ଡିଲିଟ ହେବା ପୂର୍ବରୁ ଦେଖି ନିଅନ୍ତୁ Ranbeer ସିଂ ଙ୍କ କଳା କାରନାମା

ବଲିଉଡ ର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ NCB ର ନଜରରେ ରହିଛନ୍ଟି ସେପଟେ ତାଙ୍କ ସ୍ବାମୀ ରଣବୀର ସିଂ ମଧ୍ୟ କଣ୍ଟ୍ରୋଭର୍ସି ର ଶିକାର ହୋଇଛନ୍ତି । ଦୀପିକା ଙ୍କ ଡ୍ରଗ ମାମଲା ପରେ ବି ଟାଉନ ରେ ଯେଉଁ କଥା ଆଗରୁ ହୋଇଥିଲା ତାହା ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ରଣବୀର ସିଂ ଙ୍କୁ ନେଇ ବହୁତ କିଛି ସାମ୍ନାକୁ ଆସିବାକୁ ଲାଗିଛି । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଜିନିଷ ସବୁ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣିବା ।

ବଲିଉଡ ରେ ଆସିବା ପାଇଁ ରଣବୀର ସିଂ ବହୁତ ଷ୍ଟ୍ରଗଲ କରିଛନ୍ତି କିନ୍ତୁ ସେ ଏଥି ପାଇଁ କମ୍ପର୍ମାଇଜ ମଧ୍ୟ କରିଛନ୍ତି । ନିଜ ପ୍ରଥମ ଫିଲ୍ମ ରେ ହିଁ ରଣବୀର ସିଂ କାଷ୍ଟିଂ କାଉଚ ର ଶିକାର ହୋଇଥିଲେ । ରଣବୀର ସିଂ ନିଜେ ଏହି ବିଷୟରେ ଗୋଟେ ଇନ୍ଟରଭିୟୁ ରେ କହିଥିଲେ । କିନ୍ତୁ ଏହା ସବୁବେଳେ ଶୁଣିବାକୁ ମିଳିଥାଏ କି ରଣବୀର ସିଂ କରନ ଜୋହର ଙ୍କୁ ଫିଜିକାଲି ଖୁସି କରାନ୍ତି ବୋଲି ।

ରଣବୀର ସିଂ ଫ୍ୟାନ୍ଟାସି ମ୍ୟାଗାଜିନ ପଢ଼ିବା ବହୁତ ପସନ୍ଦ କରନ୍ତି । ଯେତେବେଳେ ସେ ଅନ୍ୟ ଦେଶକୁ ବୁଲିବାକୁ ଯାଇଥାନ୍ତି ସେତେବେଳେ ସେ ଏପରି ମାଗାଜିନ ଆଣିଥାନ୍ତି । ରଣବୀର ସିଂ ନିଜେ ସ୍ବୀକାର କରିଛନ୍ତି କି ୧୬ ବର୍ଷ ବୟସରୁ ହିଁ ସେ ନିଜର ଭିର୍ଜିନିଟି ହରାଇଥିଲେ । ୨୬ ବର୍ଷ ବୟସ ପର୍ଯ୍ୟନ୍ତ ସେ ବହୁତ ଝିଅ ଙ୍କୁ ଡେଟ କରିଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥିଲେ ।

ରଣବୀର କହିଚନ୍ତି କି ତାଙ୍କ ଜନ୍ମଦିନରେ କେହି ତାଙ୍କୁ ଗିଫ୍ଟ ବା ଫୁଲ ଦେଇ ଖୁସି କରେଇପାରିବ ନାହିଁ ବରଂ ତାଙ୍କୁ ଫ୍ୟାନ୍ଟାସି ମ୍ୟାଗାଜିନ ଦେଲେ ସେ ବହୁତ ଖୁସି ହେବେ । ରଣବୀର ସିଂ ନିଜ ମସ୍ତି ପାଇଁ ବିଦେଶ ଯାଇଥାନ୍ତି । ରଣବୀର ସିଂ ନିଶା କରନ୍ତି । ଦୀପିକା ଏବଂ ରଣବୀର ମିଶି କି ମୁମ୍ବାଇରେ ଡ୍ରଗ୍ସ ପାର୍ଟି ମଧ୍ୟ ରଖିଥିଲେ । ଯେଉଁଠାରେ ଡ୍ରଗ ର ସେବନ କରାଯାଉଥିଲା ଏବଂ ରଣବୀର ସିଂ ବହୁତ ଥର ଡ୍ରଗ ନେବାର ଖବର ମିଳିଛି ।

ରଣବୀର ସିଂ କଣ୍ଡମ ର ଆଡ କରୁଥିଲେ । ଏହି ଆଡ ଦେଖିବା ପରେ ଲୋକମାନେ ଏହାକୁ ବ୍ୟନ କରିବାକୁ ଦାବି କରିଥିଲେ । ରଣବୀର ସିଂ କହିଥିଲେ କି ସେ ତାଙ୍କ ସ୍କୁଲ ସମୟରେ ମଧ୍ୟ ନିଜ ପକେଟରେ କଣ୍ଡମ ନେଇ ବୁଲୁଥିଲେ । ଏହି କଥାକୁ ନେଇ ସେତେବେଳେ ଲୋକ ମାନେ ବହୁତ ହଙ୍ଗାମା କରିଥିଲେ । ରଣବୀର ବଲିଉଡ ର ବହୁତ ଅଭିନେତ୍ରୀ ଙ୍କୁ ମଧ୍ୟ ଡେଟ କରିଥିଲେ । କିନ୍ତୁ ବଜିରାଓ ମସ୍ତାନି ଫିଲ୍ମ୍ ରୁ ତାଙ୍କର ଦୀପିକା ଙ୍କ ସହିତ ସମ୍ପର୍କ ବଢିଥିଲା ଆଊ ଦୀପିକା ଙ୍କୁ ବିବାହ କରିଥିଲେ ।

ରଣବୀର ସିଂ ସୋନମ କପୁର ଙ୍କ ସମ୍ପର୍କୀୟ ଭାଇ ଅଟନ୍ତି । ନିଜର ପରିଚୟ ସୃଷ୍ଟି କରିବା ପାଇଁ ସେ ଅନିଲ କପୁର ଙ୍କ ସାହାଯ୍ୟ ନେଇଥିଲେ । ଏହି ଖବର ଯେତେବେଳେ ରଣବୀର ସିଂ ଙ୍କ ଫ୍ୟାନ ଙ୍କୁ ଜଣା ପଡିଲା ସେତେବେଳେ ଫ୍ୟାନ ରଣବୀର ଙ୍କୁ ବହୁତ ଟ୍ରଲ କରିଥିଲେ ଏବଂ ତାଙ୍କୁ ବହୁତ କିଛି କହିଥିଲେ, ଏବେ ରଣବୀର ସିଂ ବହୁତ ଟ୍ରୋଲ ହେଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।