ଗୋଟିଏ ହିଁ ଶବ୍ଦ ଆସିବ, ଗୋଟିଏ ଶାମ୍ପୁର ନାମ, ଗୋଟିଏ ପର୍ବତର ନାମ, ଗୋଟିଏ ଗ୍ରାମର ନାମ, ଗୋଟିଏ ହିରୋର ନାମ ଏହା ସହ ଆହୁରି 20+ GK Question ଓ Answer

ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

୧ – ଦୁନିଆର ସବୁଠୁ ଛୋଟ ଫୁଲର ନାମ କଣ ?

ଉତ୍ତର – ବୋଲଫିୟା

୨ – କେଶର ସବୁଠୁ ଅଧିକ ଉତ୍ପାଦନ କେଉଁଠାରେ ହୁଏ ?

ଉତ୍ତର – ଜମ୍ମୁ କାଶ୍ମୀର

୩ – କାଂଚନାଜଙ୍ଗା ରାଷ୍ଟ୍ରୀୟ ପାର୍କ କେଉଁଠାରେ ଅବସ୍ଥିତ ?

ଉତ୍ତର – ଶିକ୍କିମ

୪ – ବାୟୁଜାନ ଟାୟାରରେ କେଉଁ ଗ୍ୟାସ ଭରା ଯାଏ ?

ଉତ୍ତର – ହିଲିୟମ ଗ୍ୟାସ

୫ – ଭୋର ସମୟରେ ଦେଖାଯାଉଥିବା ଗ୍ରହ ର  ନାମ କଣ ?

ଉତ୍ତର – ଶୁକ୍ର ଗ୍ରହ

୬ – କେଉଁ ସାଗର ରେ ଗୋଟିଏ ବି ମାଛ ଦେଖାଯାନ୍ତି ନାହିଁ ?

ଉତ୍ତର – ମୃତ ସାଗର

୭ – ଭାରତର ସବୁଠୁ ପବିତ୍ର ଗଛ କାହାକୁ କୁହା ଯାଏ ?

ଉତ୍ତର – ଓସ୍ତ ଗଛ କୁ

୮ – ଖାଇବାର କେଉଁ ଜିନିଷ ଖରାପ ହୁଏ ନାହିଁ ?

ଉତ୍ତର – ମହୁ

୯ – ବର୍ଷ ର ସବୁଠୁ ବଡ଼ ଦିନ କେବେ ଆସେ ?

ଉତ୍ତର – ୨୧ ଜୁନ

୧୦ – ପଲାସୀ ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର – ୧୭୫୭ ରେ

୧୧ – କେଉଁ ଦେଶର ଲୋକ ମାନେ ହଳଦିଆ ଦେଖା ଯାଆନ୍ତି ?

ଉତ୍ତର – ଚୀନ

୧୨ – ବିହାରର ପୁରୁଣା ନାମ କଣ ଥିଲା ?

ଉତ୍ତର -ମଗଧ

୧୩ – ସାପର ଦେଶ କାହାକୁ କୁହା ଯାଏ ?

ଉତ୍ତର – ବ୍ରାଜିଲ

୧୪ – ମନୁଷ୍ୟର ଲୁହ ରେ କଣ ଥାଏ ?

ଉତ୍ତର – ସୋଡିୟମ କ୍ଲୋରାଇଡ଼

୧୫ – ଲେଣ୍ଡ ଅଫ କଙ୍ଗାରୁ କାହାକୁ କୁହାଯାଏ ?

ଉତ୍ତର – ଅଷ୍ଟ୍ରେଲିୟା

୧୬ – ବିଶ୍ୱର ଅର୍ଣ୍ଣ ଭଣ୍ଡାର କାହାକୁ କୁହାଯାଏ ?

ଉତ୍ତର – ୟୁକ୍ରେନକୁ

୧୭ – ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?

ଉତ୍ତର – ମୋରୀଶସ

୧୮ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର – ଜବାହରଲାଲ ନେହେରୁ

୧୯ – ସୁନେଲି କ୍ରାନ୍ତି କାହା ସହ ସମ୍ବନ୍ଧ ଅଟେ ?

ଉତ୍ତର – ଫଳ ଉତ୍ପାଦନ

୨୦ – ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୨୨ ଏପ୍ରିଲ

୨୧ – ଭାରତୀୟ ନୌସେନାର ସ୍ଥାପନା କେଉଁଠାରେ ହୋଇଥିଲା ?

ଉତ୍ତର – କୋଚିନ

୨୨ – ବିଶ୍ୱର ସବୁଠୁ ବଡ଼ ଦେଶ କାହାକୁ କୁହାଯାଏ ?

ଉତ୍ତର – ରୁଷ

୨୩ – ଇଣ୍ଟରନେଟକୁ ହିନ୍ଦୀ ରେ କଣ କହନ୍ତି ?

ଉତ୍ତର – ଅନ୍ତରଜାଲ

୨୪ – କେଉଁ ଦେଶରେ ସବୁଠୁ କମ ବିଦ୍ୟାଳୟ ଅଛି ?

ଉତ୍ତର – ବେଟିକାନ ସିଟି

୨୫ – ଭାରତର ସବୁଠୁ ଉଚା ମିନାର କାହାକୁ କୁହାଯାଏ ?

ଉତ୍ତର – କୁତ୍ତବ ମିନାର

୨୬ – ଆମେରିକାର ଆଧାର କାର୍ଡ କୁ କଣ କୁହାଯାଏ ?

ଉତ୍ତର – ଗ୍ରୀନ କାର୍ଡ

୨୭ – କେଉଁ ଦେଶରେ ଗୋଟିଏ ବି ମଶା ନାହିଁ ?

ଉତ୍ତର – ଆଇସ ଲାଣ୍ଡ

୨୮ – ଗୋଟିଏ ଶବ୍ଦ ରେ ଆସିବ
ଗୋଟିଏ ଶାମ୍ପୁ ର ନାମ
ଗୋଟିଏ ପର୍ବତ ର ନାମ
ଗୋଟିଏ ଗ୍ରାମର ନାମ
ଗୋଟିଏ ହିରୋ ର ନାମ

ଉତ୍ତର – ହିମାଳୟ

୨୯ – ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?

ଉତ୍ତର – ଗୌତମ ବୁଧ