GK Questions and Answers: ଯଦି ଏହି 3 ଟି ଘର ମଧ୍ୟରୁ ଆପଣଙ୍କୁ ଗୋଟିଏ ଘରକୁ ଯିବାକୁ ପଡିବ ତା ହେଲେ ଆପଣ କେଉଁ ଘରକୁ ଯିବେ ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ମାସ୍କ କୁ ଓଡିଆରେ କଣ କୁହାଯାଏ ?

ଉ: ମୁଖା ବା ମୁଖା ପିନ୍ଧିବା

୨- Here ଏବଂ There ମଧ୍ୟରେ ତଫାତ କଣ ?

ଉ: କେବଳ ଗୋଟିଏ T ର ତଫାତ

୩- ପୋଲିସର ଓଡିଆ କଣ ?

ଉ: ଆରକ୍ଷୀ ଅଧିକାରୀ

୪- ଜିରୋ ବ ଶୂନ୍ୟ (୦) ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଭାରତ

୫- UPSC ର ଫୁଲଫର୍ମ କଣ ?

ଉ: Union Public Service Commission

୬- କମ୍ପ୍ୟୁଟର କିଏ ଉଦ୍ଭାବନ କରିଥିଲେ ?

ଉ: ଚାର୍ଲସ୍ ବାବେଜ

୭- କୋଇଲା କେତେ ପ୍ରକାରର ?

ଉ: ୫ ପ୍ରକାରର

୮- ୫ ପ୍ରକାରରର କୋଇଲାର ନାମ କଣ ?

ଉ: ଆଥ୍ରାସାଇଟ, ବିଟୁମିନସ, ଲିଗ୍ନାଇଟ, ପିଟ୍ ଏବଂ ସବ୍ ବିଟୁମିନସ

୯- ଇଣ୍ଟରନେଟ କିଏ ଆବିଷ୍କାର କରିଥିଲେ ?

ଉ: ଭିଣ୍ଟ ସର୍ଫ

୧୦- Zero ର ଆବିଷ୍କାର କିଏ କରିଥିଲେ ?

ଉ: ଗଣିତଜ୍ଞ ବ୍ରହ୍ମଗୁପ୍ତ

୧୧- ଗଣିତର ଜଣକ କାହାକୁ କୁହାଯାଏ ?

ଉ: ଆର୍କିମେଡିସ

୧୨- ଭାରତୀୟଙ୍କୁ ପ୍ରଥମେ କଫି ସହ କିଏ ପରିଚୟ କରାଇଥିଲେ ?

ଉ: ବାବା ବୁଡାନ

୧୩- କ୍ଷେତ୍ରଫଳ ଅନୁସାରେ ପୃଥିବୀର କେଉଁ ଦେଶ ସବୁଠୁ ବଡ ଅଟେ ?

ଉ: ଋଷ

୧୪- କେଉଁ  ତୋନୋଟି ଅକ୍ଷର ଗୋଟିଏ ଛୋଟ ଝିଅକୁ ସ୍ତ୍ରୀ ଲୋକ କରିଦିଏ ?

ଉ: ବୟସ

୧୫- ଭାରତର କେଉଁ ରେଳ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉ: ମାତୁଙ୍ଗା ରେଲୱେ ଷ୍ଟେସନ

୧୬- ୫ ରୁ ୨ କେମିତି କାଢିନେଲେ ତାହା ୪ ହୋଇଯିବ ?

ଉ: FIVE ରୁ IV କାଢିନେଲେ ତାହା ୪ ହୋଇଯିବ

୧୭- କେଉଁ ଦେଶର ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?

ଉ: କୁବେତ

୧୮- ମନୁଷ୍ୟ ଶରୀରରେ ରକ୍ତ କେତେ ମାଇଲ ଗତି କରେ ?

ଉ: ୧୬୮ ନିୟୁତ ମାଇଲ

୧୯- ପ୍ରଥମ ଓଡିଆ ନୋଭେଲର ନାମ କଣ ?

ଉ: ପଦ୍ମମାଳି

୨୦- ଯଦି ତୁମକୁ କୁହାଯିବ ତିନୋଟି ଘରରୁ ଗୋଟିଏ ଘରକୁ ଯିବାକୁ ପଡିବ ତେବେ କେଉଁ ଘରକୁ ଯିବ ? (୧) ନିଆଁ ଲଗା ଘର, (୨) ହତ୍ୟାକାରୀ ମାରିଦେବ, (୩) ଏକ ମାସ ଭୋକିଲା ବାଘ ଥିବା ଘର ?

ଉ: ଏକ ମାସ ଭୋକିଲା ବାଘ ଥିବା ଘରକୁ ଯିବା କାରଣ ସେ ଏତେଦିନ ଭୋକିଲା ରହି ସେ ମରି ଯାଇଥିବ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।