ତଳେ କିଛି ନ ପିନ୍ଧି ମେକଅପ କରାଉଥିବା ସମୟରେ Nora Fatehi ଙ୍କ ଏହି ଡାନ୍ସ ଭିଡିଓ ହେଉଛି ଭାଇରାଲ

ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ନୋରା ଫତେହି ଆଜିକାଲି ପୁଣି ଆଉ ଥରେ ଙ୍କ ପୁରୁଣା ଭିଡିଓ ଗୁଡ଼ିକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ପ୍ରତିଦିନ ନୋରା ଫତେହିଙ୍କ କିଛି ନା କିଛି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ନୋରା ଫତେହିଙ୍କ ଅଲଗା ଅଲଗା ଲୁକ୍ ଦେଖିବାକୁ ମିଳୁଛି । ନିକଟରେ ତାଙ୍କ ରିଲିଜ୍ ହୋଇଥିବା ଗୀତ “ନାଚ୍ ମେରି ରାନୀ” ର ସଫଳତା ପରେ ନୋରା ଫତେହି ପ୍ରାୟ ସବୁ ଦିନ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ରେ ସଂପ୍ରତିରେ ଫଟୋ ସୁଟ କରିଥିବା ଫଟୋ ଓ ଭିଡିଓ ଗୁଡ଼ିକୁ କରୁଛନ୍ତି ।

ତେବେ ଆଜିକାଲି ନୋରା ଫତେହିଙ୍କ ନାମ ତାଙ୍କ ମେକଅଫ୍ ଆର୍ଟିଷ୍ଟ ଙ୍କ ସହ ଯୋଡ଼ା ଯାଉଛି । ଖବର ମଧ୍ୟ ରହିଛି କି ଏମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । କାହିଁକି ନା ଦୁଇଜଣଙ୍କ ଏକା ସାଥିରେ କିଛି ନା କିଛି ଫଟୋ ଓ ଭିଡିଓ ସବୁ ଭାଇରାଲ୍ ହୋଇ ଥାଉଛି । ଏବେ ଦୁଇଜଣଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ସେହି ଭିଡ଼ିଓରେ ନୋରା ଫତେହି ତାଙ୍କ ମେକଅଫ୍ ଆର୍ଟିଷ୍ଟ ଙ୍କ ସହ ତାଙ୍କ ରୁମ୍ ରେ ମେକଅଫ୍ କରୁଥିବା ସମୟରେ ଡାନ୍ସ କରୁଥିବାର ଦେଖିବାକୁ ପାଇବେ । ଭିଡ଼ିଓରେ ନୋରା ଏକଦମ୍ ସାଧାରଣ ଲୁକ୍ ରେ ଅଛନ୍ତି । ଧଳା ରଙ୍ଗର ଜଙ୍ଘ ରୁ ତଳ ଯାଏ କଟା ଥିବା ଡ୍ରେସ୍ ସହ ଖୋଲା ରଖିଥିବା କର୍ଲି ହେୟାର ଓ ତାଙ୍କ ମେକଅଫ୍ ମଧ୍ୟ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଲାଗୁଛି ।

ଏହା ସହ ନୋରାଙ୍କ ଡାନ୍ସ ମୁଭ ମଧ୍ୟ ଖୁବ୍ ଉଚ୍ଚ କୋଟୀର ହୋଇଛି । କିନ୍ତୁ  ସେହି ଭିଡ଼ିଓରେ ନୋରାଙ୍କ ସହ ତାଙ୍କ ମେକଅଫ୍ ଆର୍ଟିଷ୍ଟ ମଧ୍ୟ ଡାନ୍ସ କରୁଥିବାର ଆପଣ ଦେଖି ପାରିବେ । ତା ସହ ତାଙ୍କ ମେକଅଫ୍ ଆର୍ଟିଷ୍ଟ ତାଙ୍କ ମେକଅଫ୍ ମଧ୍ୟ କରୁଥିବାର ଦେଖିବାକୁ ପାଇବେ । ନୋରାଙ୍କ ମତରେ ଡାନ୍ସ ତାଙ୍କ ତ୍ଵଚାକୁ ଉଜ୍ଜଳ ଓ ସ୍ୱାସ୍ଥ୍ୟକର ରଖେ, ସେଥିପାଇଁ ସେ ପ୍ରାୟତଃ ଡାନ୍ସ କରିବାକୁ ପସନ୍ଦ କରନ୍ତି ।

ସେହି କାରଣରୁ ବୋଧେ ନୋରା ଓ ତାଙ୍କ ମେକଅଫ୍ ଆର୍ଟିଷ୍ଟ ଙ୍କୁ ଗାଡ଼ିରେ ବସିଥିବା ବେଳେ ମଧ୍ୟ ଡାନ୍ସ କରିବାକୁ ପସନ୍ଦ ଅଟେ । ଆଉ ଏକ ଭିଡ଼ିଓରେ ନୋରା ଏକ ରଙ୍ଗୀନ ଝିଲମିଲ ଡ୍ରେସ୍ ଡ୍ରେସ୍ ପିନ୍ଧିଛନ୍ତି, ହାଲୁକା ମେକଅଫ୍ ସହ ନିଜ କେଶ ମଧ୍ୟ ଖୋଲା ରଖିଛନ୍ତି ଓ ନିଜ ମେକଅଫ୍ ଆର୍ଟିଷ୍ଟଙ୍କ ସହ ଗାଡ଼ିରେ ବସିଥିବା ଅବସ୍ଥାରେ ଏକାଠି ଗୀତ ଗାଇ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ନୋରା ପାଣି ବୋତଲ କୁ ହାତରେ ମାଇକ ପରି ଧରି ଇଂରାଜୀ ଗୀତ ଗାଉଥିବାର ଆପଣ ଦେଖି ପାରିବେ ।

ଏହା ଛଡ଼ା ନୋରା ଓ ତାଙ୍କ ମେକଅଫ୍ ଆର୍ଟିଷ୍ଟଙ୍କୁ ବିଚ୍ ସାଇଡ ଡାନ୍ସ କରୁଥିବାର ମଧ୍ୟ ଦେଖା ଯାଇଥିଲା । ଯେଉଁଥିରେ ସେମାନଙ୍କ ଡାନ୍ସ ମୁଭ୍ ଗୁଡ଼ିକୁ ଦେଖି ସମସ୍ତେ ତାଙ୍କର ଦିୱାନା ହୋଇଯାଇଥିଲେ । ନୋରାଙ୍କ ମେକଅଫ୍ ଆର୍ଟିଷ୍ଟଙ୍କୁ ଇଭେଣ୍ଟ ଓ ଆୱାର୍ଡ଼ ଫଙ୍କସନ୍ ଗୁଡିକରେ ପ୍ରାୟତଃ ତାଙ୍କ ସହ ଦେଖିବାକୁ ମିଳିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।