Bollywood ର ଏହି 5 ଜଣ ଷ୍ଟାର ମାନଙ୍କ ପ୍ରତିଦିନ ର ଆୟ କେତେ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ, ଦେଖନ୍ତୁ ନମ୍ବର 1 ରେ କେଉଁ Bollywood ଷ୍ଟାର

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କାଳକର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସାନଦାର ଅଭିନୟ ପାଇଁ ନୁହେଁ ବରଂ ନିଜର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ସେମାନେ ନିଜର ପରିଶ୍ରମ ବଳରେ ଏତେ ଟଙ୍କା ରୋଜଗାର କରିଥାନ୍ତି ଯାହା ହୁଏ ତ ଆଉ କେଉଁ ଇଣ୍ଡଷ୍ଟ୍ରିର କାଲାକାର ମାନେ କରି ନ ଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ବଲିଉଡର ସେଲିବ୍ରେଟି ମାନେ ଦିନକୁ କେତେ ଟଙ୍କା ଇନକମ କରନ୍ତି ସେହି ବିଷୟରେ କହିବାକୁ ଯାଉଛୁ । “ସାହରୁଖ ଖାନ” : ଅଭିନେତା ଶାହରୁଖ ଖାନଙ୍କର ନିଜର ଏକ ଘର ଅଛି ଯାହାର ନାଁ ହେଉଛି ରେଡ ଚିଲି ହାଉସ ଅଟେ । ସେ ଦିନକୁ ୧କୋଟି ଟଙ୍କା କମାନ୍ତି ।

“ସଲମାନ ଖାନ” :ବଲିଉଡର ଦବଙ୍ଗ ନାଁରେ ସଲମାନ ଖାନ ପରିଚିତ ଅଟନ୍ତି ଯାହାର ନିଜର ଏକ ପ୍ରଦକ୍ଷଣ କମ୍ପାନୀ ଅଛି ଯାହାର ନାଁ ସଲମାନ ଖାନ ଫିଲ୍ମ୍ସ । ତାଙ୍କର ବିଙ୍ଗ ହ୍ୟୁମାନ ନାଁରେ ବ୍ରାଣ୍ଡ ଅଛି । ତାଙ୍କର ଦିନକୁ ୯୫ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ।

“ଅକ୍ଷୟ କୁମାର” : ଅଭିନେତା ଅକ୍ଷୟ କୁମାରଙ୍କର ନିଜର ପ୍ରଡ଼କସନ ହାଉସ ଅଛି ଯେଉଁଥିରେ ସେ ଦିନକୁ ୧କୋଟି ୭୦ଲକ୍ଷ ଟଙ୍କା କମାନ୍ତି ।

“ଅମିତାଭ ବଚ୍ଚନ” : ବଲିଉଡର ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କର ପ୍ରତି ଦିନ ୩୫ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

“ରଣବିର କପୁର” : ଅଭିନେତା ରଣବିର କପୁର ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ସାରିଛନ୍ତି । ସେ ଦିନକୁ ୩୦ଲକ୍ଷ ଟଙ୍କା କମାନ୍ତି ।

“କାର୍ତ୍ତିକ ଆର୍ୟନ” : ବଲିଉଡ କମ ସମୟରେ ଅନେକ ହିଟ ଫିଲ୍ମରେ କାମ କରିଥିବା ଅଭିନେତା କାର୍ତ୍ତିକ ଆର୍ୟନଙ୍କର ଦିନକୁ ୫ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ।

“ବରୁଣ ଧୱନ” : ବଲିଉଡରେ ଅନେକ ହିଟ ଫିଲ୍ମରେ କାମ କରି ଅଭିନେତା ବରୁଣ ଧୱନଙ୍କର ଦିନକୁ ୧୦ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

“ରଣବିର ସିଂ” : ବଲିଉଡରେ ରାଜ କରୁଥିବା ଅଭିନେତା ରଣବିର ସିଂଙ୍କର ଦିନକୁ ୨୦ଲକ୍ଷ ତାଙ୍କ ରୋଜଗାର ହୋଇଥାଏ ।

“ରୀତିକ ରୋଶନ” : ବଲିଉଡର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ରୀତିକ ରୋଶନଙ୍କର ଦିନକୁ ୧୫ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ।

“ଦୀପିକା ପାଦୁକନ” : ବଲିଉଡର ସବୁଠାରୁ ମୋଷ୍ଟ ପପୁଲାର ଅଭିନେତ୍ରୀ ଦୀପିକା ପାଦୁକନଙ୍କର ଦିନକୁ ୨୨ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ।

“ପ୍ରିୟଙ୍କା ଚୋପଡା” : ବଲିଉଡ ବ୍ଯତୀତ ହଲିଉଡରେ ନିଜ ନାଁ କମେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କର ଦିନକୁ ୩୦ଲକ୍ଷ ଟଙ୍କା ରୋଜଗାର ହୋଇଥାଏ ।

“ସାହିଦ କପୁର” : ନିଜର ଟ୍ୟାଲେଣ୍ଟ ପାଇଁ ବଲିଉଡରେ ନା କମେଇଥିବା ଅଭିନେତା ସାହିଦ କପୁରଙ୍କର ଦିନକୁ ୧୦ଲକ୍ଷ ଟଙ୍କା ରୋଜଗର ହୋଇଥାଏ ।

“ଅମିର ଖାନ : ବଲିଉଡରେ ମିଷ୍ଟର ପରଫେକ୍ଟ ନାଁରେ ଅଭିନେତା ଅମିର ଖାନଙ୍କର ଦିନକୁ ୩୦ଲକ୍ଷ ତାଙ୍କ ରୋଜଗାର ହୋଇଥାଏ ।

“ଅଜୟ ଦେବଗନ” : ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ହିଟ ଫିଲ୍ମରେ କାମ କରିଥିବା ଅଭିନେତା ଅଜୟ ଦେବଗନଙ୍କର ଦିନକୁ ୨୫ଲକ୍ଷ ତାଙ୍କ ରୋଜଗାର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ମନୋରଞ୍ଜନରେ ଆଧାରିତ ଏହି ବିବରଣୀ ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।