ବିଧବା ପରିବା ବିକାଳୀଙ୍କୁ କାଜୁ ଜଙ୍ଗଲକୁ ଟେ-କି ନେ-ଇ ଦୁଇ ଦିନ ଧରି ବାରମ୍ବାର ଗ-ଣ-ଦୁ-ଷ୍କ-ର୍ମ କରିଥିଲେ ଦୁ-ର୍ବୁ-ତ୍ତ, ଆଉ ତାପରେ କଲେ ଏମିତି ଜ-ଘ-ନ୍ୟ କା-ଣ୍ଡ…ଛିଃ…ଛିଃ

ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘ-ଟୁ-ଛି । ବିଶେଷ କରି ମ-ହି-ଳା ମାନକ ସହ ଏଭଳି କିଛି ଘ-ଟ-ଣା ଘ-ଟୁ-ଛି ଯାହା ଅତି ନି-ନ୍ଦ-ନୀ-ୟ ଅଟେ । ଆଜି ଆମେ ଆପଣ ମାନଙ୍କୁ ଜଣେ ବିଧବା ମ-ହି-ଳାଙ୍କ ସହ କି-ଭ-ଳି ଏକ ଦୁ-ର୍ଘ-ଟ-ଣା ଘ-ଟି-ଛି ସେହି ବିଷୟରେ କହିବାକୁ ଯାଉଛୁ । ଏହି ବିଧବା ମ-ହି-ଳା ଜଣକ ଜଣେ ପରିବା ବିକାଳୀ ଅଟନ୍ତି । ସେ ନିଜର ଭ-ର-ଣ ପୋଷଣ ପାଇଁ ପରିବା ବିକ୍ରି କରି ନିଜର ଜୀ-ବି-କା ନିର୍ବାହ କରନ୍ତି । ଗତ ଗୁରୁବାର ଦିନ ସୁନ୍ଦରଗଡର କୋଏଡା ହାଟରେ ଏହି ମ-ହି-ଳା ଜଣକ ପରିବା ବିକ୍ରି କରି ବାଦବିଲ ଫେରିବା ସମୟରେ ତିନି ଜଣ ଯୁବକ ତାଙ୍କ ସହ ଗ-ଣ ଦୁ-ସ-କ-ର୍ମ କରିଛନ୍ତି । ଗୁରୁଦ୍ୱାର ଛକ ନିକଟରୁ ଏକ ସ୍କର୍ପୀଓ ଗାଡି ଆସି କିଛି ଦୁ-ର୍ବ-ତ୍ତ ମ-ହି-ଳା ଜଣଙ୍କୁ ନେ-ଇ ଯାଇଥିଲେ ।

ଏହା ପରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ମ-ହି-ଳା ଜଣକ ସହ ସେହି ଦୁ-ର୍ବୁ-ତ୍ତ ମାନେ କାଜୁ ଜ-ଙ୍ଗ-ଲ-ରେ ଗ-ଣ ଦୁ-ସ-କ-ର୍ମ କରିଥିଲେ । ଏହା ପରେ ପୀ-ଡ଼ି-ତା ମ-ହି-ଳା ଜଣକ କୌ-ଶ-ଳ କ୍ର-ମେ ସେଠାରୁ ଖ-ସି ଆସି ଶନିବାର ଦିନ ପୋ-ଲି-ସ-ରେ ମା-ମ-ଲା ରୁ-ଜୁ କରିଛନ୍ତି । ଅ-ଭି-ଯୋ-ଗ ପରେ ମ-ହି-ଳା-ଙ୍କ-ର ଡା-କ୍ତ-ରୀ ପ-ରୀ-କ୍ଷା ହୋଇଥିଲା ଓ ପୋ-ଲି-ସ ଏହାର ତୁ-ର-ନ୍ତ ତ-ଦ-ନ୍ତ ଆରମ୍ଭ କରିଥିଲା ।

ଜଣେ ନା-ବା-ଳ-କ ସହ ଆଉ ଦୁଇ ଜଣ ଯୁ-ବ-କ-ଙ୍କୁ ପୋ-ଲି-ସ ଧ-ରି-ବା-ରେ ସଫଳ ହୋଇଛି । ସେହି ମ-ହି-ଳା ଜଣଙ୍କୁ ଜୀ-ବ-ନରୁ ମା-ରି-ଦେ-ବା ପାଇଁ ମଧ୍ୟ ସେହି ଦୁ-ର୍ବୁ-ତ୍ତ ମାନେ ଧ-ମ-କ ଦେଇଥିଲେ ବୋଲି ମା-ମ-ଲା ରୁ-ଜୁ ହୋଇଛି ।

ଏହା ସହ ପୀ-ଡ଼ି-ତା ମ-ହି-ଳା-ଙ୍କ-ର ୧୩୦୦୦ ଟଙ୍କା ମଧ୍ୟ ସେହି ଯୁବକ ମାନେ ଛ-ଡା-ଇ ନେଇଥିଲେ ବୋଲି ମ-ହି-ଳା ଜଣକ ଅ-ଭି-ଯୋ-ଗ କରିଛନ୍ତି । ଏ ନେଇ ପୋ-ଲି-ସ ସେମାନଙ୍କୁ ଆ-ରେ-ଷ୍ଟ କରି କୋ-ର୍ଟ ଚା-ଲା-ଣ କରିଛି । ପୀ-ଡ଼ି-ତା ମ-ହି-ଳା ଜଣକ ନିଜ ମତରେ କହିଛନ୍ତି ଯେ ସେହି ତିନି ଜଣ ଦୁ-ର୍ବୁ-ତ୍ତ ମାନେ ତାଙ୍କ ସହ ଖ-ରା-ପ ଆ-ଚ-ର-ଣ କରିବା ସହ ତାଙ୍କୁ ଦୁଇ ଦିନ ଧରି ଖା-ଇ-ବା-କୁ ମଧ୍ୟ ଦେଇ ନ ଥିଲେ ।

ତାଙ୍କ ସହ ଖ-ରା-ପ ଭା-ଷା-ରେ ମଧ୍ୟ ବ୍ୟବହାର କରିଥିଲେ । ଏଭଳି ଏକ ଦୁ-ର୍ଘ-ଟ-ଣା ଆମ ଦେଶରେ ନୂଆ ନୁହେ ବରଂ ଏହା କେତେ ଯେ ସରଳ ଓ ନି-ରୀ-ହ ନା-ରୀ ମା-ନ-ଙ୍କ ସହ ହୋଇ ସାରିଛି ତାହାର ଗ-ଣ-ନା କରାଯାଇ ପାରିବ ନାହି । ତେଣୁ ଏଥିପ୍ରତି ଆମ ସ-ର-କା-ର ଓ ପୋ-ଲି-ସ ମାନେ ସ-ଚେ-ତ-ନ ହେବା ଉଚିତ । ଯାହା ଫଳରେ ନା-ରୀ ମାନଙ୍କ ପ୍ର-ତି ହେଉଥିବା ଗ-ଣ ଦୁ-ସ-କ-ର୍ମ କୁ ରୋ-କା-ଯା-ଇ ପାରିବ ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।