ଆଜିର ରାଶିଫଳ, 29 ନଭେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାମ କାର୍ଯ୍ୟ ଅଧିକ ରହିବ । ଆପଣଙ୍କୁ ଏହାର ଫାଇଦା ମିଳିବ । ଆପଣ ନିଜ ପରିବାର ସହ ମନୋରଞ୍ଜନ ପାଇଁ ଘରେ କୌଣସି ଗେମ ଖେଳିବାର ପ୍ଳାନ କରିବେ । ଏହି ରାଶିର ବ୍ୟାପାରୀ ବର୍ଗ ଙ୍କୁ ଅଚାନକ ବଡ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ନିଜ ଆଚରଣ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ସମୟ ମିଶ୍ରିତ ରହିବ । ବିଗିଡି ଯାଇଥିବା କାର୍ଯ୍ୟ ହେବ ଓ ଧର୍ମ କର୍ମରେ ରେ ରୁଚି ରହିବ ।

ବୃଷ ରାଶି : ବନ୍ଧୁ ଙ୍କ ସହ ଆପଣ ଖୁସି ପୂର୍ଣ୍ଣ ସମୟ ବ୍ଯତୀତ କରିବେ । ବ୍ଯବସାୟିକ ଲୋକଙ୍କୁ ଫାଇଦା ହେବାର ନଜର ଆସୁଛି । ଧନ ଲାଭର ଅନେକ ଅବସର ମିଳିବ । ପରିବାରର ସହଯୋଗ ରେ ଆପଣ କିଛି କାମ କରିବେ । କିନ୍ତୁ ଆଜି ଆପଣ ଅଯଥା କଥାରେ ପଡନ୍ତୁ ନାହି । ଭାଇ ଭଉଣି ଙ୍କ କାରଣରୁ ମାନସିକ ଅସାନ୍ତି ପାଇବାରୁ ପାରିବାରିକ ମାହୋଲ ଭଲ ରହିବ ନାହି । ବିବାହ ପ୍ରସ୍ତାବ ମିଳିପାରେ । ପ୍ରେମ ସମ୍ପର୍କରେ ସମୟ ଭଲ ରହିବ । ପରିଜନ ଙ୍କ ସହାୟତା ତଥା ସମର୍ଥନ ପ୍ରାପ୍ତ ହେବ ।

ମିଥୁନ ରାଶି : ଚାକିରି ରେ ଅଧିକାରୀ ବର୍ଗ ସନ୍ତୁଷ୍ଟ ହେବେ । ପ୍ରେମ ପ୍ରସଙ୍ଗ ରେ ଅନୁକୂଳତା ରହିବ । ଆପଣଙ୍କୁ ନିଜ ଭ୍ବାନ କୁ କାବୁ ରଖିବାକୁ ହେବ । ଅଯଥା ଖର୍ଚ୍ଚ ରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟାପାର କୁ ନେଇ ଆପଣ କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥା ହେବେ । ବନ୍ଧୁ ବା ଭାଇ ଙ୍କ ସହଯୋଗରେ ଯେଉଁ ଲୋକ କଳା କ୍ଷେତ୍ର ରେ ଅଛନ୍ତି ସେମାନଙ୍କୁ ମାନ ସମ୍ମାନ ମିଳିବ । ସ୍ମାପର୍କୀୟ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ ।

କର୍କଟ ରାଶି : ଆଜି ଆପଣଙ୍କୁ ସକାଳୁ କୌଣସି ବଡ ଖସି ଖବର ମିଳିପାରେ । ଯଦି ଆପଣ କଳା କ୍ଷେତ୍ରରେ ଜଡିତ ଅଛନ୍ତି ତେବେ ଆପଣଙ୍କର ଉନ୍ନତି ର ନୂଆ ମାର୍ଗ ଖୋଲିବ । ଲୋକେ ଆପଣଙ୍କ କଳା ର ଖୁବ ତାରିଫ କରିବେ । ସମ୍ପର୍କୀୟ ଓ ବନ୍ଧୁ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ । ଆପଣଙ୍କ ଘର ପରିବାରରେ ଖୁସି ଆସିବ । ଆପଣ ପୁରୁଣା ଅଭୂଲା ବୁଝି ନୂଆ ବିଚାର କରିବେ ।

ସିଂହ ରାଶି : ଘରର ମାହୋଲ ଆନନ୍ଦ ରେ ଭରପୁର ରହିବ । ଜୀବନ ସାଥିଙ୍କ ସହ ଭଲ ସମୟ ବ୍ଯତୀତ କରିବେ ଓ ଲଘୁ ଯାତ୍ରା ର ସଂକେତ ଅଛି । ସାମାଜିକ ମାନ ପ୍ରତିଷ୍ଠା ର ଧ୍ୟାନ ରଖିକି ଶତ୍ରୁ ଙ୍କ ସହ ମିଳାମିଶା ଅକାମ କରନ୍ତୁ । କ୍ଯାରିୟର ରେ କଠିନ ପରିସ୍ଥିତି ଦେଖା ଯାଇପାରେ । ତେଣୁ ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ । ଆର୍ଥିକ ରୂପରେ ଏହା ଏକ ଭଲ ଅବଧି ହେବ । ସମାପ୍ତି ରୁ ଆପଣଙ୍କୁ ଫାଇଦା ମିଳିବ ।

କନ୍ୟା ରାଶି : କାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆଜି ଦିନ ରେ ଉଶ୍ଚାହିତ ରହିବେ । ଅନ୍ୟ ପକ୍ଷରେ କାର୍ଯ୍ୟ ରେ କେନ୍ଦିତ କରିବେ । ଦାନ ଧର୍ମ କାର୍ଯ୍ୟ ରେ ପଛ ଘୁଞ୍ଚା ଦିଅନ୍ତୁ ନାହି । କ୍ଷମତା ଆନୁଯାୟୀ ଗରିବଙ୍କୁ ଦାନ କରନ୍ତୁ । ପରିବାର ରେ ଆନନ୍ଦ ର ବାତାବରଣ ରହିବ । ଦାଂପତ୍ଯ ମାମଲାରେ ସୁଖ ଓ ଆନନ୍ଦ ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ଯେତେ ସମ୍ଭବ ଗରିବ ଓ ଅସହାୟକ ବ୍ୟକ୍ତିଙ୍କୁ ସାହାଜ୍ଯ କରନ୍ତୁ ଯାହା ଦ୍ଵାରା ଆପଣ ତୀବ୍ର ଗତିରେ ଜୀବନରେ ପ୍ରଗତି କରିବେ । ଘରର ବଡ ଗୁରୁଜନ ଙ୍କ ସହ ବସି ନିଜ ମନ କଥା ପ୍ରକାଶ କରନ୍ତୁ ମନ ହାଲକା ହୋଇଯିବ । ସେମାନଙ୍କ ସାନିଧ୍ୟ ମଧ୍ୟ ମିଳିବ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ସମୟରେ ପାରିବାରିକ ସଦସ୍ୟ ଙ୍କ ପୂର୍ଣା ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ବ୍ୟାପାରରେ ଲାଭବାନ ହେବେ ।

ବିଛା ରାଶି : ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ପ୍ରିୟ ବ୍ୟକ୍ତି ଙ୍କ ରାୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଆଜି ହେଉଥିବା କାମ ବିଗିଡି ଯାଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କ୍ରୋଧ ରେ ଆସି ଜୀବନ ସାଥୀଙ୍କୁ ଦୁଖ ଦିଅନ୍ତୁ ନାହି । କାହା କଥାରେ ପଡନ୍ତୁ ନାହି । ନିବେଶ ଇତ୍ୟାଦି ରୁ ଲାଭ ପାଇବେ । ଘର ବାହାରେ ଜୀବନ ସୁଖମୟ ବ୍ଯତୀତ ହେବ । ଘର ପରିବାରରେ କାହାର ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ସାମାଜିକ କ୍ଷେତ୍ର ରେ ଯଶ ପ୍ରାପ୍ତ ହେବ ।

ଧନୁ ରାଶି : ଯଦି ଆପଣଙ୍କର ଧନ ଦୀର୍ଘ ଦିନରୁ ଅଟକି ରହିଛି ତେବେ ଆଜି ଫେରି ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ନିଜ ପ୍ରତିଭା ଦେଖାଇବାର ଅବସର ମିଳିବ । ଭାଇ ଭଉଣୀ ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିଲେ ମତଭେଦ ଦୂର ହେବ । ଲଭ ଲାଇଫ ରେ ନୂଆ ଯୋଜନା ବନାଇବେ । ଆଜି ଆପଣ ପରିବାର ଓ ବ୍ୟାପାର ରେ ସନ୍ତୁଳନ ସ୍ଥାପିତ କରିବାକୁ ଚେଷ୍ଟା କରନ୍ତୁ । ଆକସ୍ମିକ ବ୍ୟୟ ହୋଇପାରେ ।

ମକର ରାଶି : ଆଜି ଲେନଦେନ ସମୟରେ ସତର୍କ ରୁହନ୍ତୁ । କୌଣସି ବଡ କାମ କରିବାର ମନ ବଳାଇବେ । କିଛି ଲୋକ ଆଜି ଆପଣଙ୍କ ଠାରୁ ଅଧିକ ଆସା ରଖିବେ । ବନ୍ଧୁ ଙ୍କ ସହ ଯାତ୍ରା ରେ ଯିବାର ପ୍ରସଙ୍ଗ ଅଧିକ ହୋଇପାରେ । ପିତା ତୁଲ୍ୟ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ । ନୂଆ ଆଯୋଜନ ଆରମ୍ଭ କରିବା ପାଇଁ ଭାଗ୍ଯର ସହଯୋଗ ମିଳିବ । ଆପଣ ନିଜ ଉଦ୍ୟମରେ ସଫଳ ହେବେ । ଧାର୍ମିକ ସ୍ଥାନ ର ଦର୍ଶନ କରିବାର ଅବସର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କର ମନୋବଳ କୌଣସି ଜରୁରୀ କାମରେ ଆପଣଙ୍କୁ ସଫଳତା ଦେବ । ସାମାଜୟକ କ୍ଷେତ୍ରରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ । ବିବାହ ଯୋଗ୍ୟ ଜାତାକ ଙ୍କୁ ଭଲ ପ୍ରସ୍ତାବ ମିଳିପାରେ । ଅଯଥା ଖର୍ଚ୍ଚା ଆପଣଙ୍କ ବଜେଟ ବିଗାଡି ପରେ । ଦୂର ରୁ ଶୁଭ ସମଚର ମିଳିପାରେ । ପାରିବାରିକ ଜୀବନରେ ପ୍ରେମ ଓ ତାଳମେଳ ଠିକ ରହିବ । କିନ୍ତୁ କାମର ବ୍ୟସ୍ତତା କାରଣରୁ ପରିବାର ପ୍ରତି ଧ୍ୟାନ ଦେଇ ପାରିବେ ନାହି ।

ମୀନ ରାଶି : ଆଜି ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବନ୍ଧୁ ଙ୍କ ସହ ଲମ୍ବା ଯାତ୍ରା କରି ପାରନ୍ତି । କ୍ରୋଧ ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ । ଅନ୍ଯଥା ବଡ କ୍ଷତି ହୋଇପାରେ । ଦାଂପତ୍ଯ ଜୀବନରେ ସ୍ଥିରତା ଆସିବ । ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । କୌଣସି ଶୁଭ କାର୍ଯ୍ୟ ରେ ଭାଗ ନେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।