ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ଉଡନ୍ତା ବେଙ୍ଗ କେଉଁଠାରେ ଦେଖିବାକୁ ମିଳନ୍ତି ?
ଉ: ପଶ୍ଚିମ ଘାଟ ପାର୍ବତ୍ଯ ଅଞ୍ଚଳ, ଭାରତରେ
୨- କାହାକୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ ?
ଉ: ସୂର୍ଯ୍ୟ
୩- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତେତି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?
ଉ: ୯ଟି
୪- ଗ୍ରହ ମାନଙ୍କ ମଧ୍ୟରେ ସବୁଠାରୁ ବଡ ଗ୍ରହ କିଏ ?
ଉ: ବୃହସ୍ପତ୍ତି
୫- କେଉଁ ଗ୍ରହ ସୂର୍ଯ୍ୟଙ୍କର ସବୁଠୁ ନିକଟରେ ଅବସ୍ଥିତ ?
ଉ: ବୁଧ ଗ୍ରହ
୬- କିଏ ଲାପଟପ୍ ର ଉଦ୍ଭାବନ କରିଥିଲେ ?
ଉ: କେ. ସିମ୍ପସନ
୭- କିଏ ମୋବାଇଲ ଫୋନ ର ଉଦ୍ଭାବନ କରିଥିଲେ ?
ଉ: ଡ. ମାଟିନ କପର
୮- କିଏ କମ୍ପ୍ୟୁଟର ର ଉଦ୍ଭାବନ କରିଥିଲେ ?
ଉ: ଚାର୍ଲସ୍ ବାବେଜ
୯- କେଉଁ ଦେଶରେ ଅତିଥି ମାନଙ୍କୁ କାନରେ ନାକ ଘଷି ସ୍ଵାଗତ କରାଯାଏ ?
ଉ: ଗ୍ରୀନଲାଣ୍ଡ
୧୦- କେଉଁ ଦେଶରେ ଅତିଥି ମାନଙ୍କୁ ଚୁମ୍ବନ ଦେଇ ସ୍ଵାଗତ କରାଯାଏ ?
ଉ: ଆମେରିକା
୧୧- କେଉଁ ଜୀବ ତା’ ଲାଞ୍ଜ ବାଟେ ମଧ୍ୟ ଦେଖିପାରେ ?
ଉ: ପ୍ରଜାପତି
୧୨- ବିଶ୍ଵର କେଉଁ ଦେଶରେ ପିତା ମହୁ ମିଳେ ?
ଉ: କାନାଡା
୧୩- ବିଶ୍ଵର କେଉଁ ନଦୀର ପାଣି ଖଟା ଲାଗେ ?
ଉ: ମରେଡାର୍ଲିଂ, ଅଷ୍ଟ୍ରେଲିଆ
୧୪- କେଉଁ ଜୀବ ଆଖି ବାଟେ ଶୁଣିପାରେ ?
ଉ: ପାଣିବେଙ୍ଗ
୧୫- କାହାକୁ ଧଳା କୋଇଲିର ଦେଶ ବୋଲି କୁହାଯାଏ ?
ଉ: ସୁଇଜରଲ୍ୟାଣ୍ଡ
୧୬- କିଏ ଦିଆସିଲି ର ଉଦ୍ଭାବନ କରିଥିଲେ ?
ଉ: ଜନ୍ ୱାକର
୧୭- ପରମାଣୁ ବୋମାର ଉଦ୍ଭାବନ କିଏ କରିଥିଲେ ?
ଉ: ଅଟୋହାନ
୧୮- କେଉଁ ପକ୍ଷୀ କେବେବି ବସା ତିଆରି କରେ ନାହିଁ ?
ଉ: କୋଇଲି
୧୯- ନରହତ୍ୟାରେ କେଉଁ ଦେଶ ବିଶ୍ଵ ରେକର୍ଡ କରିଛି ?
ଉ: ବ୍ରାଜିଲ
୨୦- ପୃଥିବୀର ବୃହତ୍ତମ ଜାହାଜ କିଏ ?
ଉ: କୁଇନ ଏଲିଜାବେଥ
୨୧- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ?
ଉ: ବୃହସ୍ପତି
୨୨- କେଉଁ ଦେଶକୁ ସୁନା ମାଛର ଦେଶ ବୋଲି କୁହାଯାଏ ?
ଉ: ଅଷ୍ଟ୍ରେଲିଆ
୨୩- କେଉଁ ଜୀବକୁ ଆଘାତ ଲାଗିଲେ ସେ ମଣିଷ ଭଳି କାନ୍ଦେ ?
ଉ: ଭାଲୁ
୨୪- କେଉଁ ଜୀବର ପାଟିରେ ସବୁଠାରୁ ଅଧିକ ଦାନ୍ତ ରହିଥାଏ ?
ଉ: କୁମ୍ଭୀର
୨୫- କେଉଁ ଫୁଲର ଓଜନ 10 କିଲୋ ଠାରୁ ମଧ୍ୟ ଅଧିକ ?
ଉ: ରାଫ୍ଲେସିଆ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।