କେତେ କୋଟି ସମ୍ପତି ର ମାଲିକ ଅଟନ୍ତି Silpa Shetty ଙ୍କ ସ୍ଵାମୀ Raj Kundra, ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅଶ୍ଳୀଳ ଫିଲ୍ମ ବନାଇବା ଓ ଝିଅ ମାନଙ୍କୁ ଜବରଦସ୍ତି ସେଥିରେ କାମ କରାଇବା ଅପରାଧରେ ତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ତେବେ ଏହି ଘଟଣା ପରେ ରାଜ କୁନ୍ଦ୍ରାଙ୍କ ବିଷୟରେ ଅନେକ ଜାଣିବା କଥା ସବୁ ସାମନାକୁ ଆସୁଛି । ସୋସିଆଲ ମିଡିଆରେ ମଧ୍ୟ ଲୋକେ ତାଙ୍କୁ ଖୁବ ଟ୍ରୋଲ କରୁଛନ୍ତି । ଏପରି ମଧ୍ୟ ଶୁଣିବାକୁ ମିଳିଛି ରାଜ କୁନ୍ଦ୍ରା ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ଠାରୁ ମଧ୍ୟ ଦଶ ଗୁଣ ଅଧିକ ଟଙ୍କା ରୋଜଗାର କରନ୍ତି । ଆଜି ଆମେ ଆପଣଙ୍କୁ ଦୁନିଆର ଏହି ଟପ୍ ଲିଷ୍ଟେଡ ବିଜନେସ ଟାଇକୁନ ରାଜ କୁନ୍ଦ୍ରାଙ୍କ ସମ୍ପତ୍ତି ବିଷୟରେ କହିବୁ ।

ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଦୁନିଆର ସବୁଠୁ ଧନୀ ବିଜନେସ ମ୍ୟାନଙ୍କ ମଧ୍ୟରେ ଗଣିତ ହୁଅନ୍ତି । ରାଜ କୁନ୍ଦ୍ରା ଜେନ ବ୍ରିଟିଶ- ଭାରତୀୟ ବିଜନେସ ମ୍ୟାନ ଅଟନ୍ତି । ବିଜନେସ କରିବା ସହ ତାଙ୍କୁ କ୍ରିକେଟ ଓ ମାର୍ଶାଲ ଆର୍ଟ ପରି କଳା କୌଶଳ ମଧ୍ୟ ଖୁବ ପସନ୍ଦ ଅଟେ । ନିଜ ଗ୍ରାଜୁଏସନ ପୁରା କରିବା ପରେ ନିଜ ପିତାଙ୍କ ଅନୁମତିରେ ରାଜ କୁନ୍ଦ୍ରା ବିଜନେସ ଆରମ୍ଭ କରିଥିଲେ ।

ହିରୋର ବିଜନେସ କରିବା ପାଇଁ ସେ ଦୁବାଇ ଚାଲି ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା । ଏହାପରେ ସେ ନେପାଲର ପଶ୍ମିନା ଶଲକୁ କିଣି ବ୍ରିଟେନରେ ଏହାକୁ ଏକ ବ୍ରାଣ୍ଡ ବନାଇ ବିକ୍ରି କରିଥିଲେ । ତାଙ୍କର ଏହି ବିଜନେସ ଖୁବ ଭଲ ଚାଲିଲା । ଯାହା ପରେ ସେ ପୁଣି ଠାରେ ହିରୋର ବିଜନେସ କରିବା ପାଇଁ ଦୁବାଇ ଯାଇଥିଲେ ।

ଆଉ ଏଥର ତାଙ୍କୁ ସେଠାରେ ମଧ୍ୟ ସଫଳତା ମିଳିଥିଲା । ଏହା ପରେ ରାଜ କୁନ୍ଦ୍ରା ଧୀରେ ଧୀରେ ଅନେକ ବିଜନେସରେ ନିଜ ଭାଗ୍ୟ ପରୀକ୍ଷା କରି ଚାଲିଲେ ଓ ତାଙ୍କୁ ଖୁବ ସଫଳତା ମଧ୍ୟ ମିଳିଲା । ଏହି ପରି ବିଜନେସରେ ଆଗେଇ ଚାଲି ଆଜି ରାଜ କୁନ୍ଦ୍ରା ୩୨୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ମାତ୍ର ଏଥର ସେ ବହୁତ ବଡ ବିବାଦରେ ଫସି ଯାଇଛନ୍ତି । ଶୁଣା ଯାଉଛି କି ଏଥିପାଇଁ ତାଙ୍କୁ ୧୦ ଲକ୍ଷ ତାଙ୍କର ଜୋରିମାନା ସହ ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡି ପାରେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।