ଇଏ ତ ଗଜବ ହେଇଗଲା ! ମହିଳା ଲୋନ ନ ସୁଝିବାରୁ ରିକଭରି ଏଜେନ୍ଟ ତା’ର ଝିଅକୁ ହିଁ ନେଇ ଫେରାର ହେଇଗଲା, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ

ଅନେକ ଲୋକ ଲୋନ୍ ନେଇ ସମୟରେ ଶୁଝି ପାରନ୍ତି ନାହିଁ, ଯାହା ଫଳରେ ଲୋନ୍ ରିକଭରୀ ଏଜେଣ୍ଟ ଆସି ତାଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରନ୍ତି । କିନ୍ତୁ ବିହାରର ପାଟନାରେ ଜଣେ ରିକଭରୀ ଏଜେଣ୍ଟ ଗ୍ରାହକ ଲୋନ୍ ପଇସା ନ ଦେଇ ପାରିବାରୁ ତାଙ୍କ ଝିଅକୁ ହିଁ ଭ-ଗେ-ଇ ନେଇ ଯାଇଛନ୍ତି । ସମ୍ପୃକ୍ତ ରିକଭରୀ ଏଜେଣ୍ଟଙ୍କ ନାମ ଅମର କୁମାର ଓ ସେ ପାଟନାର ଫୁଲୱାରୀ ଶରିଫରେ ଏକ ଭଡାଘରେ ରହୁଥିବା ଜଣାପଡିଛି । ସେ ଭ-ଗେ-ଇ ନେଇ ଯାଇଥିବା ଯୁବତୀ ଜଣକ ହେଉଛନ୍ତି ହଜାରୀବାଗର ଋତୁ କୁମାରୀ ।

ତେବେ ଆପଣ ଭାବୁଥିବେ ଜଣେ ଲୋନ୍ ରିକଭରି ଏଜେଣ୍ଟ କିପରି ଗ୍ରହକଙ୍କ ଝିଅଙ୍କୁ ମନାଇ ଭ-ଗେ-ଇ-ବାରେ ସଫଳ ହେଲେ ? ଆ-ରୋ-ପୀ ଯୁବକ ଅମର କୁମାର ଜଣେ ଲୋନ୍ ରିକଭରୀ ଏଜେଣ୍ଟ ଭାବେ ଗୋଟିଏ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି । କାମ କରୁଥିବା ବେଳେ ସେ ହଜାରିବାଗରେ ଥିବା ଜଣେ ମହିଳାଙ୍କୁ ଲୋନ ଦେଇଥିଲେ । କିନ୍ତୁ ମହିଳା ଜଣଙ୍କ ପରେ ଲୋନ୍ ଟଙ୍କା ଦେଇ ପାରୁ ନଥିଲେ । ତେଣୁ ଏଜେଣ୍ଟ ଜଣକ ଲୋନ୍ ଟଙ୍କା ଆଦାୟ କରିବାକୁ ବାରମ୍ବାର ମହିଳାଙ୍କ ଘରକୁ ଯାଉଥିଲେ ।

ଏହି ସମୟରେ ଉକ୍ତ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ଏହି ମାମଲାରେ ପୀ-ଡି-ତ ଯୁବତୀ ଋତୁ କୁମାରୀ କହିଛନ୍ତି କି, ତାଙ୍କ ମା ଏକ ଲୋନ୍ ନେଇଥିଲେ । କିନ୍ତୁ ପଇସା ଦେଇ ପାରୁ ନଥିବାରୁ ଅମର ପ୍ରାୟତଃ ତାଙ୍କ ଘରକୁ ଆସୁଥିଲେ । ମା ତାଙ୍କୁ ବାରମ୍ବାର ଘରକୁ ଆସିବାକୁ ମନା କରିଥିଲେ । ଯାହାଫଳରେ ସେ ଲୋନ୍ ବିଷୟରେ କଥା ହେବା ପାଇଁ ତାଙ୍କ ଫୋନ୍ ନମ୍ବର ନେଇଥିଲେ । କିନ୍ତୁ ତା’ପରେ ସେମାନେ ଫୋନରେ ଅଧିକ କଥା ହେବାକୁ ଲାଗିଲେ ଓ ଅମର ମଧ୍ୟ ତାଙ୍କୁ ବିବାହ କରିବା କଥା କହିବାକୁ ଲାଗିଲେ ।

ବିବାହ ବାହାନାରେ ଅମର ତାଙ୍କୁ ହଜାରିବାଗରୁ ପାଟନା ନେଇ ଯାଇଥିଲେ । କିନ୍ତୁ ସେଠାକୁ ଯିବା ପରେ ସେ ବିବାହ କରିବାକୁ ମନା କରି ଦେଇଥିଲେ । ତେଣୁ ଋତୁ କୁମାରୀ ଥା-ନା-ରେ ଅମରଙ୍କ ବି-ରୋ-ଧ-ରେ ଏ-ତ-ଲା ଦେଇଥିଲେ । ଫୁଲୱାରି ଶରିଫର ଥାନା ଅଧିକାରୀ ଦୁହିଁଙ୍କୁ ସାମ୍ନାସାମ୍ନି ବସାଇ କଥା ହୋଇଥିଲେ ଓ ତା’ପରେ ମନ୍ଦିରରେ ସେମାନଙ୍କର ବିବାହ କରାଇ ଦେଇଥିଲେ ।

ଦୁହିଁଙ୍କ ପରିବାରକୁ ମଧ୍ୟ ସେମାନଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ । ସେହିପରି ବିହାରରର ପୁର୍ଣ୍ଣିଆ ଜିଲ୍ଲାରେ ମଧ୍ୟ ଏକ ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଥିଲା । ସେଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ପ୍ରତିଦିନ ୩ ଘଣ୍ଟା ଲେଖାଏଁ ଗାଁର ବିଦ୍ୟୁତ ସେବା କା-ଟି ଦେଉଥିଲେ । ସେ ଏପରି କରୁଥିବା ବେଳେ ଗ୍ରାମବାସୀ ଯେତେବେଳେ ତାକୁ ଧ-ରି-ଲେ ତାକୁ ନ-ଣ୍ଡା କରି ଦେଇଥିଲେ ଓ ଚ-ପ-ଲ ମା-ଳ ମଧ୍ୟ ପି-ନ୍ଧା-ଇ-ଥିଲେ ।

ତେବେ ପରେ ସେମାନେ ଉକ୍ତ ଯୁବକଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ ମଧ୍ୟ କରାଇ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।