ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି ? ଏହା ସହିତ 21ଟି Question ଓ Answer

ଆଜି ଆମେ ଆପଣ ମାନଙ୍କ ପାଇଁ ନାଏ ଆସିଚୁ GK ର କୌତିକିଆ ପ୍ରଶ୍ନ । ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଜର IQ ଲେବେଲ୍ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଆପଣଙ୍କୁ ଇନ୍ତିବିୟୁ ରେ ମଧ୍ୟ ସାହାଯ୍ୟ କରିବା । ଯଦି ଆପଣ IAS l, UPSC, IPS ଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ କାମରେ ଆସିପାରେ । ତେବେ ଚାଲନ୍ତୁ ଜାଣିବା

୧ – ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି ?

ଉତ୍ତର – ପାକିସ୍ତାନ

୨ – ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

୩ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକସିଗେରେଟ ଖାଇଥାନ୍ତି ?

ଉତ୍ତର – ଭାରତ

୪ – ଦୁନିଆରେ ସବୁଠୁ ଉଚ୍ଚ ବିଲିଡିଙ୍ଗ କେଉଁଠି ଅଛି ?

ଉତ୍ତର – ଦୁବାଇ

୫ – କେଉଁ ଦେଶରେ ଗୋଟିଏ ହେଲେ ବି କୃଷକ ନାହାନ୍ତି ?

ଉତ୍ତର – ଭାଟିକାନ ସିଟି

୬ – ଭାରତ ପ୍ରଥମ ରେଳ ଷ୍ଟେସନ କେଉଁଠି ହେଇଥିଲା ?

ଉତ୍ତର – ମୁମ୍ବାଇ

୭ – ବିଶ୍ଵର ସବୁଠୁ ଚାନ୍ଦି ଉତ୍ପାଦକ ଦେଶର ନାମ କଣ ?

ଉତ୍ତର – ମେକ୍ସିକୋ

୮ – ଭାରତରେ କେଉଁ ରାଜ୍ୟରେ ସବୁଠୁ ଅଧିକ କୁକୁର ଅଛନ୍ତି ?

ଉତ୍ତର – ବିହାର

୯ –  କେଉଁ ଦେଶରେ ଟିକ ଟକ ଚଲେଇବା ଅପରାଧ ଅଟେ ?

ଉତ୍ତର – ନର୍ଥ କୋରିୟା

୧୦ – ବିଶ୍ଵର କେଉଁ ଦେଶରେ ଧଳା ରଙ୍ଗର ହାତୀ ଦେଖିବାକୁ ମିଳିଥାଏ ?

ଉତ୍ତର – ଥାଇଲ୍ୟାଣ୍ଡ

୧୧ – ଦୁନିୟାରେ ସବୁଠୁ ବୁଦ୍ଧିମାନ ପକ୍ଷୀ କିଏ ଅଟେ ?

ଉତ୍ତର – ଆଫ୍ରିକନ ଗ୍ରେ ତୋତା

୧୨ – କେଉ ଦେଶରେ ପୋଷା କୁକୁର ରଖିବା ଅପରାଧ ଅଟେ ?

ଉତ୍ତର – ଆଇସଲ୍ୟାଣ୍ଡ

୧୩ – କେଉଁ ଦେଶରେ ଲୋକମାନେ ଘଡି ପିନ୍ଧନ୍ତି ନାହିଁ ?

ଉତ୍ତର – କ୍ୟୁବା

୧୪ – କେଉଁ ଦେଶରେ ପତାକା ସବୁଠୁ ପୁରୁଣା ଅଟେ ?

ଉତ୍ତର – ଡେନମାର୍କ

୧୫ – ଅନ୍ତରାଷ୍ଟ୍ରୀୟ ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୨୨ ଏପ୍ରିଲ

୧୬ – କୌଣସି ଭି ୱେବସାଇଟର ପ୍ରଥମ ପେଜକୁ କଣ କୁହନ୍ତି ?

ଉତ୍ତର – ହୋମ ପେଜ

୧୭ – ବିଶ୍ୱରେ ସବୁଠୁ ମହଙ୍ଗା ଫଳ କେଉଁଠି ମିଳିଥାଏ ?

ଉତ୍ତର – ଜାପାନ

୧୮ – କେଉଁ ଦେଶରେ ଆଜି ପର୍ଯ୍ୟନ୍ତ ଭୂକମ୍ପ ଆସି ନାହିଁ ?

ଉତ୍ତର – Norway

୧୯ – କେଉଁ ଦେଶରେ ଗୋଟିଏ ହେଲେ ବି ମାଛ ନାହାନ୍ତି ?

ଉତ୍ତର – ଫିନଲ୍ୟାଣ୍ଡ

୨୦ – ବିଶ୍ୱର କେଉଁ ନଦୀର ପାଣି ଗରମ ଅଛି ?

ଉତ୍ତର – ନୀଳ ନଦୀ

୨୧ – ଗୋଟିଏ ଲୋକ ନିଜର ସ୍ତ୍ରୀ, ଭଉଣୀ, ଝିଅ ଓ ଭାଇର ଦେଖି ପାରିବ କିନ୍ତୁ ନିଜ ମାର ସେହି ଜିନିଷଟି କେବେ ବି ଦେଖି ପାରିବ ନାହିଁ, କୁହ ତାହା କଣ ଅଟେ ?

ଉତ୍ତର – ବାହାଘର