୮. ଭାରତୀୟ ରେଳ ମ୍ୟୁସିୟମ କେଉଁଠାରେ ଅବସ୍ଥିତ?
ଉତ୍ତର- ନୂଆଦିଲ୍ଲୀ ର ଚାଣକ୍ୟପୁର ଠାରେ।

୯. ଭାରତର କେଉଁ ସ୍ଥାନରେ ସବୁଠାରୁ କମ ବର୍ଷା ହୋଇଥାଏ?
ଉତ୍ତର- ଲେହ ଠାରେ।

୧୦. ଭାରତର ସବୁଠାରୁ ଉଚ୍ଚ ଇମାର୍ତ୍ତ କଣ ଅଟେ?
ଉତ୍ତର- ବୁର୍ଜ ଖଲିଫା।

୧୧. ଅଢ଼େଇ ଦିନର ଚାଳ କାହାକୁ କୁହାଯାଏ?
ଉତ୍ତର- ମସ୍ଜିଦ।

୧୨. ଭାରତର କେଉଁଠାରେ ସବୁଠାରୁ ବଡ଼ ପାଗଳଖାନା ରହିଛି?
ଉତ୍ତର- ଆଗ୍ରା ଠାରେ।

୧୩. ସାତ ପାହାଡ଼ ର ନଗର କାହାକୁ କୁହାଯାଏ?
ଉତ୍ତର- ରୋମ୍ କୁ।

୧୪. କବାଡି କେଉଁ ଦେଶରେ ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର- ବାଂଲାଦେଶ।

୧୫. ସବୁଠାରୁ ଅଧିକ ବିଷଧର ସାପ କିଏ ଅଟେ?
ଉତ୍ତର- କିଙ୍ଗ କୋବ୍ରା।

୧୬. ଭାରତୀୟ ନୋଟ ରେ ସର୍ବମୋଟ କେତୋଟି ଭାଷା ରହିଛି?
ଉତ୍ତର- ୧୭ ଟି।

୧୭. କାଗଜ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉତ୍ତର- ଚୀନ ରେ।

୧୮. ଦୁନିଆର ସବୁଠାରୁ ପୁରୁଣା ଖେଳ କଣ ଅଟେ?
ଉତ୍ତର- ପୋଲୋ।

୧୯. ଧଳା ହାତୀ କେଉଁ ଦେଶରେ ଦେଖିବାକୁ ମିଳିଥାଏ?
ଉତ୍ତର- ଥାଇଲାଣ୍ଡ।

୨୦. ଭାରତର ବିତିୟ ବର୍ଷ ର ଆରମ୍ଭ କେବେ ହୋଇଥାଏ?
ଉତ୍ତର- ୧ ଏପ୍ରିଲ ରୁ।

୨୧. କ୍ଷତ ଭରିବା ନିମନ୍ତେ କେଉଁ ଭିଟାମିନ ସହାୟକ ହୋଇଥାଏ?
ଉତ୍ତର- ଭିଟାମିନ C।

୨୨. କ୍ଷୀରରେ ପାଣିର ମାତ୍ରା ମାପିବା ନିମନ୍ତେ କେଉଁ ଯନ୍ତ୍ର ର ବ୍ୟବହାର କରା ଯାଇଥାଏ?
ଉତ୍ତର- ଲାକ୍ଟୋମିଟର।

୨୩. ‘ଆଗ ପଛରେ ସର୍ବଦା ଥାଏ, କିନ୍ତୁ କେବେ ଧରା ଦେଇ ନଥାଏ’। ଏହା କଣ ଅଟେ?
ଉତ୍ତର- ଛାଇ।

୨୪.ଜଣେ ମହିଳା ଙ୍କ ୭ ଜଣ ଛୁଆ ଅଛନ୍ତି। ସମୁଦାୟ ରୁ ଅଧା ଝିଅ ଏବଂ ଅଧା ପୂଆ ଏହା କିପରି ସମ୍ଭବ?
ଉତ୍ତର- ପ୍ରଶ୍ନ ରେ ସମୁଦାୟ କୁହା ଯାଇଛି। ଏହାର ଅର୍ଥ ଛୁଆ ମାନଙ୍କ ମାଆ ବି ଏଥିରେ ସାମିଲ ଅଛନ୍ତି।

ସମୁଦାୟ=8

4- ପୁଅ

4- ଝିଅ ଓ  ମା

୨୫. ଶ୍ରୀଲଙ୍କା କୁ ପ୍ରଥମେ କେଉଁ ନାମରେ ଜଣା ଯାଉଥିଲା?
ଉତ୍ତର- ସିଲୋନ୍।