ପ୍ରେମ କଣ କେତେବେଳେ ସଫଳ ହୁଏ ? ସଚ୍ଚା ପ୍ରେମ କରୁଥିଲେ ନିଶ୍ଚୟ ଦେଖନ୍ତୁ- Krishna Vani

ପ୍ରେମ ଇଶ୍ଵରଙ୍କର ସବୁଠାରୁ ବଡ ରଚନା ଓ ସବୁଠାରୁ ବଡ ସଫଳତା ମଧ୍ୟ। ଏହା ଦ୍ଵାରା ଶତ୍ରୁ ବି ମିତ୍ରା ହୋଇ ଯାଏ ଓ ମିତ୍ରା ବି ଶତ୍ରୁ ହୋଇ ଯାଏ । ଏହା ଏଭଳି ଏକ ରଚନା ଯାହା ଶୁଣିବା ପାଇଁ ଭଲ ଛୁଇଁ ବା ପାଇଁ ଭଲ ଅନୁଭବ ବି ଭଲ ମାତ୍ର କିଛି ମାତ୍ରାରେ ଏହାକୁ ଲୋକ ଲୋଚନକୁ ଆଣିବା ଭଲ ନୁହେଁ ।

ଏହାର କାରଣ କୁହା ଯାଏ ଯେଉଁ ମାନେ ପ୍ରେମରେ ଥାନ୍ତି ଅନ୍ୟ ସବୁଙ୍କର ଦ୍ରୁଷ୍ଟି କେବଳ ସେମାନଙ୍କ ଉପରେ ଥାଏ । ତେବେ ଆପଣ କଣ ଭାବୁଛନ୍ତି ପ୍ରେମ କେବଳ କହିଦେଲେ ହୋଇ ଯାଏ । ଏହାକୁ ଆମକୁ ଜୀବନ ସାରା ନିଜର କର୍ତ୍ତବ୍ୟ ଭଳି ମାନି ନେବାକୁ ପଡିବ। ଏହା କାହାକୁବି ହୋଇ ପାରେ ଏହା ପାଇଁ ଆମେ କିଛି ବୟସ ସୀମା ରାଖୀ ପାରିବାନି ଏହାର ଜନ୍ମ ପ୍ରାକୃତିକ ଅଟେ ।

ଏହା ସମୟ ସହ ପରିବର୍ତ୍ତନ ହୋଇ ପାରେ ମାତ୍ର ଏହାର ଅନୁଭବ ଖୁବ ଭଲ ହୋଇ ଥାଏ। କେବଳ ଏତିକି ନୁହେଁ ଆପଣ ନିଜ ପ୍ରେମ ପାଇଁ ନିଜକୁ ପ୍ରମାଣିତ କାରିବାକୁ ପଡିବ । ଆପଣ ନିଜକୁ ଯଦି ନିଜ ପାଇଁ ପ୍ରମାଣିତ କରି ପାରିବେ ତାହେଲେ ଆପଣ ଜଣେ ସଫଳ ପ୍ରେମିକ ହୋଇ ପାରିବେ ।

ଏହା ପାଇଁ ତ୍ୟାଗ, ବିଶ୍ଵାସ, ଆଶାବାଦି , ମଙ୍ଗଳକାମନା କରିବା ଭଳି ଗୁଣକୁ ଆପଣଙ୍କୁ ଆପଣେଇବା ଆବଶ୍ୟକ ଅଟେ । ଆପଣ ଯଦି ଏହାକୁ ଆଡ ଆଖିରେ ଦେଖିବେ ନି ତାହେଲେ ଆପଣ ଜଣେ ପ୍ରେମିକ ହୋଇ ପାରିବେନି । ଜେଭଳି ଏକ କାରିଗର ମୂର୍ତ୍ତି ଗଢିବା ପାଇଁ ଅନେକ ପରିଶ୍ରମ କରେ । ଏହାକୁ ସେ ନିଜର ସବୁ ସମୟ ଦେଇ ଅତି ଯତ୍ନ ର ସହ କରି ଥାଏ। ଏହାକୁ ଦେଖିଲେ ତାର ମନର ଭାବନା ଆମ ଆଖିରେ ଛାପି ଯାଇ ଥାଏ ।

ମାତ୍ର ଏହାକୁ ଜଣେ କିଣିକି ନେଲା ପରେ ଯଦି ଏହାର ଯତ୍ନ ନ ନେଇକି ଏହାକୁ କେବଳ ଦେଖାଇବା ପାଇଁ ରଖୀ ଦେଏ । ଏହା କିଛି ଦିନ ମଧ୍ୟରେ ଖୁବ ସୁନ୍ଦରରୁ ଖୁବ ଆସୁନ୍ଦର ହେବାକୁ ଲାଗିବ । ଏହାର ଚାରି ପାଖାରେ ଅଳିଆ ଜମି ଜୀବ । ସେହି ଭଳି ଯଦି ଆମେ କହିବା ଆମେ ପ୍ରେମ କରୁଛୁ ତାହେଲ ତାହା ପ୍ରେମ ହୋଇ ଯାଏ ନି ଏହା ପାଇଁ ଆପଣଙ୍କୁ ନିଜ ପ୍ରେମ କୁ ପ୍ରତେକ ଖରାପ ନଜର ରୁ ବଞ୍ଚାଇ ଏହାର ଯତ୍ନ ନେବାକୁ ହେବ ।

ଯଦି ଆମେ ନିଜ ଦେଶ ପାଇଁ ନିଜ ଘର ପାଇ ନିଜ କାମ ପାଇଁ ନିଜ ଜୀବନସାଥୀ ପାଇଁ ଯାହା କର୍ତ୍ତବ୍ୟ ତାହା ଆମକୁ କରିବାକୁ ପଡିବ। ଏହା ପରେ ଆମେ କହି ପାରିବା କି ଆମେ ପ୍ରେମ କରୁଛୁ । ଜେଭଳି ରାଧା ଓ କୃଷ୍ଣ ଙ୍କ ପ୍ରେମ ଏକ ଉଦାହରଣ ଆମ ପାଇଁ । ପ୍ରେମରେ କେବେହେଲେ ସର୍ତ୍ତ ନଥାଏ । ଏହା ବାସ ଏକ ନାମ ଯାହା ସାହାରାରେ ସାରା ବିଶ୍ଵ ଚାଲିଛି । ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଲେ ଏହି ପେଜକୁ ଏକେ ଲାଇକ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।