କଳିଯୁଗରେ ଭଗବାନଙ୍କୁ କିପରି ପ୍ରାପ୍ତ କରିବେ ?

ଆମେ କଳିଯୁଗରେ ଭଗବାନଙ୍କୁ କେମିତି ପ୍ରାପ୍ତ କରିବା, ଶ୍ରୀକୃଷ୍ଣ ମହାଭାରତରେ କହିଛନ୍ତି । ଆପଣ ଜାଣିଛନ୍ତି କଳିଯୁଗରେ ଭଗବାନଙ୍କୁ କେମିତି ପ୍ରାପ୍ତ କରିବା । କଳିଯୁଗରେ କେବଳ ନାମ ଆଧାର । ସହିତ କାମ କରିହେବ । ହରୀଙ୍କ ନାମ କେଉଁ ଶାସ୍ତ୍ର ସହିତ କାମ କରିବେ । ତାଙ୍କ ମହାମନ୍ତ୍ର । କଳିଯୁଗରେ ମହାମନ୍ତ୍ରକୁ ଜପ କଲେ ଫଳପ୍ରଦ ଭଲ । ଏହାର ଉଚ୍ଚାରଣ ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ହରେ ରାମ ମନ୍ତକୁ ଜପ କଲେ ଭଲ ।

ଏହି ମନ୍ତ୍ରକୁ ଚୈତନ୍ୟ ପ୍ରଚାର କରିଥିଲେ । ଯିଏ ନିଜେ ଭଗବାନଙ୍କର ସ୍ଵରୂପ ଥିଲେ । ଜନ୍ମ ଭୂମିରେ ପୃଥିବୀକୁ ଚୈତନ୍ୟ ରୂପରେ ଆସିଥିଲେ । ଚୈତନ୍ୟ ଏହି ମହାମନ୍ତ୍ର କହିଥିଲେ । ଭଗବାନ୍ ନାମଠୁ ଅଧିକ ଏହି ସଂସାରରେ କିଛି ନୁହେଁ ।  ସତ୍ୟ ଯୁଗରେ ଲୋକମାନେ ଧ୍ୟାନ କରି ଭଗବାନଙ୍କୁ ପ୍ରାପ୍ତି କରିଥିଲେ, ।

ତ୍ରେତୟାରେ ଯଜ୍ଞ ଦ୍ବାରା, ଦ୍ଵାପରରେ ବିଗ୍ରହ ପୂଜା ଦ୍ବାରା, କଳିଯୁଗରେ ସମସ୍ତ କାମରେ ଧ୍ୟାନ ଦେଉ ବୋଲି ଭଗବାନଙ୍କୁ ପୂଜା କରୁନା । କଳିଯୁଗରେ ମନୋସ୍କାମନା ପୂର୍ଣ୍ଣ ହୁଏ । ଶ୍ରୀ ଚୈତନ୍ୟ ଭଗବାନଙ୍କୁ ଧ୍ୟାନ କରି କହିଥିଲେ ।

କେବଳ ଭଗବାନଙ୍କ ନାମ ଉଚ୍ଚାରଣରେ ଓ ଆଳତିରେ ଭଗବାନ୍ ସନ୍ତୁଷ୍ଟ ହୁଅନ୍ତି । ନାମ ଜପ କରିବା ସବୁସ୍ଥିତିରେ ଜପ କରିବା ସମ୍ଭବ ଅଟେ । କେବେବି ଓ ସବୁ ଜାଗାରେ ନାମ ଧରିପାରିବେ । ଏହି ସବୁ କଥା ଭଗବତ୍ ଗୀତାର ଅଜାମ୍ବିଳ ନାମରେ ଗୋଟେ ବ୍ରାହ୍ମଣ ଥିଲେ, ଯିଏ ଘୋର ପାପ କରିଥିଲେ, ତାଙ୍କ ବିବାହ ପରେ ମଧ୍ୟ ସେ ଆଉ ଗୋଟେ ବେଶ୍ୟା ସହିତ ସମ୍ପର୍କ ରଖିଥିଲେ । ସେହି ବେଶ୍ୟା ସନ୍ତାନ ଜନ୍ମ ହେଲା, ଯାର ନାମ ନାରାୟଣ ରଖାଯାଇଥିଲା ।

ସେ ତା ପୁଅଙ୍କୁ ଡାକିଲା, ସେଥିରୁ ନାରାୟଣ ପ୍ରକଟ ହୋଇ ଜନ୍ମ ନେଲେ । ଦ୍ୱାପରରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ସେ ସମସ୍ତଙ୍କୁ ଡାକିଥିଲେ, କେହି ଶୁଣିଲେନି । । ଶେଷରେ ଶ୍ରୀକୃଷ୍ଣ ଭଗବାନ ତାଙ୍କୁ ସାହାଯ୍ୟ କଲେ । ରାଜା ପରୀକ୍ଷିତ ବୈଦ୍ୟ ଧନ ମନ୍ତ୍ରୀ କହିଲେ ନାମ ଜପ କରିବା ସମ୍ଭବପର ଅଟେ । ଏହା ଗୋଟେ ଔଷଧୀୟ ଗୁଣ ଅଟେ । ନାମ ଜପ ସମ୍ଭବରପର ଅଟେ । ଯିଏ ଭଗବାନଙ୍କୁ ମନରୁ ସ୍ମରଣ କରେ ସେ ଭଗବାନଙ୍କ ଆଶ୍ରିବାଦ ପାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।