ସିଦ୍ଧାନ୍ତ ମହାପାତ୍ରଙ୍କ ଲାଇଫ ଷ୍ଟାଇଲ

ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତା ଅଟନ୍ତି ଯାହାଙ୍କ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ଫ୍ଲପ ହୋଇ ନାହିଁ । ତାଙ୍କର ସବୁ ଫିଲ୍ମ ସୁପରହିଟ ହୋଇଥାଏ । କହିବାକୁ ଗଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଅହମ ଯୋଗଦାନ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ଲାଇଫ ଷ୍ଟାଇଲ, ମୋଟ ସମ୍ପତ୍ତି ଇତ୍ୟାଦି ବିଷୟରେ କହିବାକୁ ଯାଉଛୁ ।

ସିଦ୍ଧାନ୍ତ ମହାପାତ୍ର ୧୯୯୩ରେ ରଚନା ବାନାର୍ଜୀଙ୍କ ସହ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ତାଙ୍କର ପ୍ରଥମ ଓଡିଆ ଫିଲ୍ମ ହେଉଛି ଶ୍ରଦ୍ଧାଞ୍ଜଳି । ଆପଣଙ୍କୁ କହିଦେଉଛୁ କି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କ ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ ଯୋଡି ଅଟେ । ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀଙ୍କ ସହ ପାଖାପାଖି ୪୦ ଟି ଫିଲ୍ମ କରିଛନ୍ତି ଓ ସବୁ ଫିଲ୍ମ ସୁପର ଡୁପର ହିଟ ହୋଇଥିଲା ।

କିନ୍ତୁ ୨୦୦୪ରେ ଏହି ଯୋଡି ଭାଙ୍ଗି ଗଲା । ଏହା ପରେ ରଚନା ବାନାର୍ଜୀ ଓଡିଶାକୁ ଛାଡି କଲିକତା ଚାଲି ଗଲେ । ଅନ୍ୟ ପଟେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ରଙ୍କୁ ବିବାହ କରିଲେ ଓ ବର୍ତ୍ତମାନ ସିଦ୍ଧାନ୍ତ ମହାପାତ୍ର ଦୁଇଟି ସନ୍ତାନଙ୍କ ପିତା ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ରାଜନୀତିରେ ପାଦ ଦେଇଥିଲେ ଓ ଲଗାତାର ଦୁଇ ଥର ସେ ଏମପି ହୋଇଛନ୍ତି ।

ଯଦି ତାଙ୍କର ମାତା ପିତାଙ୍କ ବିଷୟରେ କହିବା ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ପିତା ମାତା ଡାକ୍ତର ଥିଲେ । ସିଦ୍ଧାନ୍ତ ମହାପାତ୍ର ନିଜର କ୍ୟାରିୟରରେ ୧୫୦ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି ଓ ସେ ବର୍ତ୍ତମାନ ବି ଓଡିଆ ଫିଲ୍ମ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ସିଦ୍ଧାନ୍ତ ମହାପାତ୍ର ଗୋଟିଏ ଫିଲ୍ମ ପାଇଁ ୫ ରୁ ୧୦ ଲକ୍ଷ ତାଙ୍କ ନେଇଥାନ୍ତି । ଏହା ଛଡା ସେ ବିଜ୍ଞାପନ ବି କରନ୍ତି ଓ ଗୋଟିଏ ବିଜ୍ଞାପନ ପାଇଁ ସେ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି ।

ସିଦ୍ଧାନ୍ତ ମହାପାତ୍ରଙ୍କ ବରହମପୁର ସହରରେ ଏକ ବଡ ଘର ଅଛି । ଏହା ସହିତ ତାଙ୍କ ପାଖରେ ଏକ ଲଗଜରି କାର ବି ଅଛି । ଏହା ସହିତ ୨ – ୩ ଟି ସୁପର ବାଇକ ଅଛି । ଯାହାର ମୂଲ୍ୟ ୨୫ ରୁ ୩୦ ଲକ୍ଷ ଟଙ୍କା ମଧ୍ୟରେ ଅଟେ । ଏକ ସୂତ୍ରରୁ ଜଣା ପଡିଛି କି ସିଦ୍ଧାନ୍ତ ମହାପାତ୍ରଙ୍କ ମୋଟ ସମ୍ପତ୍ତି ୨୫ରୁ ୩୦ କୋଟି ଟଙ୍କା ଅଟେ ।

ଏହି ତଥ୍ୟ ଇନ୍ଟରନେଟରୁ ସଙ୍ଗୃହିତ କରାଯାଇଅଛି, ଯଦି ଏହାକୁ ନେଇ ଆପଣଙ୍କ କିଛି ମତାମତ ଥାଏ ତେବେ ଆପଣ ଆମକୁ ମେସେଜ କରି ପାରିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।