କେଉଁ ଗୋଡରେ ବାନ୍ଧିବା କଥା କଳା ସୂତା ! ଜାଣନ୍ତୁ ଏହାର ଫାଇଦା -Jyotish Shastra

ଆମେ ଆଜି କିଛି ମହତ୍ୱପୂର୍ଣ୍ଣ କଥା ଜାଣିବା । ଆପଣ ମାନେ ଦେଖିଥିବେ ମନୁଷ୍ୟମାନେ ନିଜ ଗୋଡରେ କଳା ସୂତା ବାନ୍ଧିଥାନ୍ତି । ବର୍ତ୍ତମାନ ଯୁଗରେ ଝିଅ ହେଉ କି ପୁଅ ସମସ୍ତେ ଗୋଡ଼ରେ କଳାସୁତା ବ୍ୟବହାର କରିଥାନ୍ତି । କଳା ସୂତା ବାନ୍ଧିବାର ପରମ୍ପରା ଆଜିଠାରୁ ନହିଁ ବରଂ ପ୍ରାଚୀନ କାଳରୁ ଚାଲିଆସୁଛି । କିଛି ଲୋକଙ୍କ ଘରେ ଗୋଟେ ଛୁଆ ଯଦି ଜନ୍ମ ହେଲା ପରେ କିଛି ସମୟ ପରେ ତାଙ୍କ ଗୋଡରେ କଳା ସୂତା ପିନ୍ଧାଇ ଦେଉଛନ୍ତି । କିନ୍ତୁ ବର୍ତମାନ ଯୁଗରେ ଯଦି କିଛି ଲୋକମାନଙ୍କୁ ପଚରାଯାଏ ଯେ କଳା ସୂତା କଣ ପାଇଁ ପିନ୍ଧିଥାନ୍ତି କିନ୍ତୁ ତାଙ୍କ ପାଖରେ କିଛି ଉତ୍ତର ନାହିଁ । ଯଦି ବି ଉତ୍ତର ଅଛି କଳା ସୂତା କାହିଁକି ପିନ୍ଧାନ୍ତି ସେମାନେ ଏତିକି କୁହନ୍ତି ଯେ ଖରାପ ନଜର ଠାରୁ ରକ୍ଷା କରିଥାଏ ।

କିନ୍ତୁ ଏହାର ଅନ୍ୟ ଫାଇଦା କମ ଲୋକଙ୍କୁ ଜଣା ଅଛି । ଆଜିକାଲି କଳା ସୂତା ବାନ୍ଧିବାର ଗୋଟେ ଫ୍ୟାସନ ହୋଇଗଲନି । କିଛି ଲୋକ ଅଛନ୍ତି ଯେ ଏହାକୁ ବିଭିନ୍ନ ପ୍ରକାରର ଡିଜାଇନ କରକି ପିନ୍ଧୁଛନ୍ତି । ଚଲାନ୍ତୁ ଜାଣିବା ଯେ କଳା ସୂତା ପିନ୍ଧିବାର ଅସଲି କାରଣ କଣ । କହିବାକଊ ଗଲେ ହିନ୍ଦୁ ଧ୍ରମରେ ଅନୁସାରେ କଳା ସୂତା ମଣିଷ ଜୀବନରେ ବଡ ମହତ୍ଵ ପୂର୍ଣା ଅଛି ।

ଶାସ୍ତ୍ରରେ କୁହାଯାଇଛି କି ଯଦି କୌଣସି ବ୍ୟକ୍ତି ମଙ୍ଗଳବାର ଦିନ ଡାହାଣ ଗୋଡରେ କଳା ସୂତା ଯଦି ପିନ୍ଧିଥାଏ । ଏହାର ସୁପ୍ରଭାବରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏବଂ ସବୁବେଳେ ଲକ୍ଷ୍ମୀ ମାଙ୍କର ଆଶୀର୍ବାଦ ରହିଥାଏ । ଯେଉଁ ଘରେ ଧାନ ସବନ୍ଧିତ କିଛି ସମାଶଯ ଅଛି । ତେବେ ମଙ୍ଗଳବାର ଦିନ ଡାହାଣ ଗୋଡରେ କଳା ସୂତା ପିନ୍ଧିରେ ବହୁତ ଭଲ ହୋଇଥାଏ । ଆପଣମାନେ ଜାଣିଥିବେ ବହୁତ ଲୋକଙ୍କର ପେଟ ଦରଜ ହୋଇଥାଏ ।

ସେଥିପାଇଁ ସେହି ଲୋକମାନଙ୍କୁ ଗୋଡର ଆଙ୍ଗୁଠିରେ କଳା ସୂତା ବାନ୍ଧିବା ପାଇଁ କୁହାଯାଇଥାଏ । ଯଦି କୌଣସି ପିଲା ଗୋଡରେ ଖଣ୍ଡିଆ ଖବର ହୋଇଛି ତେବେ ସେଇଟା ସୁଖୁ ନାହିଁ । ପୁଣି ସେହି ପିଲା ଗୋଡରେ କଳା ସୂତା ବାନ୍ଧି ଦେବେ ତେବେ ଅତି ଶୀଘ୍ର ଶୁଖି ଯିବ । କିଛି ଲୋକ ଶନି ପ୍ରଭାବରୁ ପୀଡିତ ଅଛନ୍ତି । ତେବେ ସେହି ଲୋକ କଳା ସୂତା ବାନ୍ଧିବା ଯଦି ଲାଭ ମିଳିବ । ଶନି ଦେବଙ୍କ ପ୍ରକୋପ କମ ହୋଇଥାଏ । ବିଗିଡି ଯାଇଥିବା କାମ ଠିକ ହୋଇଯିବ ।

 

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।