ସୋସିଆଲ ମିଡିଆରେ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ଙ୍କ ଆକୁଳ ନିବେଦନ ପରେ Live ଆସି Babi Mishra କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ କୋରୋନାର ଦିତୀୟ ଲହର ଯୋଗୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ମାନେ କୋରୋନାରେ ଆକ୍ରାନ୍ତ ହୋଇ ଜୀ-ବ-ନ ମ-ର-ଣ ସହ ଲ-ଢେ-ଇ କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ହୃଦୟ ବି-ଦା-ର-କ ଘ-ଟ-ଣା ନେଇ ଆସିଛୁ ଯେଉଁ ଠାରେ ତାଙ୍କରା ଅଭାବ ଯୋଗୁ ଜଣେ ମଣିଷ ମ-ର-ଣ ସହ ଲ-ଢେ-ଇ କରୁଛନ୍ତି । ଓଡିଶାର ଯୁବକ ଅଭିଷେକ ମହାପାତ୍ର ଗତ କିଛି ଦିନ ହେବ କୋରୋନାରେ ଆ-କ୍ରା-ନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା ହେଉଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କ ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ ସାମନାକୁ ଆସିଛି ।

ଟଙ୍କାର ଅଭାବ ଯୋଗୁ ତାଙ୍କୁ କୋଲକାତା ନେବା ପାଇଁ ଏୟାରଲିଫ୍ଟର ସୁବିଧା ହୋଇପାରୁ ନାହି । ଯାହା ଫଳରେ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ସଡକ ପଥରେ କୋଲକାତା ନେବାକୁ ଯୋଜନା କରିଛନ୍ତି । କୋଲକାତାରେ ତାଙ୍କର ଭଲ ଚିକିତ୍ସା ହୋଇ ପାରିବ ବୋଲି ତାଙ୍କୁ କୋଲକାତା ନେବା ନିହାତି ଜରୁରୀ ହୋଇ ପଡିଛି । କିନ୍ତୁ ଦୁଖର ବିଷୟ ଯେ ଏଥିପାଇଁ କୋଟିଏରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ସେଥି ପାଇଁ ଅଭିଷେକଙ୍କ ପରିବାର ଲୋକେ ସକ୍ଷମ ନୁହେ ।

ଅଭିଷେକଙ୍କର ଜୀବନ ରକ୍ଷା ପାଇଁ ତାଙ୍କ ପରିବାର ଲୋକେ ସାଧାରଣ ଲୋକଙ୍କ ଠାରୁ ସାହଜ୍ୟ ଆଶା କରିଛନ୍ତି । ଏଭଳି ଏକ ଦୁଖ ସମୟରେ ଅଭିନେତା ବବି ମିଶ୍ର ଅଭିଷେକକୁ ସାହାଜ୍ଯ କରିବା ପାଇଁ ଅପିଲ କରିଛନ୍ତି । ତେଣୁ ମିଲାଫ ଫଣ୍ଡରେଜରର୍ସ ଜରିଆରେ ଅଭିଷେକଙ୍କୁ ସହାୟତା କରଯାଇ ପାରିବ ବୋଲି ସୂଚନା ମିଳିଛି । ଏହା ଛଡା ଅଭିଷେକଙ୍କ ଚିକିତ୍ସା ପାଇଁ ଗୁଗୁଲ ପେ କିମ୍ବା ଫୋନ ନମ୍ବର ୯୫୮୩୫-୯୬୮୮୬ ଜରିଆରେ କରି ପାରିବେ ।

ଅଭିନେତା ବବି ମିଶ୍ର ମଧ୍ୟ ଅଭିଷେକଙ୍କ ଚିକିତ୍ସା ପାଇଁ ସାହାଜ୍ଯର ହାତ ବଢାଇଛନ୍ତି । ଅଭିନେତା ବବି ମିଶ୍ର ମଧ୍ୟ ଅଭିଷେକଙ୍କୁ ସାହାଜ୍ଯ କରିବା ପାଇଁ ଅନ୍ୟ ସଂସ୍ଥା ମାନଙ୍କୁ ଅନୁରୋଧ କରିଛନ୍ତି । ତେଣୁ ଯଦି ଆମେ ସମସ୍ତେ ଅଭିଷେକଙ୍କ ଚିକିତ୍ସା ପାଇଁ ସାହାଜ୍ଯର ହାତ ବଢାଇବା ତେବେ ହୁଏ ତ ତାଙ୍କ ଜୀବନ ରକ୍ଷା କରାଯାଇ ପାରିବ ।

ତେବେ ଫ୍ରେଣ୍ଡ୍ସ ଏହି ଘଟଣାକୁ ନେଇ ଆପଣ ମାନେ ନିଜର ମତାମତ ଆମ ସହ ସେୟାର କରନ୍ତୁ ଓ ଏହି ପୋସ୍ଟଟିକୁ ଅଧିକ ରୁ ଅଧିକ ସେୟାର କରନ୍ତୁ, ଯେମିତି କି ଏହି ଯୁବକଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ