Vastu Tips- ଗୋଟିଏ ଲୋଟା ଜଳରେ ସବୁଦିନ ସକାଳୁ କରନ୍ତୁ ଏହି ଉପାୟ, ଧାନ ସୁଖ ସମୃଦ୍ଧି ସବୁ କିଛି ମିଳିବ

ଆମକୁ ଧନପ୍ରାପ୍ତି ହେଉ, ଆମେ ରୋଗମୁକ୍ତ ରହୁ ଓ ଆମେ ଭଲରେ ଜୀବନଯାପନ କରୁ । ଆମର ମନୋକାମନା ପୂର୍ଣ୍ଣ ହେଉ । ଆମେ ଚାହୁଁ ସମସ୍ତ ରୋଗପୂର୍ଣ୍ଣ ହେଉ ଓ ସମସ୍ତେ ଭଲ ରହୁ । ଜ୍ୟୋତିଷ ଶାସ୍ତ୍ରରେ ଏହି ଉପାୟ ସବୁ କୁହାଯାଇଛି । ଯାହାକୁ ଆପଣ ପ୍ରତିଦିନ ସହଜରେ କରିପାରିବେ । । ଆପଣ ଏହି ଉପୟକୁ ନିଜ ଦିନଚର୍ଯ୍ୟା ଭିତରେ କାମ କଲେ ସବୁ ଭଲ ହେବ । ଏମିତି କଲେ ଧନ ଓ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୁଏ । ଆମେ ସବୁବେଳେ ଆମ ଜୀବନରେ ସୁଖ ପ୍ରାପ୍ତି କରୁ । ମନୋକମନା ପ୍ରାପ୍ତି କରିବାକୁ ଭଲ ହେବ ।

ଲକ୍ଷେ ପ୍ରୟାସ କଲେ ମଧ୍ୟ ଶାନ୍ତି ସମୃଦ୍ଧି ପ୍ରାପ୍ତି ହୋଇନଥାଏ । ଆମର ଧନ ଅଭାବ ହୋଇଥାଏ l ଆମେ ଏହି ଜନ୍ମରେ ପୂର୍ବ ଜନ୍ମର ଫଳ ପ୍ରାପ୍ତି କରୁ । ଆମେ ପୂର୍ବ ଜନ୍ମର କର୍ମ ଫଳ ଭୋଗ କରିଥାଉ । ଆମେ ଯଦି ମନ ଦେଇ ପୂଜା କରୁ ଓ ଭଗବାନଙ୍କ ନାମ ନେଇ ଶ୍ରଦ୍ଧାରେ ଓ ବିଧି ପୂର୍ବକ ପୂଜା କରୁ ସବୁ ଭଲ ହୁଏ । ଆମ ଭିତରେ ସକରାତ୍ମକ ପୂଜା ପ୍ରାପ୍ତିହୁଏ, ଆମ ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି । ସବୁ ଆମ କୁଣ୍ଡଳି ଦୋଷରୁ ଏମିତି ହୋଇଥାଏ ।

ଆଜି ଆମେ କଳସୀରେ ଏହି ଛୋଟ ଛୋଟ ଉପାୟ କରନ୍ତୁ ଭଲ ହେବ ଓ ଧନ ବର୍ଷା ହେବ । ଗୋଟେ କଳସୀ ଓ ଗଙ୍ଗାଜଳକୁ ନେଇ ଗୋଟେ ଆଶ୍ଚର୍ଯ୍ୟ କଥା କହିବୁ, ଯେଉଁଟା ଭଲ ହେବ । ୧ମ ଉପାୟ- ଏହି ଉପାୟରେ ଗୋଟେ କଳସୀ ଓ ଜଳ ଓ ଗଙ୍ଗାଜଳ ନିଅନ୍ତୁ । ସବୁଦିନ ସକାଳୁ ଉଠି ଏହି ଉପାୟ କରନ୍ତୁ । ଗୋଟେ ତମ୍ବା କଳସୀରେ ୧୧ ବୁନ୍ଦା ଗଙ୍ଗାଜଳ ନିଅନ୍ତୁ, ଏଥିରେ ଶୁଦ୍ଧ ଜଳ ଢ଼ାଳନ୍ତୁ, ସେହି ଜିନିଷକୁ ଦ୍ଵାର ପାଖକୁ ନେଇ ଏହି ପାଣିକୁ ଛିଟିକା ମାରନ୍ତୁ ।

ଏହି ଉପାୟକୁ ସକାଳ ୬.୩୦ ଭିତରେ କରନ୍ତୁ । ଏମିତି ପ୍ରତିଦିନ କରନ୍ତୁ ଭଲ ହେବ । ଏହି ଉପାୟ ପୂର୍ଣ୍ଣିମା ଓ ଅମାବାସ୍ୟାରେ କରନ୍ତୁ । ଆପଣଙ୍କ ଘର ଓ ବାହାରେ ନକାରାତ୍ମକ ଶକ୍ତି ହଟିଯାଏ । ପବିତ୍ର ବାତାବରଣରେ ମା ଘରକୁ ଆସନ୍ତି । ଘରେ ସୁଖଶାନ୍ତିର ବାତାବରଣ ହୁଏ । ଏମିତି କଲେ ମାନ ସମ୍ମାନ ପ୍ରାପ୍ତି ହୁଏ ।ଯଦି ଆପଣ ରୋଗରେ ଅଛନ୍ତି ଓ ଶୀଘ୍ର ରାଗୁଛନ୍ତି ଓ ଲୋକଙ୍କ ଭିତରେ ମତଭେଦ ରହୁଛି, ଏହି ଉପାୟକୁ କରିବେ ।

ଏହି ଉପାୟ କଲେ ସବୁ ସମସ୍ୟାର ସମାଧାନ ହେବ । ସବୁଦିନ ରାତିରେ ଶୋଇବା ପୁର୍ବରୁ ତମ୍ବା କଳସୀରେ ଜଳ ରଖି, ୭ଥର ନିଜ ମୁଣ୍ଡରେ ମାରି କଣ୍ଟା ଗଛରେ ଢାଳନ୍ତୁ । ଏହାକୁ ସବୁଦିନେ ନିଜ ଦିନଚର୍ଯ୍ୟା ଭିତରେ ସାମିଲ କରନ୍ତୁ ।କୁଣ୍ଡଳୀରେ ଦୋଷ ଥିଲେ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରିବ । ସୂର୍ଯ୍ୟଙ୍କୁ ସବୁଦିନ ଜଳ ଚଢ଼େଇଲେ ଏହି ଦୋଷ ଭଲ ହୁଏ । ସୂର୍ଯ୍ୟଙ୍କ ସ୍ଥିତି ଭଲ ହୁଏ । ସବୁ କାମ ଭଲ ହୁଏ ।

ସ୍ନାନ କରିସାରି ବସ୍ତ୍ର ପିନ୍ଧି ସବୁଠୁ ପ୍ରଥମେ ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ । ଗୋଟେ ତମ୍ବାର କଳସୀରେ ଜଳ ନିଅନ୍ତୁ, ସେହି ଜଳରେ ନାଲି ମନ୍ଦାର ଫୁଲ ଓ ଚାଉଳ ଓ ଚନ୍ଦନ ଢାଳନ୍ତୁ । ସୂର୍ଯ୍ୟଙ୍କୁ ଜଳ ଢ଼ାଳିବାବେଳେ ଏହି ମନ୍ତ୍ର ଜପ କରନ୍ତୁ ଓଁ ସୂର୍ଯ୍ୟାୟ ନମଃ । ଏମିତି ସୂର୍ଯ୍ୟଙ୍କୁ ଘିଅ ଦିଅନ୍ତୁ, ଛିଡ଼ା ହୋଇ ୩ ଥର ପରିକ୍ରମା କରନ୍ତୁ । ଯେଉଁଠି ଜଳ ଢ଼ାଳି ହୋଇଥିବ ସେହି ଜଳକୁ ଆଖିରେ ଓ ମୁଣ୍ଡରେ ମାରନ୍ତୁ ।

ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ ଓ କ୍ଷମା ପ୍ରାଥନା କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଦେଲେ ସୂର୍ଯ୍ୟଙ୍କ ଶକ୍ତି ମିଳେ ଓ ଜୀବନରେ ସବୁ ସମସ୍ୟାର ଶେଷ ହୁଏ । ସମାଜରେ ମାନ ସମ୍ମାନ ପ୍ରାପ୍ତି ହୁଏ । ତୁଳସୀ ଗଛକୁ ପୂଜା କରିବା ଦରକାର । ତୁଳସୀ ବିଷ୍ଣୁଙ୍କର ପ୍ରିୟ ହୁଏ । ତୁଳସୀ ଙ୍କୁ ପୂଜା କଲେ ବିଷ୍ଣୁଙ୍କର ପ୍ରିୟ ହୁଏ । ଓଁ ନମୋ ଭଗବତେ ବାସୁଦେବାୟ କହି ଜଳ ପ୍ରତିଦିନ ଦିଅନ୍ତୁ ।ତୁଳସୀ ପରିକ୍ରମା କରନ୍ତୁ ଓ ଏହି ମନ୍ତ୍ର ଜପ କରନ୍ତୁ, ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଧିନି, ଆଧି ବ୍ୟାଧି ହରା ନିତ୍ୟଂ ତୁଳସୀ ତ୍ଵଂ ନମୋସ୍ତୁତେ । ୧୧ ଥର ଏହି ମନ୍ତ୍ରଜପ କରନ୍ତୁ । ସବୁ ସମସ୍ୟାର ସମାଧାନ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।