Brilliant GK Q&A: ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ? ଏହାସହ ଜାଣନ୍ତୁ ଆହୁରି କେତେକ ଜଣାଅଜଣା ପ୍ରଶ୍ନୋତ୍ତର

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଦିଲ୍ଲୀ ରେ ଥିବା ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?

ଉ: ଶାହାଜାହାନ ନିର୍ମାଣ କରିଥିଲେ ।

2- ସୌରମଣ୍ଡଳ ର ସନ୍ଧାନ କିଏ କରିଥିଲେ ?

ଉ: କୋପର ନିକସ ।

3- ଫୁଲର ଚାଷକାର୍ଯ୍ୟକୁ କଣ କୁହାଯାଏ ?

ଉ: ଫ୍ଲୋରି କଲଚର ।

4- ଇନସୁଲିନ ର ସନ୍ଧାନ କିଏ କରିଥିଲେ ?

ଉ: ବେଟିଙ୍ଗ ।

5- ଭାରତର ଗ୍ରେଡ ୱାଲ୍ଡ ମ୍ୟାନ କାହାକୁ କୁହାଯାଏ ?

ଉ: ଦାଦାଭାଇ ନରୋଜି ଙ୍କୁ ।

6- ଭାରତର ଅନ୍ତିମ ଗଭର୍ଣ୍ଣର କିଏ ଥିଲେ ?

ଉ: ଲର୍ଡ କେନିଙ୍ଗ ।

7- ସୁର ସରୋବର ପକ୍ଷୀ ବିହାର କେଉଁଠାରେ ଅଛି ?

ଉ: ଆଗ୍ରା ଠାରେ ଅଛି ।

8- 1 ଟଙ୍କାର ନୋଟ କିଏ ଜାରି କରିଥିଲେ ?

ଉ: ଭାରତୀୟ ବିତ୍ତ ମନ୍ତ୍ରଲାଳୟ ଦ୍ଵାରା ଜାରି ହୋଇଥିଲା ।

9- ଦିଆସିଲିର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉ: ଭାରତରେ ସବୁଠୁ ଅଧିକ ଦିଆସିଲି ଉତ୍ପାଦନ କରାଯାଏ ।

10- ତରଭୁଜ କେଉଁ ପ୍ରକାରର ଫସଲ ଅଟେ ?

ଉ: ଜାୟଦ ।

11- ଭାରତର କେଉଁ ରାଜ୍ୟରେ ଲୁଣର ଅଧିକ ଉତ୍ପାଦନ ହୋଇଥାଏ ?

ଉ: ଗୁଜୁରାଟରେ ସବୁଠୁ ଅଧିକ ଲୁଣ ଉତ୍ପାଦନ ହୁଏ ।

12- କମ୍ପ୍ୟୁଟର ର ପିତା କାହାକୁ କୁହାଯାଏ ?

ଉ: ଚାର୍ଲସ ବାବେଜ ଙ୍କୁ କମ୍ପ୍ୟୁଟରର ଜନକ କୁହାଯାଏ ।

13- ଶ୍ଵେତ କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ ?

ଉ: କ୍ଷୀର ଉତ୍ପାଦନ ସହ ସମ୍ବନ୍ଧିତ ।

14- ଚୋରୀ ଚୋରା କାଣ୍ଡ କେଉଁଠାରେ ହୋଇଥିଲା ?

ଉ: ଗୋରଖପୁର ରେ ।

15- ଭାରତ ର ସବୁଠୁ ପ୍ରଥମ ରାଜ୍ୟ କଣ ଥିଲା ?

ଉ: ବିହାର ସର୍ବ ପ୍ରଥମ ରାଜ୍ୟ ।

16- ଶାନ୍ତି ନିକେତନ ର ସ୍ଥାପନ କିଏ କରିଥିଲେ ?

ଉ: ରବୀନ୍ଦ୍ରନାଥ ଟାଗୋର ।

17- ରଡାର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ସ୍କଟଲ୍ୟାଣ୍ଡ ରେ ।

18- ଲୁହରେ କେଉଁ ରାସାୟନିକ ପଦାର୍ଥ ଥିବା ଯୋଗୁଁ ଏହା ଲୁଣିଆ ଲାଗିଥାଏ ?

ଉ: ସୋଡିୟମ କ୍ଳୋରାଇଡ ।

19- କେଉଁ ପଶୁ ଜନ୍ମ ହେବାର ତିନି ମାସ ପର୍ଯ୍ୟନ୍ତ ଶୋଇ ରୁହେ ?

ଉ: ଭାଲୁ ।

20- ଖଜୁରୀ ଖାଇବା ଦ୍ଵାରା କଣ ଶୀଘ୍ର ବଢିଥାଏ ?

ଉ: ରକ୍ତ ବୃଦ୍ଧି ପାଇଥାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।