ଆଜି ଆମେ ଆପଣଙ୍କୁ ପଚାରିବୁ କିଛି ରୋମାଞ୍ଚକ ପ୍ରଶ୍ନ ଓ ତା’ର ଉତ୍ତର । ତେବେ ଆସନ୍ତୁ ଆରମ୍ଭ କରିବା ।
ପ୍ରଶ୍ନ -୧
କେଉଁ ପ୍ରାଣିର ତିନୋଟି ଆଖି ଅଛି ?
ଉତ୍ତର – ଟୁଆଟାରା (ଏହା ଏକ ଝିଟିପିଟି ପ୍ରଜାତିର ପ୍ରାଣୀ ଯାହାର ତିନୋଟି ଆଖି ରହିଛି । )
ପ୍ରଶ୍ନ – ୨
କେଉଁ ଖାଦ୍ୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ରହିଲେ ବି ନଷ୍ଟ ହୁଏନି ? କୁହନ୍ତୁ ଦେଖି ତାହା କଣ ଅଟେ ?
ଉତ୍ତର – ମହୁ
ପ୍ରଶ୍ନ – ୩ ଜନ୍ମର କେତେ ଦିନ ପରେ ଗୋଟିଏ ଶିଶୁ ହସିଥାଏ ? କଣ ଆପଣ ଏହା ଜାଣିଛନ୍ତି ?
ଉତ୍ତର – ଏକ ମାସ ପରେ
ପ୍ରଶ୍ନ – ୪ ଗୋଟିଏ ବେଙ୍ଗ କେତେ ସମୟ ପର୍ଯ୍ୟନ୍ତ ବିନା ଶ୍ଵାସକ୍ରିୟାରେ ବଞ୍ଚିପାରେ ? କହିଲେ ଦେଖି ।
ଉତ୍ତର – ୪ ରୁ ୭ ଘଣ୍ଟା
ପ୍ରଶ୍ନ – ୫ କେଉଁ ଜିନିଷ ଶୁଖିଲେ ୨ କେଜି ଓଦାରେ ୧ କେଜି ଆଉ ଜଳିଗଲେ ୩ କେଜି ହୁଏ ? କଣ ଅଟେ ସେ ?
ଉତ୍ତର – ସଲଫର