କଣ ରାତି 3 ଟା ରୁ 5 ଟା ଭିତରେ ଦେଖୁଥିବା ସ୍ଵପ୍ନ ହୋଇଥାଏ ସତ ? ଜାଣନ୍ତୁ ଆପଣ ଦେଖୁଥିବା ବିଭିନ୍ନ ସ୍ଵପ୍ନର ରହସ୍ୟ- Swapna Shastra

ସାଧାରଣ ଭାବରେ ଶୋଇଥିବା ବେଳେ ସ୍ୱପ୍ନ ଦେଖିଥାନ୍ତି । ଆମର ଦୁଇଟି ମନ ଥାଏ ଗୋଟିଏ ସୁପ୍ତ ମନ ଓ ଗୋଟିଏ  ଜାଗ୍ରତ ମନ । ସପ୍ତ ମନ ଆମେ ସୋଇଥିବା ବେଳେ ଆମ ମନ ଜାଗ୍ରତ ହୋଇ ରହିଥାଏ ଓ ଜାଗ୍ରତ ମନ , ଆମେ ଗଗିଥିବା ବେଳେ ଆମ ମନ ଯାହା ଚିନ୍ତା କରିଥାଏ ତାକୁ ଜାଗ୍ରତ ମନ କୁହାଯାଏ ଓ ଆମେ ଶୋଇଥିବା ବେଳେ ତାହା ବିଷୟରେ ଭାବି ଥାଉ । କିନ୍ତୁ ସୁପ୍ତ ମନରେ ଆମେ ଆମ ଜୀବନରେ ଭବିଷ୍ୟତରେ କଣ ହେବ ଭାବି ଥାଉ ଓ ତମକୁ ଶୋଇବାବେଳେ ସ୍ୱପ୍ନ ରେ ଦେଖିଥାଉ ।

ତେବେ ଆସନ୍ତୁ ଜାଣିବା ଆମେ ସ୍ୱପ୍ନରେ ଦେଖିଥିବା କିଛି ଘଟଣା ବିଷୟରେ ଓ ଏହି ସ୍ୱପ୍ନ ଦେଖିଲେ ଆମର ଜୀବନରେ କଣ ହୋଇଥାଏ । ଆମେ ସ୍ୱପ୍ନ ରେ କୌଣସି ନଦୀ ବୋହି ଯାଉଥିବାର ଦେଖୁ ତେବେ ଆମ ଜୀବନରେ ସବୁ ସୁରୁଖୁରୁ ରେ ଖୁସିରେ ବିତିବ ।

ସ୍ୱପ୍ନରେ ବନ୍ୟା ଦେଖନ୍ତି ତେବେ ବହୁତ ଅଶୁଭ ହୋଇଥାଏ ଜୀବନ ରେ କିଛି କ୍ଷତି ହେବାର ସମ୍ଭାବନା ଅଛି । ଆମେ ସ୍ୱପ୍ନରେ ସମୁଦ୍ରକୁ ଦେଖିଲେ ଅଯଶର ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ସମୁଦ୍ରରେ ଲହଡି ମାରିବା ଭଳି ଆମ ଜୀବନରେ ଖୁସିର ଲହଡି ଖେଳି ଯାଏ । ଆମେ ବ୍ରାମହ ମୁହୂର୍ତ ଅର୍ଥା ଭୋର ୩ ଟାରୁ ୫ ମଧ୍ୟରେ ଦେଖିଥିବା ସ୍ୱପ୍ନ ସତ ହୋଇଥାଏ । ଯଦି କିଛି ଶୁଭ ସ୍ୱପ୍ନ ଦେଖୁଛନ୍ତି ତେବେ କାହାକୁ କହିବା ଉଚିତ ନୁହେଁ ନଚେତ ଏହା କୌଣସି ଫଳ ଦେଇ ନଥାଏ ।

ଖରାପ ସ୍ୱପ୍ନ ଦେଖିଲେ ତାହାକୁ ଯେତେ ସମ୍ଭବ କହି ଦିଅନ୍ତୁ କାହିଁକି ନା ଏହା କୁ କହି ଦେଲେ ଏହାର ପ୍ରଭାବ କମିଯାଏ । ଆପଣ ଯଦି ଭଲ ସ୍ୱପ୍ନ ଦେଖୁଛନ୍ତି ତେବେ ସାଙ୍ଗେ ସାଙ୍ଗେ ଉଠି ପଡନ୍ତୁ କିଛି ସମୟ ସେହି ସ୍ୱପ୍ନ ବିଷୟରେ ଭାନ୍ତୁ । ଏହା ନିଶ୍ଚିତ ଫଳବତୀ ହେବ । ଖରାପ ସ୍ୱପ୍ନ ଦେଖିଲେ କାହାକୁ କହିଦେଇ ପୁଣି ଶୋଇପଡନ୍ତୁ ଯାହା ଫଳରେ ଏହାର ପ୍ରଭାବ କମ ହୋଇଥାଏ । ଯଦି ଆପଣ କ୍ରମାଗତ ଭାବେ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ ଶିବଙ୍କ ମସ୍ତକରେ ମନ୍ଦିରକୁ ଯାଇ ବେଲ ପତ୍ର ଚଢାନ୍ତୁ ।

ଦେଖିବେ ଏହା ବନ୍ଦ ହୋଇଯିବ । ଯଦି ଆପଣ ଭୂତ ,ପ୍ରେତ , ଶତ୍ରୁ ର କୌଣସି ସ୍ୱପ୍ନ ଦେଖୁଛନ୍ତି ତେବେ ଉଠି ପଡ଼ି ହନୁମାନ ଚାଲିସା ପାଠ କରନ୍ତୁ । ଏହା ଫଳବତୀ ହେବ ନାହିଁ । ଯଦି ଆପଣ ରାତି ୧୨ଟା ବିତରେ ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର କୌଣସି ପ୍ରଭାବ ପଡେ ନାହିଁ । ଦିବା ସ୍ୱପ୍ନରେ କୌଣସି ଫଳବତୀ ହୁଏ ନାହିଁ । ଆପଣ ସ୍ୱପ୍ନରେ କଁ ଦେଖିଲେ କଣ ପ୍ରଭାବ ହୋଇଥାଏ ଜାଣିବା । ସ୍ୱପ୍ନରେ ତ୍ରିଶୁଳ ଦେଖିଲେ ଶତ୍ରୁଙ୍କଠାରୁ ମୁକ୍ତି ମିଳି ଥାଏ । ଧନୁତିର ଦେଖିଲେ ଆପଣ ଆପଣଙ୍କ ଲକ୍ଷ ପାଠରେ ଆଗେଇବେ ।

ଶିବଙ୍କୁ ଦେଖିଲେ ବିପତ୍ତି ନାଶ ହୋଇଥାଏ । କୌଣସି ସମ୍ପର୍କୀୟଙ୍କୁ ଦେଖିଲେ ସମ୍ପର୍କ ରେ ବୃଦ୍ଧି ହୋଇଥାଏ , ନୂଆ ଚାକିରୀ ମିଳିଥାଏ , ବିବାହ ହୋଇପାରେ , ବ୍ୟବସାୟରେ ବୃଦ୍ଧି ହୋଇପାରେ । କୌଣସି ଦମ୍ପତିକୁ ଦେଖିଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ବୃଦ୍ଧି ହୋଇଥାଏ । ଶତ୍ରୁକୁ ଦେଖିଲେ ଧନ ପ୍ରାପ୍ତି ହୋଇଥାଏ । ମନ୍ଦିର ଦେଖିଲେ ଦାନ ଧର୍ମ କାର୍ଯ୍ୟ ରେ ମନ ଲାଗିବ । ନାଚ ଗୀତ ଦେଖିଲେ ଅଶୁଭ ସମାଚାର ମିଳିଥାଏ । ନେଉଳ ଦେଖିଲେ ଶତ୍ରୁ ଭଞ ରୁ ମୁକ୍ତି ମିଳିଥାଏ ।

ଭିକାରୀ ଦେଖିଲେ ଶୁଭ ହୋଇଥାଏ । ନିଜର ମୁତୁୟୁ ଦେଖିଲେ ରୋଗରୁ ମୁକ୍ତି ମିଳିଥାଏ । ଟଙ୍କା ,ପଇସା ସୁନା ଦେଖିଲେ ଆପଣଙ୍କୁ କୌଣସି ଜାଗାରୁ ଧନ ସମ୍ପତ୍ତି ମିଳିପାରେ । ଆଶାକରୁଛୁ ଆମର ଏହି ପୋସ୍ଟ ଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।