ଏହି କାମ କଲେ ଝିଅ ଆପଣଙ୍କୁ ଜମା ଛାଡିବେନି, ବହୁତ ଭଲ ପାଇବେ

ଆପଣ ମାନେ ଦେଖିଥିବେ ବହୁତ ପିଲା ମାନେ ଲାଜ କରିଥାନ୍ତି । ସେମାନେ ଝିଅ ପିଲାଙ୍କ ସହ ଜମା କଥା ହୁଅନ୍ତି ନାହିଁ । ଝିଅ ପିଲାଙ୍କ ସାମନ୍ନାରେ ତାଙ୍କ ପାଟି ଫିଟେ ନାହିଁ । ଯଦି ଆପଣଙ୍କର ସେହି ପରି କିଛି ହେଉଛି ତେବେ ଆସନ୍ତୁ ଜାଣି କିଛି ଉପାୟ ଯାହା ଦ୍ଵାରା ଆପଣଙ୍କର କିଛି ଅସୁବିଧା ହେବ ନାହିଁ । ଆପଣ କାହା ସହିତ ନିଜକୁ ସମାନ କରନ୍ତୁ ନାହିଁ । ମନେ କରନ୍ତୁ ଆପଣ ବାଟରେ ଗଲାବେଳେ ଗୋଟିଏ ଝିଅ ଦେଖିଲେ । ସେ ବହୁତ ଭଲ ଡ୍ରେସ ପିନ୍ଧିଛି କିନ୍ତୁ ଆପଣ ଭଲ ପିନ୍ଧି ନାହାନ୍ତି, ସେ ବହୁତ ଭଲ ଦେଖିବାକୁ କିନ୍ତୁ ଆପଣ ନୁହଁନ୍ତି । ଆପଣ କେବେ କାହା ସହିତ ସମାନ କରନ୍ତୁ ନାହିଁ । ନିଜ ଭିତରେ ଭଲ ଓ ପର ପାଖରେ ଖରାପ ଦେଖନ୍ତୁ ନାହିଁ ।

ଯେତେବେଳେ ଆପଣ ଲାଜ କରିଥାନ୍ତି ସେହି ସମୟରେ ନୋଟିସ କରିବେ ଯେଉଁ ସମୟରେ ଆପଣ ତାର ଭଲ ଗୁଣ ଦେଖୁଛନ୍ତି ଓ ନିଜର ଖରାପ ଦେଖୁଛନ୍ତି । ଆପଣ ସେହି ସମୟରେ ନିଜକୁ ଛୋଟ ଭାବୁଛନ୍ତି କାରଣ ଆପଣ ତା ଭଳି ନୁହନ୍ତି । କିନ୍ତୁ ଶେଠୀ ଆପଣ ତାର ଖରାପ ଗୁଣ ଓ ନିଜର ଭଲ ଗୁଣ ଦେଖନ୍ତୁ । ଯେଉଁ ସମୟରେ ନିଜର ଭଲ ଗୁଣ ନିଜେ ଦେଖିଥାନ୍ତି ସେହି ସମୟରେ ନିଜର ସାହାସ ବଢିଥାଏ । ନିଜକୁ ସବୁବେଳେ ଉପରକୁ ରଖିବା ପାଇଁ ଚେଷ୍ଟା କରନ୍ତୁ କେବେ ନିଜକୁ ଛୋଟ କରନ୍ତୁ ନାହିଁ ।

ଏମିତି ଗୋଟିଏ ସମୟ ଥାଏ ଯେଉଁ ଝିଅ ପଛରେ ଆପଣ ପଡିଛନ୍ତି ତାର ପଛରେ ଆଉ ଜେନ ଧନୀ ବ୍ୟକ୍ତି ତାକୁ ଭଲ ପାଉଛି । ଆପଣ ଶେଠୀ ହାର ମାନି ଯାନ୍ତି । କାରଣ ଶେଠୀ ଆପଣ ଛୋଟ ହୋଇ ଯାଉଛନ୍ତି । ସେ ଯେଉଁ ଭଳି ଚାଲାକ ଆପଣ ମଧ୍ୟ ସେହି ଭଳି ଚାଲାକ ଭାବନ୍ତୁ । ଝିଅଙ୍କ ସହ ଝଗଡା କରନ୍ତୁ ନାହିଁ । ଆପଣ ଝିଅଙ୍କୁ ଡରୁଛନ୍ତି ବୋଲି କଥା କହି ପାରୁନାହାନ୍ତି । ନିଜ ସାଙ୍ଗ ସହ କଥା ହେଲା ବେଳେ ଡରୁ ନାହାନ୍ତି କିନ୍ତୁ ଯଦି ଗୋଟିଏ ଝିଅ ସହିତ କଥା ହେଲା ବେଳେ ନିଜେ ଡରୁଛନ୍ତି ।

ଆପଣ ଡରିବା ବନ୍ଦ କରନ୍ତୁ ଆପଣ ଭାବୁଛନ୍ତି କାଲେ ମୁଁ କଣ ଭୁଲ କହିଦେବେ । ନିଜ ଉପରେ ଧ୍ୟାନ ଦିଅନ୍ତୁ ଆପଣ କେଉଁ ଠାକୁ କଣ ପିନ୍ଧିକି ଯାଉଛନ୍ତି । ଯଦି ସେଠି କୌଣସି ଝିଅ ମିଳିଯାଏ କିନ୍ତୁ ଆପଣ ସେଠି ଖରାପ ଜିନିଷ ପିନ୍ଧିଛନ୍ତି ଓ ଯାହା ଦ୍ଵାରା ନିଜକୁ ଖରାପ ଲାଗିବ ।  ପ୍ରଥମେ ସେହି ଜିନିଷ ଠିକ କରନ୍ତୁ । କାରଣ ପ୍ରଥମ ଦେଖା ହିଁ ଶେଷ ଦେଖା ସହିତ ସମାନ ଅଟେ । ଆପଣ ସେଠି ନିଜକୁ ଭଲ କଥା ହୁଅନ୍ତୁ, ପିନ୍ଧନ୍ତୁ ଯାହାକି ନିଜକୁ ପର ପାଖର ଖାରପ ନ ଲାଗେ ।

ଯେଉଁ ସମୟରେ ଆପଣ ତାଙ୍କ ସାମନ୍ନାକୁ ଯାଉଛନ୍ତି ସେ ଯେପରି ସେ ଆପଣଙ୍କୁ ଦେଖି ଭାବିବ ୟେ ମୋ ପାଇଁ ଠିକ ଅଟେ । ଆଉ ଏକ କଥା ହେଉଛି ଯଦି ଆପଣଙ୍କର ପ୍ରଥମ ଦେଖା ଭଲ ହେଲା ତେବେ ବହୁତ ଭଲ ଅଟେ । ଯଦି ଆପଣଙ୍କୁ ଲାଜ ଛାଡିବାର ଅଛି ତେବେ ଆପଣ ପଚାରିବେ କେତେ ସମୟ ହୋଇଛି ବା ଆଖ ପାଖରେ କିଛି ମନ୍ଦିର ଅଛି କି । ଯଦି ଆପଣ ଏତିକି ପାଚାରିବେ ସେ ଆପଣଙ୍କୁ ମାରିବ ନାହିଁ । କିନ୍ତୁ ଆପଣ ସେଠି ଆଉ କିଛି କହିବେ ନାହିଁ । କିନ୍ତୁ ଧନ୍ୟବାଦ ନିଶ୍ଚିନ୍ତ କହିବେ । ଯଦି କଥା ଅଧିକ ହେବେ ତେବେ ମାଡ ପଡିପାରେ ।