Interesting GK Questions: କେଉଁ ଦେଶରେ ଗାଳି ଦେଲେ 5 ବର୍ଷ ପାଇଁ ଦଣ୍ଡ ଭୋଗିବାକୁ ପଡେ ?

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- କେଉଁ ଗଛରେ ଆମେ ଚଢିପାରିବା ନାହିଁ ?

ଉ: କଦଳୀ ଗଛ

୨- ଦୁନିଆର ସବୁଠୁ ମହଙ୍ଗା ପଥରର ନାମ କଣ ?

ଉ: ନୀଳ ହୀରା

୩- ଭାରତର ରାଷ୍ଟ୍ରୀୟ ଜଳୀୟ ପଶୁ କିଏ ?

ଉ: ଡଲଫିନ

୪- ସୋୟାବିନରେ କେଉଁ ଭିଟାମିନ ରହିଥାଏ ?

ଉ: ଭିଟାମିନ- K

୫- କେଉଁ ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ମାନାଯାଏ ?

ଉ: ଧଳା

୬- କେଉଁ ପଶୁର କ୍ଷୀର ପାନ କଲେ ବୁଦ୍ଧି ତେଜ ହୋଇଥାଏ ?

ଉ: ଗାଈ

୭- କେଉଁ ଦେଶରେ ଦୁଇରୁ ଅଧିକ ପିଲା ଜନ୍ମ କଲେ ଦଣ୍ଡ ଭୋଗ କରିବାକୁ ପଡିଥାଏ ?

ଉ: ଉତ୍ତର କୋରିଆ

୮- କାହାକୁ ମସଲା ମାନଙ୍କର ରାଜା ବୋଲି କୁହାଯାଏ ?

ଉ: ଗୋଲ ମରିଚ

୯- କେଉଁ କମ୍ପାନୀ ତା’ର କର୍ମଚାରୀ ମରିଯିବା ପରେ ବି ସାଲାରୀ ଦିଏ ?

ଉ: ଗୁଗୁଲ

୧୦- ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?

ଉ: ମାର୍ଚ୍ଚ ୨୨

୧୧- କେଉଁ ଦେଶରେ ନୀଳ ରଙ୍ଗର ଗୋଲାପ ଫୁଲ ଦେଖିବାକୁ ମିଳେ ?

ଉ: ଭାରତ

୧୨- ଆଲିଗଡ କେଉଁ ଉତ୍ପାଦ ପାଇଁ ପ୍ରସିଦ୍ଧ ଅଟେ ?

ଉ: ତାଲା ପ୍ରସ୍ତୁତ କରିବା ପାଇଁ

୧୩- ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଖ୍ୟ କାର୍ଜ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉ: ମୁମ୍ବାଇ

୧୪- ଦୁନିଆର ସବୁଠୁ ସୁଖମୟ ଦେଶ କେଉଁଟି ?

ଉ: ଫିନଲ୍ଯାଣ୍ଡ

୧୫- କେଉଁ ମୁସଲିମ ଶାସକ ମୁଦ୍ରା ଉପରେ ଲକ୍ଷ୍ମୀ ଦେବୀଙ୍କ ଆକୃତି ବନାଇଥିଲେ ?

ଉ: ମହମ୍ମଦ ଘୋରି

୧୬- କେଉଁ ଦେଶକୁ ଛୋଟ ଭରତ ବୋଲି କୁହାଯାଏ ?

ଉ: ଫିଜୀ

୧୭- ସବୁଠୁ ଅଧିକ ରେଶମୀ ଶାଢୀ କେଉଁଠି ବନାଯାଏ ?

ଉ: ମୀରଟ

୧୮- ଭାରତର ସବୁଠୁ ବଡ ବ୍ଯାଙ୍କ କିଏ ?

ଉ: ଭାରତୀୟ ରିଜର୍ଭ ବ୍ଯାଙ୍କ

୧୯- ବିଶ୍ଵର କେଉଁ ଦେଶରେ ସବୁଠୁ ଅଧିକ ସମାଚାର ପଢାଯାଏ ?

ଉ: ହ॰କଙ୍ଗରେ

୨୦- କେଉଁ ଦେଶରେ ଗାଳି ଦେଲେ 5 ବର୍ଷ ପାଇଁ ଦଣ୍ଡ ଭୋଗିବାକୁ ପଡେ ?

ଉ: କ୍ୟୁବା ରେ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।