Odia GK Questions- କେଉଁ ଦେଶରେ ଲାଲ ରଙ୍ଗର ହାତୀ ଦେଖିବାକୁ ମିଳନ୍ତି ? IAS Exam Questions

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- କେଉଁ ଜୀବର ୩୨ଟି ମସ୍ତିଷ୍କ ଥାଏ ?

ଉ: ଜୋକ

୨- କେଉଁ ଜୀବର ଜିଭରେ ବି ଦାନ୍ତ ରହିଥାଏ ?

ଉ: ହଂସ

୩- ବିଶ୍ଵର କେଉଁ ଦେଶରେ ଗୋଟିଏ ବି କ୍ଷେତ ନାହିଁ ?

ଉ: ସିଙ୍ଗାପୁର

୪- ଏମିତି କେଉଁ ଜେବ ଅଛି ଯିଏ କେବେ ନିଃଶ୍ଵାସ ନିଏ ନାହିଁ ?

ଉ: ହେନ୍ନିଗୁୟା ସାଲ୍ମିନିକୋଲା

୫- କେଉଁ ସହରକୁ ଭାରତର ପ୍ୟାରିସ ବୋଲି କୁହାଯାଏ ?

ଉ: ଜୟପୁର

୬- ବିଶ୍ଵର ସବୁଠୁ ସୁନ୍ଦର ମହିଳା କିଏ ?

ଉ: ବେଲା ହଦୀଦ

୭- କବାଡି ଖେଳରେ କେତେ ଜଣ ଖେଳାଳି ଥାଆନ୍ତି ?

ଉ: ୭ ଜଣ

୮-  ରାଜ୍ୟପାଳଙ୍କ କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?

ଉ: ୫ ବର୍ଷ

୯- ଭାରତର ସବୁଠୁ ଧନୀ ମହିଳା କିଏ ?

ଉ: ରୋଶନୀ ନାଡର

୧୦- ଶୁଦ୍ଧ ସୁନା କେତେ କ୍ୟାରେଟର ହୋଇଥାଏ ?

ଉ: 24 କ୍ୟାରେଟ

୧୧- ପାକିସ୍ତାନର ରାଷ୍ଟ୍ରୀୟ ଖେଳ କଣ ?

ଉ: ହକି

୧୨- ଉଡାଜାହାଜର ଟାୟାରରେ କେଉଁ ଗ୍ଯାସ ଭରା ଯାଇଥାଏ ?

ଉ: ନାଇଟ୍ରୋଜେନ

୧୩- ଘଡି ସର୍ଫ କେଉଁ ଦେଶର କମ୍ପାନୀ ଅଟେ ?

ଉ: ଭାରତ

୧୪- ଦୁନିଆର କେଉଁ ଦେଶ ସବୁଠୁ ଅଧିକ ଘୁଷୁରି ପାଳିଥାଏ ?

ଉ: ଚୀନ

୧୫- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ ?

ଉ: ନାସିକ

୧୬- କାହାକୁ ମସଲା ମାନଙ୍କ ରାଣୀ ବୋଲି କୁହାଯାଏ ?

ଉ: ଅଳେଇଚ

୧୭- ସୂର୍ଯ୍ୟଙ୍କ କିରଣରେ କେତୋଟି ରଙ୍ଗ ଥାଏ ?

ଉ: ୭ଟି

୧୮- ତାଜମହଲ ନିର୍ମାଣ ପାଇଁ କେତେ ଜଣ ଶ୍ରମିକ କାର୍ଯ୍ୟ କରିଥିଲେ ?

ଉ: ୨୦ ହଜାର

୧୯- ରଙ୍ଗୋଲି ଭାରତର କେଉଁ ରାଜ୍ୟର ଏକ ପ୍ରମୁଖ କଳା ଅଟେ ?

ଉ: ମହାରାଷ୍ଟ୍ର

୨୦- ବ୍ଯାଙ୍କକୁ ଓଡିଆରେ କଣ କୁହାଯାଏ ?

ଉ: ଅଧିକୋଷ

୨୧- ସତ୍ୟମେବ ଜୟତେ କେଉଁ ଶାସ୍ତ୍ରରୁ ନିଆଯାଇଛି ?

ଉ: ମୁଣ୍ଡକୋପନିଷଦ

୨୨- କେଉଁ ଜୀବ ୩୦ ଫୁଡ଼ ପର୍ଯ୍ୟନ୍ତ କୁଦିପାରେ ?

ଉ: କଙ୍ଗାରୁ

୨୩- ବିଶ୍ଵର ସବୁଠୁ ବଡ ରେଳ ବ୍ୟବସ୍ଥା କେଉଁ ଦେଶ ପାଖରେ ରହିଛି ?

ଉ: ଆମେରିକା

୨୪- କେଉଁ ପକ୍ଷୀ କେବେବି ବସା ତିଆରି କରେ ନାହିଁ ?

ଉ: କୋଇଲି

୨୫- କେଉଁଠାରେ ଲାଲ ହାତୀ ଦେଖିବାକୁ ମିଳେ ?

ଉ: କେନିୟା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।