କେଉଁ କାମ ପୁରୁଷମାନେ ଜୀବନରେ ଥରେ କରନ୍ତି କିନ୍ତୁ ମହିଳା ମାନେ ପ୍ରତିଦିନ କରନ୍ତି ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- କେଉଁ ଦେଶର ଲୋକ ବେଶୀ ଦିନ ବଞ୍ଚନ୍ତି ?

ଉ: ଆମେରିକା ଓ ଅଷ୍ଟ୍ରେଲିଆ

୨- ବେଶୀ ସମୟ ନିଦ୍ରା ଯାଉଥିବା ପ୍ରାଣୀ କିଏ ?

ଉ: ବେଙ୍ଗ

୩- କେଉଁ ପକ୍ଷୀର ଦୃଷ୍ଟି ଶକ୍ତି ପ୍ରଖର ?

ଉ: ଶାଗୁଣା ଓ ପାରା

୪- ପୃଥିବୀର ସବୁଠାରୁ ଛୋଟ ପକ୍ଷୀର ନାମ କ’ଣ ?

ଉ: ହମିଙ୍ଗ ବାର୍ଡ

୫- କେଉଁ ଜୀବର ପାକସ୍ଥଳୀ ତା’ ମୁଣ୍ଡରେ ଥାଏ ?

ଉ: ଚିଙ୍ଗୁଡି

୬- କେଉଁ ନଦୀରେ ମାଛ ଦେଖା ଯାଆନ୍ତି ନହିଁ ?

ଉ: ଯର୍ଦ୍ଦନ ନଦୀ

୭- କେଉଁ ଜୀବ ଜୀବନ ସାରା ପାଣି ପିଏ ନାହିଁ ?

ଉ: କଙ୍ଗାରୁ, ଭୈଟା (ଆମେରିକାରେ ଦେଖାଯାନ୍ତି)

୮- ବିଶ୍ଵର କେଉଁ ଲୋକ ସାପ ଭୋଜନ କରେ ?

ଉ: ଯୋଗେନୀ ଅଲ୍ଲୀ

୯- କେଉଁ ଲୋକ ଧନ୍ୟ ?

ଉ: ପରୋପକାର କରୁଥିବା ବ୍ୟକ୍ତି

୧୦- କେଉଁ ଲୋକ ପୃଥିବୀରେ କାହାକୁ ଭୟ କରେ ନାହିଁ ?

ଉ: ସତ୍ୟବାଦୀ ଲୋକ

୧୧- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉ: କୋଇଲି

୧୨- କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ ?

ଉ: ଗାଈ

୧୩- କେଉଁ ଜୀବ ତିନି ବର୍ଷ ଶୁଏ ?

ଉ: ଗେଣ୍ଡା

୧୪- କେଉଁ ଜୀବ ଛିଡା ହୋଇ ଶୋଇଥାଏ ?

ଉ: ଘୋଡା

୧୫- କେଉଁ ଜୀବ ଶୁଏ ନାହିଁ ?

ଉ: ପିମ୍ପୁଡି

୧୬- କେଉଁ ଜୀବ ୧୦୦ ଟି ଶବ୍ଦ କରିପାରେ ?

ଉ: ବିଲେଇ

୧୭- କେଉଁ ଜୀବ ପାଟିରେ ଚାଲେ ?

ଉ: ଗେଣ୍ଡା

୧୮- କେଉଁ ଜୀବର ରକ୍ତ ନୀଳ ?

ଉ: ଝିଣ୍ଟିକା

୧୯- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉ: ଇଥିଓପିଆ

୨୦- କେଉଁ କାମ ପୁରୁଷମାନେ ଜୀବନରେ ଥରେ କରନ୍ତି କିନ୍ତୁ ମହିଳା ମାନେ ପ୍ରତିଦିନ କରନ୍ତି ?

ଉ: ସିନ୍ଦୁର ଲଗାଇବା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।