କେଉଁ ପ୍ରାଣୀ କେବେ ବି ମରେ ନାହିଁ ସବୁବେଳେ ବଞ୍ଚିରୁହେ, କଣ ଆପଣ ଜାଣନ୍ତି

ସାଧାରଣତଃ ମଣିଷ ତା’ର ଜୀବନରେ ବହୁତ ପରୀକ୍ଷା ଦେଇଥାଏ । ହେଲେ ଚାକିରି କ୍ଷେତ୍ରରେ ଅଧିକାଂଶ ଜେନେରାଲ ନଲେଜ ବିଷୟରେ ପ୍ରଶ୍ନ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଉତ୍ତର କହିବୁ, ଯାହା ବିଷୟରେ ଆପଣମାନେ ଜାଣିନଥିବେ । ଏହି ଜେନେରାଲ ନଲେଜ ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ହେବା ସହ ଆପଣଙ୍କୁ ଉଭୟ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. କେଉଁ ପ୍ରାଣୀ ଅଣ୍ଡିରା ହୋଇ ମଧ୍ୟ ଛୁଆ ଜନ୍ମ କରିଥାଏ ?

ଉତ୍ତର- ସାମୁଦ୍ରିକ ଘୋଡା

୨. କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ?

ଉତ୍ତର- ଚତୁରମୃଗ ପକ୍ଷୀ

୩. ବିଶ୍ଵର ସବୁଠୁ ଲମ୍ବା ଘାସର ନାମ କଣ ?

ଉତ୍ତର- ବାଉଁଶ

୪. କେଉଁ ପ୍ରାଣିର ଧ୍ୱନି ବା ଶବ୍ଦ ନଥାଏ ?

ଉତ୍ତର- ଜିରାଫ

୫. କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚି ରୁହେ ?

ଉତ୍ତର- ଜେଲିଫିସ୍

୬. କେଉଁ ଫଳରେ ୨୫ ଶତକଡା ପବନ ଥାଏ ?

ଉତ୍ତର- ସେଓ

୭. କେଉଁ ଫୁଲର ଓଜନ ପାଖା ପାଖି ୧୦ କିଲୋ ?

ଉତ୍ତର- ରଫ୍ଲେସିଆ

୮. କେଉଁ ପକ୍ଷୀ ଛୁଆ ଜନ୍ମ କରି ସେମାନଙ୍କୁ କ୍ଷୀର ପିଆଏ ?

ଉତ୍ତର- ଚେମେଣୀ

ତେବେ ଏହା ଥିଲା ଆଜିର ଜେନେରାଲ ନଲେଜ । ଏହା ଆପଣଙ୍କୁ କୌଣସି ଇଣ୍ଟରଭ୍ୟୁ ଓ ଦୈନନ୍ଦିନ ଜୀବନରେ ବହୁତ ସହାୟତା କରିବ । ସାଧାରଣ ଜ୍ଞାନ ରୂପରେ ଏସବୁ ପ୍ରଶ୍ନର ଉତ୍ତର ସବୁ ମଣିଷ ଜାଣିଥିବା ଦରକାର । ତେଣୁ ଆପଣମାନେ ଏହାକୁ ଭଲ ଭାବରେ ମନେ ରଖି ଭବିଷ୍ୟତରେ ଏହାକୁ ଉପଯୋଗ କରନ୍ତୁ ।