ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।
୧- କେଉଁ ଭିଟାମିନ ଅଭାବରେ ରକ୍ତ ପ୍ରବାହ ବନ୍ଦ ହୋଇ ନଥାଏ ?
ଊ: ଭିଟାମିନ- K
୨- ହିନ୍ଦୀ ଦିବସ କେବେ ପାଳିତ ହୁଏ ?
ଉ: 14 ସେପ୍ଟେମ୍ବର
୩- ୧୮୫୭ ର ଗଦର ସମୟରେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
ଉ: ଲର୍ଡ କେନିଙ୍ଗ
୪- କେତେ ବର୍ଷରେ ଥରେ ଅଲମ୍ପିକ ଖେଳର ଆୟୋଜନ କରା ଯାଇଥାଏ ?
ଉ: ୪ ବର୍ଷ
୫- ରାଜ୍ୟସଭାର ସଦସ୍ୟ ହେବା ପାଇଁ ସର୍ବନିମ୍ନ କେତେ ବୟସ ହୋଇଥିବା ଆବଶ୍ୟକ ?
ଉ: ୩୦ ବର୍ଷ
୬- ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଦିବସ କେବେ ପାଳନ କରାଯାଏ ?
ଉ: ୧୦ ଡିସେମ୍ବର
୭- ହରିୟାଣାର କେଉଁ ପ୍ରଜାତିର ମଇଁଶି ପ୍ରସିଦ୍ଧ ଅଟେ ?
ଉ: ମୁରାହ
୮- କେଉଁ ମହାପୁରୁଷଙ୍କୁ ଲୌହ ମାନବ ବୋଲି କୁହାଯାଏ ?
ଉ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ
୯- ଭାରତୀୟ ପତାକାର ଦୀର୍ଘ ଏବଂ ପ୍ରସ୍ଥର ଅନୁପାତ କେତେ ଅଟେ ?
ଉ: ୩:୨
୧୦- ମଣିଷ ପ୍ରଥମେ କେଉଁ ଧାତୁର ପ୍ରୟୋଗ କରିଥିଲା ?
ଉ: ତମ୍ବା
୧୧- ପୃଥିବୀର ସବୁଠୁ ଭିତର ଭାଗର ପରସ୍ତ କେଉଁଥିରେ ତିଆରି ହୋଇଥାଏ ?
ଉ: ଲୁହା ଏବଂ ନିକେଲ
୧୨- ଯୋଜନା ଆୟୋଗ କେବେ ବନା ଯାଇଥିଲା ?
ଉ: ୧୯୫୦ ରେ
୧୩- ବିଶାଳ ହରିୟାଣା ପାର୍ଟି କିଏ ବନାଇଥିଲେ ?
ଉ: ରାଓ ବିରେନ୍ଦ୍ର ସିଂହ
୧୪- ଭାରତର ପ୍ରଥମ ବହୁ ଉଦ୍ଦେଶୀୟ ପରିଯୋଜନା କେଉଁ ନଦୀରେ ବନା ଯାଇଥିଲା ?
ଉ: ଦାମୋଦର ନଦୀରେ
୧୫- କେଉଁ ଦେଶର ସ୍ଥଳ ସୀମା ସର୍ବାଧିକ ଦେଶ ସହ ଲାଗିକି ରହିଛି ?
ଉ: ଚୀନ
୧୬- ବାରୋମିଟରର ରିଡିଂ ତୀବ୍ରଗତିରେ ତଳକୁ ଖସିବା କେଉଁ ଘଟଣାର ସୂଚକ ଅଟେ ?
ଉ: ତୋଫାନ
୧୭- କାଜିରଙ୍ଗା ଜାତୀୟ ଅଭୟାରଣ୍ୟ କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?
ଉ: ଆସାମ
୧୮- ପୃଥିବୀ ନିଜ କହୟ ଠାରୁ କେଉଁ ଦିଗରେ ଘୂରିଥାଏ ?
ଉ: ପଶ୍ଚିମରୁ ପୂର୍ବ
୧୯- ଉଜ୍ଜେନ କେଉଁ ନଦୀକୂଳରେ ଅବସ୍ଥିତ ?
ଉ: ଶିପ୍ରା
୨୦- କେଉଁ ଫଳରେ କେବେ ମଧ୍ୟ ପୋକ ଲାଗେ ନାହିଁ ?
ଉ: କଦଳୀ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।