ଯୁବରାଜ ସିଂଙ୍କ ଫ୍ୟାନ ମାନଙ୍କ ପାଇଁ ସବୁଠୁ ବଡ ଖୁସି ଖବର, ଏଇ ସିରିଜରେ ଦଳକୁ ଫେରୁଛନ୍ତି ଯୁବରାଜ …

ବଡ ଖୁସି ଖବର – ଯୁବରାଜ ସିଂଙ୍କ ଫ୍ୟାନ ମାନଙ୍କ ପାଇଁ

ଆପଣମାନେ ସମସ୍ତେ ଜାଣିଥିବେ କି ବର୍ତ୍ତମାନ ଭାରତରେ ଚାଲିଥିବା ୱାନଡେ ସିରିଜରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି । ଆପଣ ମାନଙ୍କୁ କହି ରଖୁଛୁ କି ପ୍ରଥମ ଓ ଦ୍ଵିତୀୟ ମ୍ଯାଚ ପାଇଁ ବଛା ଯାଇଥିବା 14 ଜଣିଆ ଲିସ୍ଟରେ ଯୁବରାଜ ସିଂଙ୍କ ନାମ ନଥିଲା । ଯାହା ଫଳରେ ଯୁବରାଜ ଙ୍କ ପ୍ରସଶଙ୍କ ବହୁତ ନିରାଶ ହେଇ ଥିଲେ । କିନ୍ତୁ ଏବେ ଏବେ ଯୁବରାଜ ସିଂ ଙ୍କ ଫ୍ୟାନ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର, ଯାହା ଅନୁସାରେ ଆସୁଥିବା ମ୍ଯାଚରେ ଦଳକୁ ଫେରିପାରନ୍ତି ଯୁବରାଜ । ଏହି ବିଷୟରେ ଏକ ଖାସ ରିପୋର୍ଟ ।

ଆପଣ ମାନଙ୍କୁ କହି ରଖୁଚୁ କି ପୂର୍ବରୁ ବହୁତ ମ୍ଯାଚ ରେ ଯୁବରାଜ ସିଂ ଙ୍କୁ ଭାରତୀୟ ଦଳରେ ଖେଳି ବାକୁ ଦିଅ ଯାଉ ନାହିଂ । ବିଜୟ ହଜାରେ ଟ୍ରଫିରେ ବହୁତ ଭଲ ପ୍ରଦର୍ଶନ କରି ଚୟନ କର୍ତ୍ତା ଙ୍କ ଧ୍ୟାନ ନିଜ ଆଡକୁ କରିବାରେ ସକ୍ଷମ ହେଇ ଛନ୍ତି ଯୁବରାଜ ସିଂ । ଯାହା ଫଳରେ ତାଙ୍କୁ ବହୁତ ଜଲ୍ଦି ଭାରତୀୟ ଦଳରେ ଖେଳିବାର ମଉକା ମିଳି ପାରେ ।

ଆପଣଙ୍କ ଜଣେଇବା ପାଇଁ କହି ରଖୁଛୁ କି ବିଜୟ ହଜାରେ ରେ ବହୁତ ଭଲ ପ୍ରଦର୍ଶନ କରିଥିବା କାରଣରୁ ଯୁବରାଜ ସିଂ ଙ୍କୁ 3 ୱାନଡେ ମ୍ଯାଚ ପାଇଁ ଦଳରେ ସାମିଲ କରା ଯାଇ ପାରେ । ଏହି ଖବର ଯୁବରାଜ ଙ୍କ ପ୍ରସଶଙ୍କ ମାନଙ୍କ ପାଇଁ ଗୋଟେ ବଡ ଖୁସିଖବର । କିନ୍ତୁ ଆପଣମାନଙ୍କୁ କହି ରଖୁଛୁ କି ଏହି ସମୟର ଚୟନକର୍ତ୍ତା ଯୁବ ଖେଳାଳି ମାନଙ୍କୁ ଭାରତୀୟ ଦଳରେ ଅବସର ଦେଉଛନ୍ତି । 2019 ରେ ବିଶ୍ଵକପ ହେବାକୁ ଯାଉଛି, ଯାହାଫଳରେ ଚୟନକର୍ତ୍ତା ଭଲ ଖେଳାଳି ଖୋଜିବା ପ୍ରୟାସରେ ଲାଗିଛନ୍ତି ।

ପୂର୍ବରୁ ଯୁବରାଜ ସିଂ ବହୁତ ଥର କହି ସାରିଛନ୍ତି କି ସେ  2019 ୱାର୍ଲ୍ଡକପ ରେ ଖେଳିବାକୁ ଚାହୁଛନ୍ତି । ଓ ଏହାପରେ ସେ କ୍ରିକେଟ ରୁ ସନ୍ୟାସ ନେବେ । କିନ୍ତୁ ବହୁତ ଥର ଚେଷ୍ଟା କରି ମଧ୍ୟ ସେ ଭାରତୀୟ ଦଳରେ ନିଜ ଜାଗା ବନେଇବାରେ ବିଫଳ ହେଇଛନ୍ତି । କିନ୍ତୁ ହେଇପାରେ ଏଥର ତାଙ୍କ ଚେଷ୍ଟା ସଫଳ ହେବ । ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କର କଣ ପ୍ରତିକ୍ରିୟା? କମେନ୍ଟରେ ନିଜର ମହତ୍ବପୂର୍ଣ ମତାମତ ନିଶ୍ଚୟ ଲେଖନ୍ତୁ ।