TV ସିରିଏଲ “ସାଥ ନିଭାନା ସାଥିୟା” ରେ ଗୋପୀ ବୋହୁ ରୂପେ ଘରେ ଘରେ ଫେମସ ହୋଇଥିବା ଅଭିନେତ୍ରୀ ଆଜି ବଞ୍ଚୁଛନ୍ତି ଏମିତି ଜୀବନ

ବନ୍ଧୁଗଣ ଆପଣ ମାନେ ୨୦୧୦ରେ ପ୍ରସାରିତ ହୋଇଥିବା “ସାଥ ନିଭାନା ସାଥିୟା ସିରିଏଲ’ ନିଶ୍ଚୟ ଦେଖିଥିବେ । ଏହି ସୋରେ ଗୋପୀ ବୋହୁଙ୍କର ଶାଶୁ ଭୂମିକରେ କୋକିଲା ମୋଦୀ, ତାଙ୍କ ସ୍ଵାମୀ ଏହେମ ଓ ଭଉଣୀ ରାଶି ନିଜ ନିଜ ଚରିତ୍ରରେ ବେଶ ଭଲ ଭାବେ ଅଭିନୟ କରିଥିଲେ । ଏହି ସୋ ୭ ବର୍ଷ ଯାଏଁ ଚାଲିଥିବା ଯୋଗୁ ଦର୍ଶକ ମାନେ ମନୋରଞ୍ଜନ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ସୋରେ ଅଭିନୟ କରିଥିବା କଳାକାର ମାନେ ଆଜି କିପରି ଦେଖା ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ଭାବିନୀ ପୁରୋହିଧ” : ଏହି ସୋରେ ଗୋପୀଙ୍କ ଭଉଣୀ ଭୂମିକାରେ ରାଧା ଚରିତ୍ରରେ ଭାବିନୀ ନଜର ଆସିଥିଲେ । କିନ୍ତୁ ବର୍ତ୍ତମାନ ସେ ବହୁତ ବଦଳିଯାଇ ଆଗ ଅପେକ୍ଷା ବହୁତଷ୍ଟାଇଲିସ ଓ ଗରଜେସ ଦେଖା ଯାଉଛନ୍ତି । ସେ ଏବେ ସର୍ଟ ଡ୍ରେସରେ ନଜର ଆସିବା ସହ ନିଜ ବଏଫ୍ରେଣ୍ଡ ଧଵନ ତଭେଙ୍କ ସହ ମ୍ୟାରେଜ ପାଇଁ ପ୍ରସ୍ତୁତ ହେଉଛନ୍ତି ।

୨- “ସୋନାମ ଲାମ୍ବା” : ଏହି ସୋରେ ଗୋପୀଙ୍କର ଝିଅ ବିଦ୍ୟା ଭୂମିକରେ ଅଭିନେତ୍ରୀ ସୋନାମ ଲାମ୍ବା ନର ଆସିଥିଲେ । ଆଗ ଅପେକ୍ଷା ତାଙ୍କ ଲୁକରେ ବହୁତ ପରିବର୍ତ୍ତ୍ନ ଆସିଛି । ଏହି ସୋରେ ସେ ଶାଲୱାର ସୁଟ ବା ଶାଢୀରେ ନଜର ଆସୁଥିବା ବେଳେ ଆଜିକ ଡେଟରେ ମଡେଲ ଡ୍ରେସ କ୍ଯାରି କରୁଛନ୍ତି । ସେ ଅଭିନେତା ସୋନାଲ ହଣ୍ଡାଙ୍କ ସହ ରିଲେସନରେ ଅଛନ୍ତି ।

୩- “ମହମ୍ମଦ ନାଜିମ” : ଏହି ସୋରେ ଗୋପୀଙ୍କର ସ୍ଵାମୀ ଏହେମ ଭୂମିକରେ ଅଭିନେତା ମହମଦ ନାଜିମ ନିଜର ଜବରଦସ୍ତ ପରଫୋମାଂସ ଦେଇଥିଲେ । ଆଗ ଅପେକ୍ଷା ସେ ଏବେ ହ୍ୟାଣ୍ଡସମ ଓ ଷ୍ଟାଇଲିସ ଲୁକରେ ନଜର ଆସୁଛନ୍ତି । ବର୍ତ୍ତମାନ ସେ ନିଜର ଅଭିନୟ ଜାରି ରଖିଛନ୍ତି । ତାଙ୍କର ଗାର୍ଲଫ୍ରେଣ୍ଡ ଜ୍ୟୋତିଷୀ ସେଠଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି ।

୪- “ରୂପାଲ ପଟେଲ” : ଏହି ସୋରେ କୋକିଲା ମୋଦୀ ଭୂମିକରେ ଅଭିନେତ୍ରୀ ରୂପାଲ ପଟେଲ ନଜର ଆସିଥିଲେ । ଏହି ସୋରେ ଶାଢୀ ଓ ଗହଣା ସହ ନଜର ଆସିଥିବା ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ବଦଳିଜୟ ନୂଆ ଲୁକରେ ନଜର ଆସୁଛନ୍ତି । ବର୍ତ୍ତମାନ ସେ ଶାଢୀ ନ ପିନ୍ଧି ଜିନ୍ସ ଟପରେ ନଜର ଆସୁଛନ୍ତି । ସେ ନିଜର ଅଭିନୟ ଜାରି ରଖିବା ସହ ଅଭିନେତା ରାଧାକ୍ରୀଷ୍ଣା ଦତ୍ତଙ୍କ ସହ ମ୍ୟାରେଜ କରିଛନ୍ତି ।

୫- “ଜିୟା ମାନିକ” : ଏହି ସୋରେ ଗୋପୀ ବୋହୁ ଭୂମିକାରେ ପୂର୍ବରୁ ନଜର ଆସିଥିବା ଅଭିନେତ୍ରୀ ଜିୟା ମାନିକ ନିଜର ଜବରଦସ୍ତ ପରଫୋମାଂସ ଦେଇଥିଲେ । ଆଗ ଅପେକ୍ଷା ସେ ବହୁତ ବଦଳିଯାଇ ନିଜର ନୂଆ ଲୁକରେ ନଜର ଆସୁଛନ୍ତି । ସେ ବର୍ତ୍ତମାନ ସର୍ଟ ଡ୍ରେସ କ୍ଯାରି କରିବା ସହ ଅନୁଆ ହେୟାର ଷ୍ଟାଇଲରେ ଗରଜେସ ଓ ସ୍ମାର୍ଟ ଦେଖା ଯାଉଛନ୍ତି । ସେ ନିଜର ଅଭିନୟ ଜାରି ରଖିଛନ୍ତି । ତାଙ୍କ ଲାଇଫରେ ଦେଖିବାକୁ ଗଲେ ସେ ଶିଂଗଲ ଅଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।