ଭାଇରାଲ ହେଲା Kalinga Hospital ର କଳା କାରନାମା, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ ଏମିତି କିଛି ଘଟଣା ଘଟୁଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିବେ । ବର୍ତ୍ତମାନ ଖବର ଅନୁସାରେ କଳିଙ୍ଗ ହସପିଟାଲରେ ଏକ ରୋଗୀଙ୍କର ଅ-କା-ଳ ମୃ-ତ୍ୟୁ ଘଟିଛି ।

ତାଙ୍କ ପରିବାର ଲୋକଙ୍କର କହିବା ଅନୁସାରେ ସେହି ରୋଗୀଙ୍କୁ ଗତ ୪୦ ଦିନ ତଳେ ଜ୍ଵର ହୋଇଥିବାରୁ ତାଙ୍କୁ କିମ୍ସ ହସପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ରିପୋର୍ଟ ପଜେଟିବ ଆସିଥିଲା । ଏହା ପରେ କିମ୍ସରେ ଅଧିକ ଟଙ୍କା ଖର୍ଚ୍ଚ ହେବା ଯୋଗୁ ତାଙ୍କ ପରିବାର ଲୋକେ ରୋଗୀଙ୍କୁ କଳିଙ୍ଗ ହସପିଟାଲରେ ଆଡମିସନ କରିଥିଲେ । ସେଠାରେ ମଧ୍ୟ ରୋଗୀଙ୍କର ସବୁ ଟେଷ୍ଟ ହୋଇଥିଲା ଓ ରିପୋର୍ଟ ସବୁ ଭଲ ଅଛି ବୋଲି ସେଠିକାର ଡାକ୍ତର ମାନେ କହିଥିଲେ ।

ଦିନେ ଦୁଇ ଦିନ କହି କଳିଙ୍ଗ ହସପିଟାଲର ଡାକ୍ତର ମାନେ ସେହି ରୋଗୀ ଜଣଙ୍କୁ ଗତ ୪୦ ଦିନ ହେବ ମେଡିକାଲରେ ରଖିଥିଲେ । କିନ୍ତୁ ରୋଗୀଙ୍କର ସ୍ୱାସ୍ଥ୍ୟରେ କିଛି ବି ପରିବର୍ତ୍ତନ ହୋଇ ନ ଥିଲା । ବରଂ ରୋଗୀଙ୍କର ସ୍ବାସ୍ଥ୍ୟବସ୍ଥା ଆହୁରି ଅଧିକ ଖରାପ ହୋଇ ଯାଇଥିଲା । ଗତ କାଲୀ ଯେତେବେଳେ ରୋଗୀଙ୍କର ଜଣେ ସମ୍ପର୍କୀୟ ହସ୍ପିଟାଲ ଯାଇ ବିଲ ଓ ରିପୋର୍ଟ ମାଗିଥିଲେ ସେତେବେଳେ ତାଙ୍କୁ ୮ ଲକ୍ଷ ଟଙ୍କାର ବିଲ ହସପିଟାଲର ଦେଇଥିଲେ ।

ତାଙ୍କ ଘର ଲୋକଙ୍କୁ ସେହି ରୋଗୀଙ୍କର ସିଟି ସ୍କ୍ଯାନ ଛଡା ଅନ୍ୟ  କୌଣସି ରିପୋର୍ଟ ଦେଇ ନଥିଲେ । ଗତ କାଲି ରାତିରେ ସେହି ରୋଗୀଙ୍କର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କ ଘର ଲୋକେ ତାଙ୍କୁ ସେଠାରୁ ନେଇ ଆଣିବାକୁ କହିବାରୁ ଡାକ୍ତର ମାନେ ତାଙ୍କୁ ଆହୁରି ୧ଲକ୍ଷ ଟଙ୍କା ଦେବାକୁ କହିଲେ ।

ଯଦି ୧ଲକ୍ଷ ଟଙ୍କା ନ ଦେବେ ତେବେ ରୋଗୀକୁ ଛାଡିବେ ନାହି ବୋଲି ଡାକ୍ତର ମାନେ କହିଥିଲେ । ଏହା ପରେ ସେହି ରୋଗୀଙ୍କର ଘର ଲୋକେ ନିଜର ଜମି ବନ୍ଧା ପକାଇ ଟଙ୍କା ଆଣି ହସପିଟାଲରେ ଦେଇ ସେଠାରୁ ରୋଗୀଙ୍କୁ କିମ୍ସ ହସପିଟାଲକୁ ସ୍ଥାନନ୍ତର କରିଥିଲେ । କିନ୍ତୁ କିମ୍ସ ଯିବା ପରେ ରୋଗୀଙ୍କର ଅ-କା-ଳ ମୃ-ତ୍ୟୁ ଘଟିଛି । ମୃ-ତ ବ୍ୟକ୍ତିଙ୍କର ପରିବାର ଲୋକଙ୍କର କହିବା ଅନୁସାରେ କଳିଙ୍ଗ ହସପିଟାଲରେ ରୋଗୀଙ୍କର ଅବସ୍ଥା ଆଗ ଅପେକ୍ଷା ଆହୁରି ସାଂ-ଘା-ତି-କ ହୋଇ ଯାଇଥିଲା । ମେଡ଼ିସିନ ବାବଦରେ ମଧ୍ୟ ଅଧିକ ଟଙ୍କା ଲୁଟ କରି ନେଇଛନ୍ତି ।

ସେହି ମୃ-ତ ବ୍ୟକ୍ତିଙ୍କର କିଡନି ଖରାପ ହୋଇଥିବା କହି ମଧ୍ୟ କଳିଙ୍ଗ ହସପିଟାଲରେ ଡାକ୍ତର ମାନେ ତାଙ୍କ ପରିବାର ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଦିନେରୁ ଚାରି ଦିନ ମଧ୍ୟରେ ରୋଗୀ ଭଲ ହୋଇଯିବ କହି କଳିଙ୍ଗ ହସପିଟାଲରେ ସେହି ରୋଗୀଙ୍କର ଚିକିତ୍ସା କରିବା ବାହାନରେ ସେଠାରେ ଟଙ୍କା ଲୁ-ଟ ହେଉଥିଲା ।

ଯଦି ସେହି ମୃ-ତ ବ୍ୟକ୍ତି ଜଣକ କୋଭିଡ ରୋଗିଥିଲେ ତେବେ କଳିଙ୍ଗ ହସପିଟାଲରେ କିପରି ରୋଗୀଙ୍କ ପାଖରେ ତାଙ୍କ ସ୍ତ୍ରୀ ଓ ପୁଅକୁ ରହିବା ପାଇଁ ଅନୁମତି ଦେଇଥିଲେ ଏଭଳି ଘ-ଟ-ଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଫ୍ରେଣ୍ଡ୍ସ ଏହି ଘଟଣା ପ୍ରତି ଆପଣଙ୍କ ମାତମାତ ଆମକୁ କମେନ୍ଟ କରନ୍ତୁ ଓ ପୋସ୍ଟ ଟି କୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେମିତି କି ଏହି ପରିବାରକୁ ନ୍ୟାୟ ମିଳି ପାରିବ । ଧନ୍ୟବାଦ