ଜାଣନ୍ତୁ କେତେ ଟଙ୍କାର ମାଲିକ ଏମ ଏସ ଧୋନୀ, ଏତେ ସବୁ ଗାଡି ରହିଛି ଦେଖନ୍ତୁ

ମହେନ୍ଦ୍ର ସିଂ ଧୋନି , ଆପଣ ମାନେ ଅଳ୍ପେ ବହୁତ ଏହି ନାମ ସହିତ ପରିଚିତ ଥିବେ ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ।ମହେନ୍ଦ୍ର ସିଂ ଧୋନି ଭାରତୀୟ କାହିଁକି ବିଶ୍ୱର କ୍ରିକେଟର ଗୋଟିଏ ଜଣାଶୁଣା ବ୍ୟକ୍ତି ଅଟନ୍ତି । ସେ ଭାରତୀୟ କ୍ରିକେଟର ପୂର୍ବତନ କ୍ୟାପଟେନ ଥିଲେ ।ଧୋନି କ୍ରିକେଟ ଖେଳରେ ବ୍ୟାଟିଂ ହେଉ କି କିପିଙ୍ଗ ଏଥିରେ ସେ ବହୁତ ଧୁରନ୍ଧର ଥିଲେ ସେ କିପିଙ୍ଗ କରୁଥିବାବେଳେ ବଡ଼ରୁ ବଡ଼ ବ୍ୟାଟ୍ସମ୍ୟାନ ମାନେ କ୍ରିଜ ଛାଡି ବ୍ୟାଟିଂ କରିବାକୁ ଭୟ କରନ୍ତି ।

ଧୋନି ଯେତେବେଳେ ବ୍ୟାଟିଂ କରନ୍ତି ଯେତେ ବଡ ସ୍କୋର ହେଇଥାଆୱାଚେ କେହି ବି ଭାବିପାରିବେନି ଯେ ସେ ସେହି ରନ ର ପିଚା କରିପାରିବେ ନାହିଁ ବୋଲି । ସେ ଭାରତ କୁ ୨୦୦୭ ରେ ଟୋଣ୍ଟି ଟୋଣ୍ଟି ବିଶ୍ୱକପ , ୨୦୧୧ ରେ ଏକଦିବସିଅ ବିଶ୍ୱକପ , ୨୦୧୩ରେ ଚାମ୍ପିୟାନଶୀପ ଟ୍ରଫି ଓ ଏସିଆକପ ଜିଟାଇଥିଲେ ।

ଧୋନି ଭାରତ କୁ ଟେଷ୍ଟ ଟି ଟୋଣ୍ଟି , ଏକଦିବସିୟ ଏହି ତିନୋଟି ଫର୍ମାଟରେ ଭାରତ କୁ ଏକନମ୍ବର ରେ ପହଂଚାଇଥିଲେ । ଧୋନିଙ୍କର ଏହି ପ୍ରଦଶନ ଫଳରେ ବହୁତ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଓ ମାଲିକ ମଧ୍ୟ ହୋଇଛନ୍ତି । ସେ ଏହି କ୍ରିକେଟ ଫଳରେ ବହୁତ ବଡ଼ ଧନୀ ବ୍ୟକ୍ତି ମଧ୍ୟ ହୋଇଯାଇଥିଲେ । ଯଦି ଧୋନୀଙ୍କ ସମ୍ପତି ବିଷୟରେ କହିବା ତ ୨୦୧୭ ରେ ଆସିଥିବା ରିପୋଟ ଅନୁସାରେ ଧୋନୀଙ୍କର ମୋଟ ସମ୍ପତି ୧୧୦ ମିଲିୟନ ଡ଼ଲାର ଅର୍ଥାତ ଭାରତୀୟ ମୁଦ୍ରାଅନୁସାରେ ୭୩୮ କୋଟି ଟଙ୍କାର ଶମ୍ପତିର ଥିଲା ।

ପ୍ରତେକ ବର୍ଷ ଧୋନି ୧୭ ମିଲିଅନ ଡ଼ଲାର ଅର୍ଥାତ ୧୧୪କୋଟିଟଙ୍କା ରୋଜଗାର କରନ୍ତି ସେ ଏହି ଟଙ୍କା ବିଭର୍ଣ୍ଣ କମ୍ପାନୀର ବିଜ୍ଞାପନ ଓ ଖେଳରୁ ପ୍ରାପ୍ତ ପୁରସ୍କାରରୁ ଅର୍ଜିତ କରିଥାନ୍ତି । ଏହା ସହ ଧୋନି ଗାଡି ର ମଧ୍ୟ ସଉକ ରଖନ୍ତି । ତାଙ୍କ ପାଖରେ ପାଖା ପାଖି ୮କୋଟି ଟଙ୍କାର ୬ ଟି ଏସ ୟୁ ଭି କାର ଅଛି । ଆଉ ଯଦି ବାଇକ କଥା କହିବା ତେବେ ତାଙ୍କ ପାଖରେ ୧୫ ରୁ ୨୦ ଟି ବାଇକ ଅଛି । କାହିଁକି ନା ସେ ବାଇକ ଚଳେଇବାକୁ ବହୁତ ଭଲ ପାଆନ୍ତି । ସେ ଖାଲି ସମୟରେ ବାଇକ ଚଳାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।