ମୃତ୍ୟୁ ପୂର୍ବରୁ Soumya ଶେଷ ଥର ପାଇଁ Sonali ଙ୍କୁ କରିଥିଲେ ଏହି ଶେଷ WhatsApp ମେସେଜ, ଲେଖିଥିଲେ କିଛି ଏମିତି କି…ପଢିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

“ସୋନାଲି କିଛି କହିବାର ଅଛି । ମିସଅଣ୍ଡରଷ୍ଟାଣ୍ଡିଂ ରଖନି । ଚିଡେଇଲି ତୁମକୁ । ସାରସ୍ଵତ ସହ କଥା ହଉଚ ? ଆଉ ଟିକେ ରାଗିବ ବୋଲି ଯେମିତି ମୁଁ ଚିଡାଏ । ତୁମେ ସରି କରିବା ପାଇଁ ଫୋନ କରିବ ଆଉ ମୁଁ ଏମିତି ପଚାରିବି ? ଏଇଟା ଠିକ ଭାବୁଛ ? ଖାଇକି ମେଡ଼ିସିନ ଖାଅ ଆଣ୍ଡ କଲ୍ କର ଟିକେ । ମିସଅଣ୍ଡରଷ୍ଟାଣ୍ଡିଂ ରଖନି । ସାରସ୍ଵତ ସହ କଥା ହେଲେ ପଚାରିଲି ବୋଲି ରାଗିଲ ? ସରି କହିବାର ଅଛି ଦେନ୍ ପୁଣି ପଚାରିଲି ସାରସ୍ଵତ ସହ କଥା ହେଉଛ । ଦେନ୍ ଚିଡେଇଲି ଟିକେ ମୁଡ୍ ଠିକ ହୋଇଯିବ ବୋଲି ।

ଆଇ ଆମ ସରି ସୋନାଲି ମୋର ଯାହା ହେବ ତୁମେ ଦାୟୀ । ଫୋନ ଉଠାଅ ପ୍ଳିଜ । ଲାଷ୍ଟ ୱାର୍ଡ ଶୁଣ ।” ତା’ପରେ ଆଇଫୋନ ପାସୱାର୍ଡ ଦେଲେ ଆଉ ଶେଷ ମେସେଜ କଲେ ‘ମୁଁ ଚାଲିଲି’ । ଏସବୁ ଥିଲା ଆତ୍ମହତ୍ୟା ପୂର୍ବରୁ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଶେଷ ମେସେଜ । ରାତି ପ୍ରାୟ ୧୦ଟାରୁ ଭୋର ୩ଟା ପର୍ଯ୍ୟନ୍ତ ବାରମ୍ବାର ମେସେଜ ଓ କଲ୍ ପରେ କଲ୍ କରି ଚାଲିଥିଲେ ସୌମ୍ଯ । ଯେଉଁଥିରେ ସେ ସୋନାଲିଙ୍କୁ ବାରମ୍ବାର କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି ।

ସୌମ୍ଯ ଆହୁରି ମଧ୍ୟ କହିଥିଲେ କି ଏମିତି ଭୁଲ ବୁଝାମଣା ରଖିବା ଠିକ ନୁହେଁ । ଯାହାବି କହିଥିଲି ତୁମକୁ ଚିଡେଇବା କହିଛି । ସୌମ୍ଯ ସେଦିନ ସୋନାଲିଙ୍କୁ ପ୍ରାୟ ୩୬ ଥର କଲ୍ କରିଛନ୍ତି ଓ ପାର୍ଟି ମେସେଜର ସୋନାଲିଙ୍କୁ ବୁଝେଇବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି । ଏମିତିକି ଏହି ମେସେଜ ଭିଆତରେ ବି ସେ ନିଜ ଯତ୍ନରେ ଅବହେଳା କରି ନାହାନ୍ତି । ଖାଇସାରି ମେଡ଼ିସିନ ଖାଇକି ଟିକେ କଲ୍ କର ବୋଲି ନେହୁରା ହୋଇଛନ୍ତି ସୌମ୍ଯରଞ୍ଜନ ।

ସୌମ୍ଯ ପଠାଇଥିବା ସବୁ ମେସେଜ ଭିତରୁ ଗୋଟିଏ ମେସେଜ କିନ୍ତୁ ଡେଲିଭର ହୋଇପାରିନି । ନା ସୌମ୍ଯ ତାକୁ ଜାଣି ଜାଣି କ୍ୟାନସେଲ କରିଛନ୍ତି ତାହାବି ଜଣାପଡୁନି । ହେଲେ ସେପଟୁ ସୋନାଲିଙ୍କର କୌଣସି ବି ପ୍ରତିକ୍ରିୟା ଆସିନି । ସୌମ୍ଯ ତାଙ୍କୁ ଏତେ ମେସେଜ ପଠାଇବା ପରେ ବି ସେ ଅନ୍ତତଃ ଥରେ ବି ସୌମ୍ଯଙ୍କୁ ରିପ୍ଲାଇ କରିନାହାନ୍ତି । ମଣିଷ ମାନସିକ ଭାବେ ହାରିଗଲା ପରେ ପାଖରେ କାହାକୁ ନା କାହାକୁ ଖୋଜେ ।

ବାରମ୍ବାର ତିରସ୍କାର ଏବଂ ପ୍ରତ୍ୟାଖ୍ୟାନ କେଉଁଠି ନା କେଉଁଠି ଟା’ ମନରେ ଅଜଣା ଭୟ ସୃଷ୍ଟି କରେ । ଆଉ ଏହିସବୁ ହିଁ ମଣିଷକୁ ଆତ୍ମହତ୍ୟା ଆଡକୁ ବାଟ କଢାଇ ନିଏ କହିଲେ କିଛି ଭୁଲ ହେବନାହିଁ । ତେବେ ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।