କେଉଁ ସମୟରେ କଣ କରିବେ ଓ କଣ କରିବେ ନାହିଁ ? ନିଶ୍ଚୟ ଜାଣି ରଖନ୍ତୁ ଶାସ୍ତ୍ର ଲିଖିତ ଏହି ଖାସ୍ ଅନୁଚିନ୍ତା (20+ ଅନୁଚିନ୍ତା)

ଦର୍ଶକ ବନ୍ଧୁ ଆମ ଜୀବନକୁ ସରଳ ସରସ କରିବା ପାଇଁ କିଛି ଶାସ୍ତ୍ରରେ ବର୍ଣ୍ଣିତ କଥା କୁହାଯାଇଛି । ଯାହାର ପାଳନ କରିଲେ ମଣିଷ ଜୀବନ ସୁଖମୟ ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ଛୋଟ ଛୋଟ ଅନୁଚିନ୍ତା ମାନ ନେଇକରି ଆସିଛୁ ଯାହାର ପାଳନ କରିଲେ ଆପଣଙ୍କ ଜୀବନରେ ନିଶ୍ଚୟ ସଫଳତା ମିଳିବ । ତେବେ କେଉଁ ସମୟରେ କଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ଗୋଷ୍ଠୀଗତ ରାଜନୀତି ରେ ଭାଗ ନେଇ ସେଥିରେ ସମାଲୋଚନା କରିବା ଠିକ ନୁହେଁ । ରାଜନୈତିକ ସମାଲୋଚନା ରୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ ।

୨- ଯଦି ଦୁଇ ଜଣ ଝଗଡା କରୁଛନ୍ତି ତେବେ ଭୁଲରେ ବି ଜଣଙ୍କର ପକ୍ଷ ନେବେ ନାହି । ଅନ୍ତରଙ୍ଗ ବନ୍ଧୁ ଠାରୁ କେବେ ରୁଣ ଆଣିବେ ନାହି କି ତାଙ୍କୁ କେବେ ରୁଣ ଦେବେ ନାହି ।

୩- କୌଣସି ଲୋକଙ୍କୁ ନିଜର ସତ୍ୟ ର ପରିଚୟ ଦେବେ ନାହି । ପ୍ରଖର ସ୍ରୋତ ନଦୀ ରେ କେବେ ବି ସନ୍ତରଣ କରିବେ ନାହି । କେବେ ବି ଭୁଲରେ ନିଜର ସ୍ତ୍ରୀ,ପୁତ୍ର ଓ କନ୍ୟା ଙ୍କୁ କଟୁ କଥା କହିବେ ନାହି ।

୪- ବିନା କାରଣରେ ଆ ଅନୁମତି ନ ନେଇ କାହାରି ରୁମରେ ପ୍ରବେଶ କରିବେ ନାହି । ଏକାକୀ କେବେ ବି ଦୂର ବାଟକୁ ଯିବେ ନାହି । ପିତା ମାତା ପୁତ୍ର କୁ ଉଚିତ ଶିକ୍ଷା ନ ଦେଲେ ସେ ଭବିଷ୍ୟତରେ ଦରିଦ୍ର ହୋଇଥାଏ ।

୫- ଯେଉଁ ବ୍ୟକ୍ତି ସବୁ କିଛି ସହିପାରେ ସେ ଭବିଷ୍ୟତରେ ବଡ ହୋଇଥାଏ । ଯିଏ ନାମର ହୋଇଥାଏ ତାର ଜୀବନ ଧନ୍ୟ ହୋଇଥାଏ । ଯିଏ ଅନ୍ୟ ର ଅନିଷ୍ଟ ଚିନ୍ତା କରିଥାଏ ତାର ହିଁ ଅନିଷ୍ଟ ହୋଇଥାଏ ।

୬- ଅଳ୍ପ ଶିକ୍ଷା କରି ଯାହାର ଭାବନା ଅଧିକ ସେ ପ୍ରକୃତ ଜ୍ଞାନୀ ଅଟେ । ଯିଏ ବେସୀ କଥା କହି ବାହାଦୁରି ଦେଖାଏ ସେ ତା ଜୀବନରେ କେବେ ବି କିଛି କରିପାରେ ନାହି ।

୭- ଚତୁର ବଳବନ୍ତ ବ୍ୟକ୍ତି ଓ ପଶୁକୁ କେବେ ବି ବିଶ୍ଵାସ କରିବେ ନାହି । କଥା ଯେତେ ସତ ହୋଇଥିଲେ ବି ତାକୁ କାହା ଆଗରେ କହିବେ ନାହି ।

୮- କାହାର ନ୍ୟାୟ କରିବାକୁ କେହି କହିଲେ ସହଜରେ ରାଜି ହେବେ ନାହି ।

୯- ଯିଏ ଅନ୍ୟକୁ ଠକିଥାଏ ସେ ପ୍ରକୃତରେ ନିଜକୁ ଠକିଥାଏ । ଗର୍ବିତ ବ୍ୟକ୍ତି କଦାପି ଉନ୍ନତି କରିପାରେ ନାହି । ଅଭାବ ସମୟରେ ଉପାସ ରହିଏ କିନ୍ତୁ ରୁଣ କରିବେ ନାହି । ଦୁଖ ସମୟରେ ଚିନ୍ତିତ ନ ହୋଇ ଆନନ୍ଦିତ ହେବେ କାରଣ ଦୁଖ ପରେ ସୁଖ ନିଶ୍ଚୟ ଆସିଥାଏ ।

୧୦- ଯାହାର ମନ ଯେତେ ବଡ ତାର ହୃଦୟ ସେତେ ବଡ । ଯାହାକୁ ଦେଖିଲେ ଲୋକେ ଭୟ କରନ୍ତି ତେବେ ତାର ଅଧିକ ଶତ୍ରୁ ରହିଥାନ୍ତି । ଏଭଳି ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।