ଆଜିର ରାଶିଫଳ, 11 ଫେବୃୟାରୀ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଜୀବନ ସାଥି ଙ୍କ ସହ ପ୍ରତେକ ଅସୁବିଧାରେ ସହଯୋଗ କରିବେ । ଭଗବାନଙ୍କ ନାମ ସ୍ମରଣ କରିଲେ ଆପଣଙ୍କ ଦିନ ଟି ଶୁଭ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ମିତ୍ର ଓ ପରିବାର ବର୍ଗଙ୍କ ସହ ଆପଣଙ୍କର ସମୟ ସାନଦାର ରହିବ । ନୂଆ କାମ କରିବା ପାଇଁ ଆପଣ ଆଗ୍ରହୀ ରହିବେ । ଆପଣଙ୍କ ମନ ଆନନ୍ଦିତ ରହିବ । ସମାଜରେ ଅମଣ ସମାନ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ ।

ବୃଷ ରାଶି : ଆପଣଙ୍କର ଅତି ନିଜର ଲୋକ ଆପଣଙ୍କୁ ଖୁସିରେ ରଖିବା ପାଇଁ କିଛି ଖାସ କରିବେ । ମସୁର ଲୋକ ମାନଙ୍କର ମେଳରେ ଆପଣ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ଆପଣ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବେ । ଆପଣଙ୍କର ସ୍ବଭାବରେ ଉଗ୍ରତା ରହିବ । ତେଣୁ ସତର୍କ ରୁହନ୍ତୁ । ଆଜି କୌଣସି ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ଏହି ସାକ୍ଷାତ ଆପଣଙ୍କର ବ୍ୟବସାୟରେ ଅଧିକ ଲାଭ ଆଣି ଦେବ ।

ମିଥୁନ ରାଶି : ଆଜି ଆପଣଙ୍କର ସମାଜରେ ମାନ ସମାନ ବୃଦ୍ଧି ପାଇବ । ଆପଣ ପ୍ରତେକ କାର୍ଯ୍ୟ କ୍ଷେତ୍ର ରେ ପୁରା କରିବେ । ବେପାର କ୍ଷେତ୍ର ରେ ଲାଭବାନ ହେବେ । ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଲମ୍ବା ପ୍ରୟାସ କରିବା ଦ୍ଵାରା ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି । ବିଦେଶରେ ମିତ୍ର ମାନଙ୍କ ସହ ଆପଣଙ୍କର ସମ୍ପର୍କ ଘନିଷ୍ଠ ରହିବ । ପିତା ମାତା ଙ୍କ ଭରପୁର ସହଯୋଗ ଆପଣ ପାଇବେ । ଆଜି ଆପଣ ପରିବାରର କୌଣସି ବଡ ଗୁରୁଜନ ମାନଙ୍କ ଠାରୁ ଆପଣ ସହଯୋଗ ପାଇବେ ।

କର୍କଟ ରାଶି : ଆଜି ପ୍ରେମ ପ୍ରସଙ୍ଗରେ ଆପଣ ସଫଳ ହେବେ । ଆପଣଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନିବେଶ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ହାସଲ ହୋଇପାରେ । କୌଣସି କ୍ଷେତ୍ର ରେ ଅଚାନକ ଧନ ଲାଭ ହେବ । ସାମାଜରେ ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କୁ କୌଣସି ନୂଆ ଅବସର ପ୍ରାପ୍ତ ହୋଇପାରେ ।

ସିଂହ ରାଶି : ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କର ବେତନରେ ବୃଦ୍ଧି ହେବା ସହ ଦାୟିତ୍ଵ ବଢିପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ସଫଳ ହେବେ । ବେପାର କ୍ଷେତ୍ର ରେ ଆପଣ ଫାଇଦାରେ ରହିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ଛାତ୍ର ଛାତ୍ରୀ ମାନେ ପ୍ରାୟିଯୋଗୀ ପରୀକ୍ଷା ରେ ଉତିର୍ଣ୍ଣ ହେବେ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ନୂଆ ଅବସର ମିଳିବାର ଯୋଗ ରହିଛି । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

କନ୍ୟା ରାଶି : ଆଜି ଆପଣଙ୍କର ଅଣଦେଖା କାରଣରୁ ଆପଣ ଭଲ ଅବସର ହରାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ମାନସିକ ଓ ଶାରୀରିକ ରୂପରେ ଅପାନ ସୁସ୍ଥ ରହିବେ । ପରିବାର ତଥା ମିତ୍ର ମାନଙ୍କ ସହଯୋଗ ଆପଣ ପାଇବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ ।

ତୁଳା ରାଶି : ଆଜି ଆପଣଙ୍କର ଦିନ ଟି ଭଲ ରହିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ପୁରୁଣା ଜିନିଷ ପାଇ ଆପଣ ଖୁସିରେ ରହିବେ । ଆପଣଙ୍କର ଶାରୀରିକ ଓ ମାନସିକ ସ୍ତର ରେ ଭଲ ରହିବ । ସମାଜରେ ଖ୍ଯାତି ଓ ଯଶ ବୃଦ୍ଧି ପାଇବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

ବିଛା ରାଶି : ଆଜି ଆପଣ ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ଯ କରି ନିଜକୁ ଧନ୍ୟ ମନେ କରିବେ । ସମଯରେ ଆପଣଙ୍କର ପ୍ରଶଂସା ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ଦାୟିତ୍ଵ ପାଇବେ । ଘର ପରିବାରରେ ସୁଖଦ ବାତାବରଣ ରହିବ । ନୂଆ କାମ ଆରମ୍ଭ କରିବା ପାଇଁ ଆପଣ ଚିନ୍ତା କରିବେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କର ସମୟ ଭଲ ରହିବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ ।

ଧନୁ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଆୟ ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ବେପାର କ୍ଷେତ୍ର ରେ ନିବେଶ କରିବାର ଅବସର ପାଇବେ । ଆପଣ ଖାସ ବ୍ୟକ୍ତି ଙ୍କ ସହ ଭେଟ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ କରିବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଦୀର୍ଘ ଦିନରୁ ଆପଣ ଯେଉଁ ସମସ୍ଯା ଘେରରେ ରହିଥିଲେ ତାହା ଦୂର ହେବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ସମୟ ଅନୁକୂଳ ରହିବ ।

ମକର ରାଶି : ଆଜି ଆପଣ କୌଣସି ଦିଗରୁ ଶୁଭ ସମ୍ବାଦ ଶୁଣିବାର ସୁଯୋଗ ପାଇବେ । ପୁରୁଣା ମିତ୍ର ମାନଙ୍କ ସହ ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ମାତା ପିତାଙ୍କ ସହଯୋଗ ପାଇବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ରେ ଆପଣ ଯୋଗ ଦେବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆଜି ଆପଣଙ୍କର ସବୁ ଚିନ୍ତା ଦୂର ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନ କୁ ଯାତ୍ରା କରବେ । ସମାଜରେ ଖ୍ଯାତି ବୃଦ୍ଧି ହେବ । କୌଣସି ଦିଗରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବା ଦେଖି ଆପଣ ଖୁସି ହେବେ । ଆୟ ରେ ବୃଦ୍ଧି ହେବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନକୁ ନୂଆ ଚାକିରି ମିଳିପାରେ । ବନ୍ଧୁ ମାନଙ୍କ ଠାରୁ ଆପଣ ସାହାଜ୍ଯ ପାଇବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ଆଜି ଆପଣଙ୍କ ଜୀବନରେ ଧନ ଆଗମନର ଯୋଗ ରହିଛି । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ପାଇବା ସହ ବେତନରେ ବୃଦ୍ଧି ହୋଇପାରେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଉତ୍ତମ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ଅପାଇବେ । ଯାହା ଆପଣଙ୍କର କ୍ଯାରିୟର ପାଇଁ ଲାଭବାନ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।