କେଉଁ ସ୍ତ୍ରୀ ପାଇଁ ସ୍ଵାମୀ ହୋଇଥାଏ ଧନବାନ, ଏହା ସହିତ ପଢନ୍ତୁ 20 + Anuchinta

ଯେଉଁ ମହିଳା ମାନଙ୍କର କଣ୍ଠ କୋମଲ ଓ କଥାବାର୍ତା ଧୀର ହୋଇଥାଏ ସେମାନେ ଅତିଅନ୍ତ ଭାଗ୍ୟଶାଳି ମହିଳା ଅଟନ୍ତି । ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନିଶୀଳ।, ବୁଦ୍ଧିମାନ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀସ୍ଵରୂପ ଅଟନ୍ତି । ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦର ପୂର୍ବକ ସତ୍କାର କରଣିତ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ  ହୁଅନ୍ତି ।

ଯେଉଁ ମହିଳାମାନେ ସକାଳ ଓ ସନ୍ଧ୍ୟାରେ ଘରେ ଦେବୀ ଓ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜାକରନ୍ତି ସେମାନେ ଭାଗ୍ୟବତି ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କର ଗାଲ ଗୋଲ, ସୁନ୍ଦର ଓ ସିର ଦେଖାଯାଏ ନାହିଁ ସେମାନେ ଦଇବି ଗୁଣଯୁକ୍ତ ମହିଳା ଅଟନ୍ତି ।

ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି, ସୁନ୍ଦର ଓ ମାଂସାଳ ତେବେ ସେମାନେ ସୋଭାଗ୍ୟ ଶାଳି ମହିଳା ଅଟନ୍ତି ।

ଯେଉଁ ମହିଳାଙ୍କ ବେକ ଚାରି ଅଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ମହିଳା ଅଟନ୍ତି ।

ଯେଉଁ ମହିଳାଙ୍କ ବେକରେ ଘାନ୍ତିକା ଉଚ୍ଚା ହୋଇଥାଏ ସେମାନେ ଶୋଭାଗ୍ୟ ଶାଳି ମହିଳା ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କର ବେକରେ ତିନୋଟି ରେଖା ପଡିଥାଏ ସେମାନଙ୍କ ସ୍ଵାମୀ ଏଈଶୋର୍ଜ୍ୟ ବାନ ହୋଇଥାନ୍ତି ।

ଯେଉଁ ମହିଳା ନାକର ଅଗ୍ର ଭାଗରେ ଅଳ୍ପ ଲମ୍ବା ଥାଏ ସେମାନଙ୍କୁ ବହୁତ ସୁଖ ଓ ସୋଭାଗ୍ୟ ପ୍ରାପ୍ତ ହୋଇଥାଏ ।

ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କ ମୂହ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି ।

ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୋଭାଗ୍ୟ ଶାଳି ମହିଳା ଅଟନ୍ତି ।

ଯେଉଁ ମହିଳା ମାନଙ୍କର ପାଟିର ଉପରେ ସୋଲଟି ଏବଂ ତଳେ ସୋଲଟି ଦାନ୍ତ କ୍ଷୀର ପରି ସଫାଥାଏ ସେ ସ୍ଵାମୀର ପ୍ରିୟ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ଜିଭ ପତଳା, ଲାଲ ଏବଂ କୋମଲ ହୋଇଥାଏ ସେମାନଙ୍କୁ ଉତ୍ତମ ଭଲ ସ୍ଵାମୀ ଏବଂ ଶୋଭାଗ୍ୟ ମିଳିଥାଏ ।

ଯେଉଁ ମହିଳାମାନେ ହସିବ ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ ସେ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟ ଶାଳି ହୋଇଥାନ୍ତି ।

ଯେଉଁ ମହିଳା ମାଙ୍କର ଆଖି ଡୋଳା କଳା ହରିଣୀ ପରି ଓ ଆଖି ପତା ଛୋଟ କଳା ଚୁଟି ଥାଏ ସେମାନ ବହୁତ ଶୁଭ ହୋଇଥାନ୍ତି ।

ଯେଉଁ ମହିଳାମାଙ୍କର ହାତ କୋମଲ, ଲୋମ ନଥାଏ, କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖରେ ରୁହନ୍ତି ।

ଯେଉଁ ମହିଳାଙ୍କ ବାମ ହାତରେ, ବେକରେ, ଗାଳରେ ଅଠାରେ ଓ କାନରେ ତିଳଚିହ୍ନ ଥାଏ ସେମାନରେ ସୁଖ ଭୋଗ କରିଥାନ୍ତି ।

ଯେଉଁ ମହିଳାଙ୍କ ହାତ ପାପୁଲି କୋମଲ ଏବଂ ହାତ ପଦ୍ମ, ପତାକା, ମାଛ, ଓ ଶଙ୍ଖ ଚିହ୍ନଥାଏ ସେମାଙ୍କର ସ୍ଵାମୀ ଧନବାନ ବ୍ୟକ୍ତି ଅଟନ୍ତି ।

ଯେଉଁ ମହିଳା ପାଦର ଆଙ୍ଗୁଠି ଗୁଡାକ ଲାଗି କରିଥାଏ ଏବଂ କୋମଲ ହୋଇଥାଏ ସେ ବହୁତ ସୋଭାଗ୍ୟ ଶାଳି ଅଟନ୍ତି ।

ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଫାଙ୍କ ଥିଲେ ସେମାନେ ଧନ ସଞ୍ଚୟ କରିପାରି ନଥାନ୍ତି ।

ଯେଉଁ ମହିଳା ପାଦର କାଣୀ ଆଙ୍ଗୁଠି ଭୂମିରେ ସ୍ପର୍ଶ କରେ ନାହିଁ ସେମାନେ ସମୟ ଅନୁସାରେ ନିଜକୁ ବଦଳାଇ ଦିଅନ୍ତି ।

ମହିଳା ମାନେ ନିଜର ସମସ୍ତ ଅଳଙ୍କାର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ ।

ମହିଳା ମାନେ ଯଦି କିଛି ଧଳା ରଙ୍ଗର ଜିନିଷ କାହାକୁ ଦାନ କରନ୍ତି ତେବେ ଘରେ କେବେ ଧନର ଅଭାବ ରହିବା ନାହିଁ ।

ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡୁ ମାରିଲେ ଧନ ବୃଦ୍ଧି ହୋଇଥାଏ । ଏବଂ ସୂର୍ଯ୍ୟ ଅସ୍ଥପରେ କେବେ ଝାଡୁ ମାରନ୍ତି ନାହିଁ ତାଙ୍କର ମଧ୍ୟ ଧନ ବୃଦ୍ଧି ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।