ଥାଇରଏଡ ମୂଳରୁ ଶେଷ ହୋଇଯିବ, କେବଳ କରି ନିଅନ୍ତୁ ଏହି 3 ଟି କାମ, ଜୀବନରେ ଆଉ କେବେବି ଭୋଗିବାକୁ ପଡିବନି ଥାଇରଏଡ କଷ୍ଟ

ବନ୍ଧୁଗଣ ଆଜିକାଲି ଥାଇରଏଡ ରୋଗ ପ୍ରତେକ ଘରେ ଦେଖିବାକୁ ମିଳୁଛି । ବିଶେଷ କରି ମହିଳା ମାନଙ୍କୁ ଥାଏରଏଡ ଅଧିକ ହେଉଛି । ଏହି କ୍ଷେତ୍ରରେ ବ୍ୟକ୍ତି ବିଶେଷ ଭାବେ ମୋଟା ବା ପତଳା ହୋଇଯାଏ । ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଆମେ ସେବନ କରିଥାଉ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ମାତ୍ର ୩ ଦିନ ସେବନ ଦ୍ଵାରା ଥାଏରଏଡ ଭଳି ସମସ୍ଯା ସଂପୂର୍ଣ୍ଣ ନରମାଲ କରି ପାରିବେ । ଥାଇରଏଡ ଭଳି କଷ୍ଟଦାୟକ ରୋଗରୁ ଆପଣ ସବୁ ଦିନ ପାଇଁ ମୁକ୍ତି ପାଇବେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ସେବନ କିପରି କରିବା ।

ଏହି ଉପଚାରକୁ ବନାଇବା ପାଇଁ ଏକ ପାତ୍ରରେ ଦେଢ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ପାଣିକୁ ଫୁଟାଇବାକୁ ଛାଡନ୍ତୁ । ଏହା ପରେ ଆବଶ୍ୟକ ରହିଛି ଧନିଆ ପାଉଡର । ଥାଇରଏଡ ରୋଗକୁ ଦୂର କରିବାକୁ ଦୁଇ ଚାମଚ ଧନିଆ ଗୁଣ୍ଡ ପାଣିରେ ମିଶାନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଯଷ୍ଟିମଧୁ । ଯଷ୍ଟିମଧୁକୁ ଭଲ ଭାବେ ଛେଚି ଏହାକୁ ପାଣିରେ ମିଶାନ୍ତୁ । ଏହା ଥାଇରଏଡ ଗଣ୍ଠିକୁ ନ୍ୟୁଟ୍ରାଲାଇଜ କରି ଆପଣଙ୍କ ଥାଇରଏଡ କମ କରିବାରେ ସାହାଜ୍ଯ କରିଥାଏ ।

ଏବେ ଆପଣ ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେ ପର୍ଯ୍ଯନ୍ତ ଏହା ଏକ କପ ନ ହୋଇଛି । ଏହାକୁ ୧୦ରୁ ୧୫ ମିନିଟ ଯାଏଁ ଫୁଟାଇବା ପରେ ଏକ ପାତ୍ର କୁ ଛାଣି ନିଅନ୍ତୁ । ଆପଣ ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଯଦି ଆପଣ ଥାଇରଏଡ ମେଡ଼ିସିନ ସେବନ କରୁଛନ୍ତି ତେବେ ତାହା ଖାଇବାର ଅଧ ଘଣ୍ଟା ପରେ ଏହି ରେମେଡି ର ସେବନ କରନ୍ତୁ । ଏହା ଖାଇବାର ଆପଣ ଜଳଖିଆ ବା ଅନ୍ୟ କୌଣସି ଖାଦ୍ୟ ଖାଇବେ । ଆପଣ ଏହାର ସେବନ ୧ ମାସ କରନ୍ତୁ ଦେଖିଲେ ସଂପୂର୍ଣ୍ଣ ରୂପେ ଥାଇରଏଡ ନରମାଲ ହୋଇଯିବ ।

ଦ୍ଵିତୀୟ ଉପଚାର ତିଆରି କରିବା ପାଇଁ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଲୁଣ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଗାର୍ଗଲିଙ୍ଗ ଦିନକୁ ଦୁଇ ଥର କରନ୍ତୁ । ଏହା ଦ୍ଵାରା ଥାଇରଏଡରେ ଯେଉଁ ସଂକ୍ରମଣ ହୋଇଥାଏ ତାହା ଦୂର ହେବା ସହ ସହ କଷ୍ଟ କମ ଅନୁଭୂତ ହୋଇଥାଏ ।

ତୃତୀୟ ଉପଚାରଟି ହେଉଛି ଆପଣଙ୍କ ହାତ ର ମଝି ଭାଗକୁ ବୁଢା ଆଙ୍ଗୁଠି ରେ ଆକ୍ୟୁପ୍ରେସର କରନ୍ତୁ ପ୍ରତିଦିନ । ଏହାକୁ ହାଲକା ଭାବେ ଦବାଇଲେ ରିଲିଫ ମିଳିବ ସହ ଥାଇରଏଡରୁ ରିଲିଫ ମିଳିବ । ଏହାକୁ ଆକ୍ୟୁପ୍ରେସର ଟେକନିକ କୁହାଯାଏ । ଆପଣ ଏହାର ୩୦ ଦିନ ନିଶ୍ଚୟ ଟ୍ରାଏ କରନ୍ତୁ । ଆପଣଙ୍କର ଥାଇରଏଡ କମିଗଲେ ହାତର ମଝି ଭାଗରେ ଆଉ ଯନ୍ତ୍ରଣା ଅନୁଭବ ହେବ ନାହି । ତେବେ ଏହି ୩ଟି ଉପଚାର ନିଶ୍ଚୟ ବ୍ୟବହାର କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।