ସାଧାରଣତଃ ମଣିଷ ତା’ର ଜୀବନରେ ବହୁତ ପରୀକ୍ଷା ଦେଇଥାଏ । ହେଲେ ଚାକିରି କ୍ଷେତ୍ରରେ ଅଧିକାଂଶ ଜେନେରାଲ ନଲେଜ ବିଷୟରେ ପ୍ରଶ୍ନ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଉତ୍ତର କହିବୁ, ଯାହା ବିଷୟରେ ଆପଣମାନେ ଜାଣିନଥିବେ । ଏହି ଜେନେରାଲ ନଲେଜ ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ହେବା ସହ ଆପଣଙ୍କୁ ଉଭୟ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
୧. କେଉଁ ପ୍ରାଣୀ ଅଣ୍ଡିରା ହୋଇ ମଧ୍ୟ ଛୁଆ ଜନ୍ମ କରିଥାଏ ?
ଉତ୍ତର- ସାମୁଦ୍ରିକ ଘୋଡା
୨. କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ?
ଉତ୍ତର- ଚତୁରମୃଗ ପକ୍ଷୀ
୩. ବିଶ୍ଵର ସବୁଠୁ ଲମ୍ବା ଘାସର ନାମ କଣ ?
ଉତ୍ତର- ବାଉଁଶ
୪. କେଉଁ ପ୍ରାଣିର ଧ୍ୱନି ବା ଶବ୍ଦ ନଥାଏ ?
ଉତ୍ତର- ଜିରାଫ
୫. କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚି ରୁହେ ?
ଉତ୍ତର- ଜେଲିଫିସ୍
୬. କେଉଁ ଫଳରେ ୨୫ ଶତକଡା ପବନ ଥାଏ ?
ଉତ୍ତର- ସେଓ
୭. କେଉଁ ଫୁଲର ଓଜନ ପାଖା ପାଖି ୧୦ କିଲୋ ?
ଉତ୍ତର- ରଫ୍ଲେସିଆ
୮. କେଉଁ ପକ୍ଷୀ ଛୁଆ ଜନ୍ମ କରି ସେମାନଙ୍କୁ କ୍ଷୀର ପିଆଏ ?
ଉତ୍ତର- ଚେମେଣୀ
ତେବେ ଏହା ଥିଲା ଆଜିର ଜେନେରାଲ ନଲେଜ । ଏହା ଆପଣଙ୍କୁ କୌଣସି ଇଣ୍ଟରଭ୍ୟୁ ଓ ଦୈନନ୍ଦିନ ଜୀବନରେ ବହୁତ ସହାୟତା କରିବ । ସାଧାରଣ ଜ୍ଞାନ ରୂପରେ ଏସବୁ ପ୍ରଶ୍ନର ଉତ୍ତର ସବୁ ମଣିଷ ଜାଣିଥିବା ଦରକାର । ତେଣୁ ଆପଣମାନେ ଏହାକୁ ଭଲ ଭାବରେ ମନେ ରଖି ଭବିଷ୍ୟତରେ ଏହାକୁ ଉପଯୋଗ କରନ୍ତୁ ।