ଖାଲିପେଟରେ ଖଜୁରୀର ସେବନ ଦ୍ୱାରା ମୂଳରୁ ମରିଯାଏ ଏହି ୨ଟି ରୋଗ

ଖାଲିପେଟରେ ଖଜୁରୀର ସେବନ ଦ୍ୱାରା ମୂଳରୁ ମରିଯାଏ ଏହି ୨ଟି ରୋଗ

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଯେଉଁ ଲୋକମାନେ ଖଜୁରୀର ସେବନ ନିୟମିତ କରିଥାନ୍ତି ସେମାନେ ମାନସିକ ଓ ଶାରୀରିକ ରୂପେ ସ୍ଵସ୍ଥ ରହିଥାନ୍ତି । ଆଜି ମୁଁ ଆପଣଙ୍କ ସହ ଆଲୋଚନା କରିବି ଖାଲି ପେଟରେ ଖଜୁରୀର ସେବନ ଦ୍ୱାରା କେଉଁ ଦୁଇଟି ରୋଗ ମୂଳରୁ ଶେଷ ହୋଇଯାଏ ?

ଏନିମିଆ

ଶରୀରରେ ହିମୋଗ୍ଲୋବିନର ଅଭାବ ଯୋଗୁଁ ବ୍ୟକ୍ତି ଏନିମିଆ ରୋଗର ଶିକାର ହୋଇଯାଏ । ଏନିମିଆ ହେଲେ ରୋଗୀ ପ୍ରତିଦିନ ସକାଳୁ ଖାଲି ପେଟରେ ୮ ରୁ ୧୦ଟି ଖଜୁରୀର ସେବନ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢିବାକୁ ଲାଗିବ ଏବଂ ଶରୀରର ଶକ୍ତି ବଢିବ । ଏହା କରିବା ଦ୍ୱାରା ଏନିମିଆ ରୋଗ ମୂଳରୁ ଶେଷ ହୋଇଯାଏ ।

ପତଳାପଣ

ଆଜିର ସମୟରେ ଅଧିକାଂଶ ଲୋକ ପତଳାପଣର ଶିକାର ହେଉଅଛନ୍ତି । ଏମିତି ଲୋକ ବହୁ ପ୍ରକାରର ଔଷଧ ସେବନ କରିଥାନ୍ତି, କିନ୍ତୁ ସେମାନଙ୍କୁ କିଛିବି ଫାଇଦା ମିଳିନଥାଏ । ଯେଉଁ ଲୋକ ଶାରୀରିକ ରୂପେ ଅଧିକ ପତଳା ହୋଇଥାନ୍ତି, ସେହି ଲୋକମାନେ ପ୍ରତିଦିନ ସକାଳୁ ଖାଲିପେଟରେ ବତୁରା ଚଣା ବା ସୁଲା ଏବଂ ୫ ରୁ ୭ ଟି ଖଜୁରୀର ସେବନ କରିବା ଆବଶ୍ୟକ ।

ଏମିତି ନୂଆ ନୂଆପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ