ସପନେ ସୁହାନେ ଲଡକପନକୀର ଗୁଞ୍ଜନ ଏବେ ହେଇ ଯାଇଛନ୍ତି ବହୁତ ସୁନ୍ଦର ଓ ବୋଲ୍ଡ, ଆଗରୁ କେବେ ଦେଖି ନଥିବେ

ଆପଣ ସମସ୍ତେ ସିରିୟଲ ‘ସପନେ ସୁହାନେ ଲଡ଼କପନ କେ’ ନିଶ୍ଚିତ ଦେଖିଥିବେ । ଏହି ସିରିୟଲ ଛୋଟ ପରଦାରର ସବୁଠୁ ହିଟ ସିରିୟଲ ମଧ୍ୟରୁ ଗୋଟିଏ ଥିଲା । ଏହି ସିରିୟଲ ୨୧ ମେ ୨୦୧୨ରୁ ୨୩ ଜାନୁୟାରୀ ୨୦୧୫ ପର୍ଯ୍ୟନ୍ତ ଜୀ ଟିଭି ଉପରେ ପ୍ରସାରିତ ହୋଇଥିଲା । କହିବାକୁ ଏହି ସିରିୟଲ ୫ ବର୍ଷ ତଳେ ବନ୍ଦ ହୋଇ ଯାଇଛି । କିନ୍ତୁ ଏହି ସିରିୟଲର ପପୁଲାରୀଟି ବର୍ତ୍ତମାନ ସମୟରେ ବି ଦେଖିବାକୁ ମିଳିବ । ଏହି ସିରିୟଲକୁ ସବୁ ଦର୍ଶକମାନେ ବହୁତ ହିଁ ପସନ୍ଦ କରିଥିଲେ ।

ଏହା ସେହି ସମୟର ସବୁଠୁ ସୁପରହିଟ ସିରିୟଲ ଥିଲା । ପ୍ରତି ଘରେ ଘରେ ଏହି ସିରିୟଲକୁ ଲୋକମାନେ ଦେଖୁଥିଲେ । ବିଶେଷ କରି ଛୋଟ ଝିଅମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବୁଢୀମାନେ ବି ଏହି ସିରିୟଲର ଦିବାନା ଥିଲେ ।

କେତେକ ଲୋକମାନେ ତ ଏହି ସିରିୟଲର ରିପିଟ ଟେଲିକାଷ୍ଟ ବି ଦେଖୁଥିଲେ । ଏହି ସିରିୟଲର କେତେକ ଷ୍ଟାର ସେହି ସମୟରେ ଘରେ ଘରେ ପରିଚିତ ଥିଲେ । ଏହା ସହିତ ସେହି ସମୟରେ ଏହି ସିରିୟଲରେ ଅଭିନୟ କରୁଥିବା ଷ୍ଟାରମାନେ ବହୁତ ପପୁଳାର ବି ହୋଇଥିଲେ । ଏହି ସିରିୟଲରେ ଅଭିନୟ କରୁଥିବା ସମସ୍ତ କିରଦାରକୁ ଲୋକମାନେ ଆଜି ପର୍ଯ୍ୟନ୍ତ ବି ମନେ ରଖିଛନ୍ତି । ଲୋକମାନେ ଏହି ସିରିୟଲକୁ ଦେଖିବା ପାଇଁ ଅପେକ୍ଷା କରି ବସୁଥିଲେ ଓ ଏହି ସିରିୟଲ ସମୟରେ ନିଜର ସମସ୍ତ କାମ ଛାଡି ଏହି ସିରିୟଲକୁ ବସି ଦେଖୁଥିଲେ ।

ଖାସ କରି ଗୁଞ୍ଜନଙ୍କୁ ସମସ୍ତେ ଅଧିକ ପସନ୍ଦ କରୁଥିଲେ । ଯିଏକି ଏହି ସିରିୟଲର ଜଣେ ମୁଖ୍ୟ କିରଦାରରେ ନଜର ଆସୁଥିଲେ । ଗୁଞ୍ଜନଙ୍କ ଅସଲ ନାମ ରୂପଲ ତ୍ୟାଗୀ ଅଟେ । ରୂପଲ ତ୍ୟାଗୀ ସିରିୟଲରେ ଅଧିକ ଦୁଷ୍ଟ ହେଉଥିବା ଏକ ଝିଅର ଅଭିନୟ କରିଥିଲେ । କିନ୍ତୁ ଯଦି ବର୍ତ୍ତମାନ ସମୟରେ କଥାବାର୍ତ୍ତା କରିବା ତେବେ ରୂପଲ ତ୍ୟାଗୀ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ବହୁତ ହିଁ ଅଧିକ ଷ୍ଟାଇଲିସ, ସୁନ୍ଦର ଓ ହଟ ନଜର ଆସୁଛନ୍ତି ।

ରୂପଲ ତ୍ୟାଗୀଙ୍କ ଜନ୍ମ ୫ ଅକ୍ଟୋବର ୧୯୮୯ରେ ବାଂଲୋରରେ ହୋଇଥିଲା । ବର୍ତ୍ତମାନ ରୂପଲ ତ୍ୟାଗୀ ୩୦ ବୟସର ଅଟନ୍ତି । ରୂପଲ ତ୍ୟାଗୀ ଜଣେ ଅଭିନେତ୍ରୀ ହେବା ସହିତ ସେ ଡାନ୍ସ ବି ଶିଖାନ୍ତି । ଏହା ଛଡା ରୂପଲ ତ୍ୟାଗୀ ବିଗ ବସର ସିଜିନ ୯ରେ ଏକ ପ୍ରତିଯୋଗୀ ରୂପରେ ନଜର ଆସିସାରିଛନ୍ତି । ରୂପଲ ତ୍ୟାଗୀ ଛୋଟ ପରଦାର ସଫଳତା ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଯେଉଁମାନେ ବହୁତ ଅଳ୍ପ ସମୟ ମଧ୍ୟରେ ବହୁତ ଅଧିକ ସଫଳତା ହାସଲ କରିଛନ୍ତି । କିନ୍ତୁ ୨୦୧୫ ପରେ କିଛି ବର୍ଷ ପର୍ଯ୍ୟନ୍ତ ଛୋଟ ପରଦାରୁ ଗାୟବ ହୋଇ ଯାଇ ଥିଲେ ଓ ୨୦୧୯ରେ ରୂପଲ ତ୍ୟାଗୀ ‘ଶକ୍ତି – ଅସ୍ତିତ୍ୱ କେ ଏହସାସ କୀ’ରେ ନଜର ଆସିଥିଲେ । ବର୍ତ୍ତମାନ ସମୟରେ ସେ ଟିଭିରେ ବହୁତ କମ ନଜର ଆସୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।