ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
1- ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅବସ୍ଥିତ ?
ଉ: ନେପାଳରେ ।
2- କେଉଁ ପଶୁକୁ ସବୁ ଜିନିଷ ଦ୍ଵିଗୁଣା ଦେଖା ଯାଇଥାଏ ?
ଉ: ହାତୀ କୁ ।
3- ବିଶ୍ଵ ର ପ୍ରଥମ ନୋଟ କେଉଁ ଦେଶରେ ତିଆରି ହୋଇଥିଲା ?
ଉ: ଚୀନ ।
4- ଭାରତରେ ଆଧାରକାର୍ଡ ର ବୈଧତା କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ?
ଉ: ଆଜୀବନ ।
5- ଭାରତରେ ସବୁଠୁ ଅଧିକ କେଉଁ ଫସଲ ଚାଷ କରାଯାଏ ?
ଉ: ଚାଉଳ ।
6- ସୌରମଣ୍ଡଳ ରେ ଥିବା ଗ୍ରହଙ୍କ ମଧ୍ୟରୁ କେଉଁ ଗ୍ରହ ସବୁଠୁ ଗରମ ଅଟେ ?
ଉ: ଶୁକ୍ର ଗ୍ରହ ।
7- କେଉଁ ନଦୀ ବୃଦ୍ଧ ଗଙ୍ଗା ନାମରେ ଜଣାଶୁଣା ?
ଉ: ଗୋଦାବରୀ ।
8- କଳା ପତାକା କାହାର ପ୍ରତୀକ ବୋଲି ମାନାଯାଏ ?
ଉ: ବିରୋଧ ର ପ୍ରତୀକ ।
9- ପୃଥିବୀ ଦିବସ କେବେ ପାଳନ କରାଯାଏ ?
ଉ: 22 ଏପ୍ରିଲ ।
10- କେଉଁ ସହରକୁ ରାଜସ୍ଥାନ ର ହୃଦୟ କୁହାଯାଏ ?
ଉ: ଆଜମେର ।
11- କମ୍ପ୍ୟୁଟର ର ସବୁଠୁ ମହତ୍ବପୂର୍ଣ୍ଣ ପାର୍ଟ କେଉଁଟି ?
ଉ: CPU ଯାହାକୁ କମ୍ପ୍ୟୁଟର ର ବ୍ରେନ କୁହାଯାଏ ।
12- କେଉଁ ରାଜ୍ୟ ସବୁଠୁ ଅଧିକ କାଜୁ ଉତ୍ପାଦନ କରେ ?
ଉ: କେରଳ ।
13- ଭାରତର କେଉଁ ରାଜ୍ୟରେ ଗହମ ଚାଷ କରାଯାଏ ନାହିଁ ?
ଉ: ତାମିଲନାଡୁ ।
14- କେଉଁ ସହରକୁ ସ୍ଵପ୍ନ ର ସହର ବୋଲି କୁହାଯାଏ ?
ଉ: ମୁମ୍ବାଇ ।
15- କେଉଁ ଜୀବ ର କାନ ନଥାଏ ?
ଉ: ପିମ୍ପୁଡି ।
16- ମହାରଣା ପ୍ରତାପଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
ଉ: କୁମ୍ଭଲଗଡ ରେ ।
17- କେଉଁ ଦେଶରେ ସବୁଠୁ ଅଧିକ ଆଳୁ ଚାଷ ହୋଇଥାଏ ?
ଉ: ଋଷ ଦେଶରେ ।
18- ବିଶ୍ବରେ କେଉଁ ଦେଶ ପାଖରେ ଅବୁଠୁ ଅଧିକ ପାଣି ରହିଛି ?
ଉ: ବ୍ରାଜିଲ ।
19- କେଉଁ ଗ୍ରହକୁ ପୃଥିବୀର ଜାଆଁଳା ଭଉଣୀ ବୋଲି କୁହାଯାଏ ?
ଉ: ଶୁକ୍ର ଗ୍ରହ ।
20- ଖାଦ୍ଯ ଖାଇବାପରେ କଣ ଖାଇଲେ ମଣିଷ ର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ?
ଉ: ସେଓ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।