ଓଡିଶା ରେ ରିସେପ୍ସନ ପାର୍ଟି ଦେଲେ ସବ୍ୟ-ଅର୍ଚ୍ଚିତା, ଦେଖନ୍ତୁ ପୁରା ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।  ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଲାଇଫକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଦୁଇଟି ଅଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ସେହି ଦୁଇଟି କଳାକାର ଆଉ କେହି ନୁହେଁ ବନ୍ଧୁଗଣ ସେମାନେ ହେଉଛନ୍ତି ଅଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚିତା । ଏହି ଦୁଇଜଣ ଏହି କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯାହାଫଳରେ ଏମାନଙ୍କର କିଛି ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନରେ ହୋଇଥିଲା । ହେଲେ ଏମାନଙ୍କ ବିବାହ ସଂପୂର୍ଣ୍ଣ ଓଡିଆ ରୀତିନୀତିରେ ସମ୍ପନ୍ନ ହୋଇଥିଲା । ରାଜସ୍ଥାନରେ ବିବାହ କରିବା ପରେ ଏହି ଦୁଇଜଣ କିଛି ସମୟ ରାଜସ୍ଥାନରେ ରହି ନୂଆ ନୂଆ ସ୍ଥାନରେ ଭ୍ରମଣ କରିଥିଲେ ଓ ଗତ କିଛି ଦିନ ପୂର୍ବରୁ ଏହି ଦୁଇଜଣ ଓଡିଶା ଫେରି ଥିଲେ ।

ବନ୍ଧୁଗଣ ଓଡିଶା ଫେରିବା ପରେ ଏହି ଦୁଇଜଣ ତାଙ୍କର ରିସେପ୍ସନ ପାର୍ଟିକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥିଲେ ଓ ଗତକାଲି ଏହି ଦୁଇଜଣଙ୍କର ରିସେପ୍ସନ ପାର୍ଟି ଭୁବନେଶ୍ବରରେ ହୋଇଥିଲା । ବନ୍ଧୁଗଣ ଏହି ଦୁଇଜଣଙ୍କର ରିସେପ୍ସନ ପାର୍ଟିର କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିବାହ ବନ୍ଧନରେ ବାନ୍ଧି ହେବା ପରେ ସବ୍ୟ ଓ ଅର୍ଚିତା ଗତକାଲି ଭୁବନେଶ୍ବରର ଏକ ବଡ ପ୍ୟାଲେସରେ ନିଜର ରିସେପ୍ସନ ପାର୍ଟି ଦେଇଥିଲେ । ଯେଉଁଠି କେତେକ ବଡ ବଡ ଓଡିଆ କଳାକାର ଓ ଫିଲ୍ମ ନିର୍ମାତା ମାନେ ଯୋଗ ଦେଇଥିଲେ । ଏହି ଦୁଇଜଣଙ୍କ ବିବାହରେ ଗୀତକାର ଅଭିଜିତ ମଜୁନ୍ଦାର ଓ ପ୍ରେମାନନ୍ଦ ପରି ନାମୀ ଦାମୀ କଳାକାର ମାନେ ମଧ୍ୟ ଦେଖିବାକୁ ମିଳିଥିଲେ ।

ଏହି କଳାକାର ମାନେ ଅର୍ଚିତା ଓ ସବ୍ୟଙ୍କୁ ଶୁବେଛା ଜଣାଇବା ସହିତ କେତେକ ଉପହାର ମଧ୍ୟ ଦେଇଛନ୍ତି । ସବ୍ୟ ଓ ଅର୍ଚିତାଙ୍କ ରିସେପ୍ସନ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି ।

ଏହି ରିସେପ୍ସନରେ ଅର୍ଚିତା ଏକ ନାଲି ଶାଢୀରେ ବହୁତ ସୁନ୍ଦର ନଜର ଆସୁଥିଲେ ଓ ଅନ୍ୟ ପକ୍ଷରେ ସବ୍ୟ ଏକ ବ୍ରାଉନ ରଙ୍ଗର କୋର୍ଟ ପିନ୍ଧି ବେସ ଝଲକୁ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ରିସେପ୍ସନ ଫଟୋ ଓ ଭିଡିଓ  କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।