କମୁଛି କରୋନା ବଢ଼ିଲା ଲକ୍‌ଡାଉନ୍, କିନ୍ତୁ ଖୋଲିବ ଦୋକାନ, ମଲ୍ ଓ ରେଷ୍ଟୁରାଣ୍ଟ, ଦେଖନ୍ତୁ କଣ ରହିଛି Lockdown Update

ନମସ୍କାର ବନ୍ଧୁଗଣ । ଆମ ଦେଶରେ କୋରୋନାର ଦିତୀୟ ଲହର ଯୋଗୁ ଅନେକ ସମସ୍ଯା ସୃଷ୍ଟି ହେଉଛି । ଦେଶରେ କୋରୋନା ମହାମାରି ଯୋଗୁ ଆର୍ଥିକ ସମସ୍ଯା ମଧ୍ୟ ଦେଖା ଯାଉଛି ।

କୋରୋନା ମହାମାରିକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି କଠୋର ନିୟମ ଲାଗି କରିଛନ୍ତି । ଗତ କିଛି ଦିନ ହେବ ପୁରା ରାଜ୍ୟରେ ନାଇଟ କରଫୁ ଓ ସଟ ଲାଗୁ ହୋଇଥିଲେ ମଧ୍ୟ କୋରୋନା ସଂକ୍ରମଣ ଅଧିକ ମାତ୍ରାରେ ବଢିବାରୁ ବର୍ତ୍ତମାନ ଲକ ଡାଉନ ହୋଇଛି । ଯାହା ଫଳରେ ସାଧାରଣ ଜନତା ମାନେ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

ଲକ ଡାଉନ ଯୋଗୁ ସବୁ ଦୋକାନ ବଜାର ଠାରୁ ଆରମ୍ବ କରି ମାଲା, ସ୍କୁଲ, ରେଷ୍ଟୁରାଣ୍ଟ ଆଡି ବନ୍ଦ କରା ଯାଇଛି । କିନ୍ତୁ ବର୍ତ୍ତମାନ ହରିୟାନାରେ କୋରୋନାର ସଂକ୍ରମଣ କିଛି ମାତ୍ରାରେ କମିବାରେ ଲାଗିଛି । କିନ୍ତୁ ରାଜ୍ୟରେ ସମୟ କ୍ରମେ କୋରୋନା ସଂକ୍ରମଣ କମ ହୋଇଥିଲେ ମଧ୍ୟ ଆହୁରି ଅଧିକ ସତର୍କ ଅବଲମ୍ବନ କରି ପୁଣି ଥରେ ହରିୟାନା ସରକାର ଲକ ଡାଉନ ଅବଧିକୁ ବଢାଇଛନ୍ତି ।

ହରିୟାନାରେ ଜୁନ ୧୪ ତାରିଖ ଯାଏଁ ଲକ ଡାଉନ ଘୋଷଣା କରା ଯାଇଛି । ହେଲେ ଏହି ଲକ ଡାଉନ ପୂର୍ବ ପରି ହେବ ନାହି । ଏହି ଲକ ଡାଉନରେ ସାମାନ୍ଯ ପରିବର୍ତ୍ତନ କରା ଯାଇଛି ଯେ ଧାର୍ମିକ ସ୍ଥଳ, ଦୋକାନ, ମଲ, ରେଷ୍ଟୁରାଣ୍ଟ ଓ ବାର ଆଦି ଖୋଲା ରହିବ । ଏହି ନୂଆ ନିୟମ ଲାଗୁ କରା ଯାଇଛି । ନୂଆ ନିର୍ଦେଶାବଳୀ ଅନୁସାରେ କ୍ଲବ ହାଉସ, ଗଲ୍ଫ କ୍ଲବ ବାରକୁ ୫୦ ପ୍ରତିଶତ କ୍ଷମତା ସହିତ ସକଳ ୧୦ଟାରୁ ସନ୍ଧ୍ୟା ୮ତା ଯାଏଁ ଖୋଲିବାକୁ ଅନୁମତି ମିଳିଛି ।

ଠିକ ସେହି ପରି ବିବାହ ମହୋସ୍ଚବ ବା କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଦାହ ସଂସ୍କାର ପାଇଁ ୫୦ ଜଣ ଲୋକଙ୍କୁ ଏକାଠି ରହିବାକୁ ଅନୁମତି ମିଳିଛି । ଏହା ପରି କିଛି ନୂଆ ନିୟମ ହରିୟାନା ସରକାର ଘୋଷଣା କରିଛନ୍ତି । ଯଦି ବିବାହ ବା ଅନ୍ୟ କୌଣସି କାମ ପାଇଁ ଅଧିକ ଲୋକ ଆବଶ୍ୟକ କରୁଥିବେ ତେବେ ଏଠି ପାଇଁ ଡେପୁଟି କମିଶନରଙ୍କ ଅନୁମତି ନେବାକୁ ପଡିବ ।

ସେହି ପରି ଘରୋଇ ଅଫିସରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ପାଇଁ ମଧ୍ୟ କିଛି ନୂଆ ନିୟମ ଲାଗୁ ହୋଇଛି । ଯେଉଁ ମାନେ ଘରୋଇ ଅଫିସରେ କାମ କରୁଛନ୍ତି ସେମାନେ ୫୦ ପ୍ରତିଶତ କର୍ମଚାରୀ ମାନଙ୍କୁ ନେଇ କାମ କରି ପାରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । କଣ ଆମ ରାଜ୍ୟରେ ବି ଏମିତି ନିୟମ ଲାଗୁ ହେବା ଦରକାର ନା ନାହିଁ ନିଶ୍ଚୟ କମେନ୍ଟ କରନ୍ତୁ । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।