Gk Questions & Answers: ହାତ-ଗୋଡ ଝିମିଝିମି ହେଉଥିଲେ ଏହା ଶରୀରରେ କେଉଁ ପ୍ରକାର ଖାଦ୍ୟ ଅଭାବର ଲକ୍ଷଣ ? କଣ ଆପଣ ଜାଣନ୍ତି ?

ଆଜି ଆମେ ଆପଣଙ୍କ ପାଇଁ ଛୋଟ ପିଲାମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ଛୋଟ ପିଲାମାନଙ୍କ ପରୀକ୍ଷାରେ ମଧ୍ୟ ଆସିଥାଏ । ଏମିତିରେ ଆଜିଆର ଏହି ପ୍ରଶ୍ନକୁ ଜାଣିବା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବହୁତ ସୁବିଧା ମିଳିବ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – କେଉଁ ପ୍ରକାରର ଖାଦ୍ୟର ଅଭାବ ହେଲେ ଗୋଡ ହାତ ଝିମି ଝିମି ହୋଇଥାଏ ?

ଉତ୍ତର – ଭିଟାମିନ B

ପ୍ରଶ୍ନ – ଶରୀରରକୁ କିଏ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ ?

ଉତ୍ତର – ଭିଟାମିନ

ପ୍ରଶ୍ନ – ଆମ ଚର୍ମରେ ଭିଟାମିନ D କିଏ ସୃଷ୍ଟି କରିଥାଏ ?

ଉତ୍ତର – କଅଁଳା ଖରା

ପ୍ରଶ୍ନ – ଛୋଟ ପିଲାମାନଙ୍କର ମୁହଁ ଫୁଲିବା ଓ ପେଟ ବାହାରିବାକୁ କେଉଁ ରୋଗ କୁହାଯାଏ ?

ଉତ୍ତର – ରିକେଟ

ପ୍ରଶ୍ନ – କିଏ ରୋଗ ବ୍ୟାପିବାରେ ସାହାର୍ଯ୍ୟ କରି ନ ଥାଏ ?

ଉତ୍ତର – ପିମ୍ପୁଡି

ପ୍ରଶ୍ନ – କେଉଁ ସାର ଆମର ଦାନ୍ତ, ହାଡ ଓ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର – ଧାତୁସାର

ପ୍ରଶ୍ନ – ସବୁଜ ପନିପରିବା, ଫଳ କ୍ଷୀର, ଓ ସକାଳର ସୂର୍ଯ୍ୟକିରଣରେ କଣ ମିଳିଥାଏ ?

ଉତ୍ତର – ଜୀବସାର

ପ୍ରଶ୍ନ – କେଉଁ ଖାଦ୍ୟସାର ଶରୀରକୁ ଆକର୍ଷକ ଓ ସୁନ୍ଦର କରିଥାଏ ?

ଉତ୍ତର – ସ୍ନେହସାର

ପ୍ରଶ୍ନ – ମାଙ୍କଡର କେଉଁ ଅଙ୍ଗ ତାକୁ ଗୋଟିଏରୁ ଆଉ ଗୋଟିଏ ଡାଳକୁ ଡେଇଁପାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର – ମାଙ୍କଡର ପଛ ଗୋଡ ଦୁଇଟି ଅଧିକ ଲମ୍ବା ହୋଇଥାଏ

ପ୍ରଶ୍ନ – କାହାର ଗୋଡ ଗୁଡିକ ହାତ ଭଳି ବି କାମ କରିଥାଏ ?

ଉତ୍ତର – ମାଙ୍କଡ

ପ୍ରଶ୍ନ – ଘାସ ମାଟିର କେଉଁଭଳି ଉପକାର କରେ ?

ଉତ୍ତର – ହାଲୁକା କରେ

ପ୍ରଶ୍ନ – ଶରୀରରେ ଦୂଷିତ ରକ୍ତ କାହା ମଧ୍ୟାମରେ ପରିଷ୍କାର ହୋଇଥାଏ ?

ଉତ୍ତର – ଫୁସଫୁସ

ପ୍ରଶ୍ନ – ଶରୀରର କେଉଁ ଅଙ୍ଗ ଆମ ଶରୀରର ରକ୍ତ ସଞ୍ଚାଳନର କେନ୍ଦ୍ରସ୍ଥଳୀ ଅଟେ ?

ଉତ୍ତର – ହୃତପିଣ୍ଡ

ପ୍ରଶ୍ନ – ଶରୀରର କେଉଁ ଅଙ୍ଗ କାମ ନ କରିଲେ ଆମ ଶରୀରର ଅଚଳ ହୋଇଯିବ ?

ଉତ୍ତର – ସ୍ନାୟୁ

ପ୍ରଶ୍ନ – ରକ୍ତରେ ଥିବା ଅଦରକାରୀ ତରଳ ପଦାର୍ଥକୁ କିଏ ଛାଣି ବାହାର କରିଦିଏ ?

ଉତ୍ତର – ବୃକକ

ପ୍ରଶ୍ନ – ଯଦି ଅଚାନକ ହରିଣ ମରିଯିବେ ତେବେ କଣ ହବ ?

ଉତ୍ତର – ଜୀବ ସନ୍ତୁଳିତ ନଷ୍ଟ ହୋଇଯିବ

ପ୍ରଶ୍ନ – କେଉଁ ଜୀବ ଚାଷ ଜମିର ଫସଲ ଖାଇ ନଷ୍ଟ କରିଦିଏ ?

ଉତ୍ତର – ପଙ୍ଗପାଳ

ପ୍ରଶ୍ନ – ବାୟୁର କେଉଁ ଉପାଦାନରୁ ଉଦ୍ଭିଦ ପାଇଁ ସାର ପ୍ରସ୍ତୁତ ହୋଇଥାଏ ?

ଉତ୍ତର – ଅମ୍ଳଜାନ

ପ୍ରଶ୍ନ – କେଉଁ କାର୍ଯ୍ୟ ତାପଶକ୍ତି ଦ୍ଵାରା ହୋଇ ନ ଥାଏ ?

ଉତ୍ତର – ମସଲା ପେଶିବା

ପ୍ରଶ୍ନ – ପ୍ଲେଗ ରୋଗ କାହା ଦ୍ଵାରା ବ୍ୟାପିଥାଏ ?

ଉତ୍ତର – ମୂଷା

ପ୍ରଶ୍ନ – ଗ୍ରହ ମାନଙ୍କ ମଧ୍ୟରୁ କାହାକୁ ବଳୟ ଗ୍ରହ କୁହାଯାଏ ?

ଉତ୍ତର – ଶନି

ପ୍ରଶ୍ନ – ପନିପରିବାକୁ ଅତ୍ୟଧିକ ସିଝାଇଲେ କଣ ନଷ୍ଟ ହୋଇଯାଏ ?

ଉତ୍ତର – ଭିଟାମିନ

ପ୍ରଶ୍ନ – ସିମେଣ୍ଟ କାରାଖାନାରେ ସିମେଣ୍ଟର ଗୁଣ୍ଡ ଶରୀରକୁ ଗଲେ କେଉଁ ରୋଗ କରିଥାଏ ?

ଉତ୍ତର – ଯକ୍ଷ୍ମା

ପ୍ରଶ୍ନ – ମସ୍ତିଷ୍କକୁ କିଏ ଖବର ଦେଇଥାଏ ?

ଉତ୍ତର – ସ୍ନାୟୁ