ଏହି ତାରିଖରୁ ନବମ ଓ ଏକାଦଶ ପିଲାଙ୍କ ପାଇଁ ଖୋଲିବ ସ୍କୁଲ, ଜାଣନ୍ତୁ ପୁରା ଘଟଣା

ଫେବୁଆରି ୮ ତାରିଖରେ ପିଲାମାନେ ପାଠ ପଢିବା ପାଇଁ ବିଦ୍ୟାଳୟ ଏବେ ଶୀଘ୍ର ଖୋଲିଯିବ । ଏବେ ଯାହା ଖବର ଶୁଣିବାକୁ ମିଳୁଛି କି ନବମ ରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ପିଲା ମାନେ ପାଠ ପଢିବା ପାଇଁ ଏବେ ବିଦ୍ୟାଳୟ ଖୋଲିବାର ଅଛି ।  ଆଉ ଏକ କଥା ହେଉଛି ଏପ୍ରିଲ ମାସ ୩୦ତାରିଖ ଯାଏଁ ବିଦ୍ୟାଳୟ ଖୋଲା ରହିବ ଓ ପାଠ ପଢା ହେବ ।

କୋରୋନା କାଳରେ ବହୁତ ଦିନ ଧରି ବିଦ୍ୟାଳୟ ଛୁଟି ରହିଥିଲା । ଏହା ଉପରେ କିଛି ଦିନ ଭିତରେ ସରକାର ନିସ୍ପତି ନେଲେ କି ବିଦ୍ୟାଳୟ ଏବେ ଖୋଲାଯିବ । ଏହାର କିଛି ଦିନ ପୂର୍ବରୁ ଦଶମ ଓ ଏକାଦଶ ପାଠ ପଢା ଆରମ୍ଭ ହୋଇ ଗଲାଣି । ସରକାର କହିଛନ୍ତି କି କୋରୋନାର ଗାଇଡ ଲାଇନ ମାନି ବିଦ୍ୟାଳୟ ଖୋଲା ଯିବ ବୋଲି କହିଛନ୍ତି ।

ଏହାପରେ ପିଲାମାନେ ଯଦି ବିଦ୍ୟାଳୟ ଆସିବେ ସେମାନେ କୋରୋନା କଟକଣା ମାଣିବେ ଓ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବେ । ସରକାରଙ୍କ ତରଫରୁ ଓ ବିଭିନ୍ନ ବିଭାଗରୁ କୁହାଯାଇଛି । ଯେପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ଆଉ କିଛି ରହିଥିବା ଭିନ୍ନକ୍ଷମ ବିଦ୍ୟାଳୟ ୧୦୩ଟି ସେମାନେ ସ୍ଵତତ୍ର ପାଠ୍ୟ ଖସଡା ତିଆରି କରିବେ ।

ସେମାନେ ଏହିପରି ପାଠ୍ୟ ଖସଡା ତିଆରି କରି ସରକାରଙ୍କ ପାଖକୁ ଛାଡିଥିଲେ । ଏହା ଜାନୁଆରୀ ରେ ଆରମ୍ଭ ହୋଇଥିଲା ଓ ଅନ୍ୟ ପିଲାଙ୍କ ପାଇଁ ଏଥିପାଇଁ ଖୋଲା ହେଲାକି ସେମାନଙ୍କର ଯଦି ମୂଳରୁ ପାଠ ପଢା ଦୃଢ ନରହେ ତେବେ ସେମାନଙ୍କ ଭିତରେ ଆହୁରି ଦ୍ବାଦ ରହିବା ଯାହା ଫଳରେ ପିଲାମାନେ ଭଲ ପଢିପାରିବେ ନାହିଁ ଓ ଯଦି ଦଶମରେ ପାଠ ଭଲ ଜାଣିନଥିବା କିନ୍ତୁ ଏହାପରେ ଯଦି ସେ ଉତିର୍ଣ୍ଣ ହୋଇ ଆଗକୁ ଯାଏ ତେବେ ତାର ଦ୍ଵନ୍ଦ ଆହୁରି ବଢିବ ତେଣୁ କରି ଏହିପରି କରାଯାଇଛି ।

ତେବେ ଏହିପରି ଭାବରେ ନିୟମ ପାଳନ କରି ବିଦ୍ୟାଳୟ ଖୋଲିବ ବୋଲି ନିର୍ଧାରିତ ହୋଇଛି । ଏହା ପରେ କହିଛନ୍ତି ୧୦୦ ଦିନ ଧରି ପାଠ ପଢା ହେବ । ଏହିପରି ଭାବରେ କଟକଣା ମାନି ବିଦ୍ୟାଳୟ ଖୋଲିବ ବୋଲି ରାଜ୍ୟ ସରକାର କହିଛନ୍ତି । ବିଦ୍ୟାଳୟ ଖୋଲିବ ବୋଲି କେଉଁ କେଉଁ ଗାଇଡ ଲାଇନ ଓ ନିୟମ ସବୁ ପାଳନ କରାଯିବ ତାହା ସବୁ ନିର୍ଧାରିତ ହେବ ।

ପୂର୍ବ ମାସରୁ ଯେପରି srp ଯେଉଁ ସବୁ ଗାଇଡ ଲାଇନ ତିଆରି କରିଥିଲେ ସେଥିରେ ପୁରା ଲେଖା ଯାଇଥିଲା କି କିପରି ନିୟମ୍ ପାଳନ କରିବେ ଓ ନବମ ଏବଂ ଦଶମ ଶ୍ରେଣୀ ଖୋଲା ଯିବ । ଏହାପରେ ଆମେ କହିପାରିବା  ଗଣ ଦିକ୍ଷା ବିଭାଗରୁ କିଛି କଥା ବାହାରକୁ ଆସିଛି ଯେଉଁ ପରି ବିଧି ବଧ ଭାବରେ ବିଜ୍ଞନ୍ତି ଆସି ନାହିଁ ।

କିନ୍ତୁ ଯାହା ସୁଚନା ରହିଛି ସଚିବଙ୍କ ନିକଟରୁ ଆସିଥିଲା କି ନବମ ଓ ଏକାଦଶ ଯାଏଁ ବିଦ୍ୟାଳୟ ଖୋଲିବା ଓ ସେହି ଅନୁସାରେ ମଧ୍ୟ ପରୀକ୍ଷା ହେବ । ଗାଇଡ ଲାଇନ ଅନୁସାରେ ୫୦ ପ୍ରତିସତ ପିଲାମାନେ ବିଦ୍ୟାଳୟ ଆସି ପାଠ ପଢିବେ ଏବଂ ପ୍ରତି ସେକସନରେ  ୫୦ ପ୍ରତି ସତ ପିଲା ରହି ପାଠ ପଢିବେ ଏବଂ ସେମାଏନ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବେ  ସେହି ଭଳି ବ୍ୟବସ୍ଥା ରହିବା ନିହାତି ଥିବ ଓ ସବୁ ବିଦ୍ୟାଳୟ ମାନଙ୍କରେ ସାନିଟାଇଜର ରହିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।