ଯୁଗ ପରିବର୍ତ୍ତନ ସହିତ କାହିଁକି ବଦଳି ଯାଇଥାଏ ମଣିଷଙ୍କ ଲକ୍ଷଣ

ଧର୍ମ ଗ୍ରନ୍ଥ ମାନ୍ୟତା ଅନୁସାରେ ସମୟକୁ ୪ ଟି ଯୁଗରେ ଭାଗ କରାଯାଇଛି । ଯଥା – ସତ୍ୟ ଯୁଗ , ତ୍ରେତାୟା ଯୁଗ , ଦ୍ଵାପର ଯୁଗ ଓ କଳି ଯୁଗ । ସମୟ ସତ୍ୟ ଯୁଗରୁ ଆରମ୍ଭ ହୋଇ କଳି ଯୁଗରେ ସମାପ୍ତ ହୋଇଛି । ଏହାପରେ ପୁଣି ସତ୍ୟଯୁଗ ଆରମ୍ଭ ହେବ । ଏହି ଚକ୍ର ସୃଷ୍ଟି ର ଆରମ୍ଭରୁ ନିରନ୍ତର ଚାଲିଆସୁଛି । ଆମେ ଯେଉଁ କାଳଖଣ୍ଡରେ ବଞ୍ଚିଛୁ ଏହା କାଳଖଣ୍ଡର ୨୩ ତମ ଚକ୍ର ଅଟେ । ଏହି ଯୁଗ ପରିବର୍ତନ ଅନୁସାରେ ମନୁଷ୍ୟର ଲକ୍ଷଣ ମଧ୍ୟ ପରିବର୍ତନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଯୁଗ ପରିବର୍ତନ ସହ ମନୁଷ୍ୟର କିପରି ଲକ୍ଷଣ ପରିବର୍ତନ ହୋଇଥାଏ । ପ୍ରଥମେ ଜାଣିବା ସତ୍ୟ ଯୁଗ ବିଷୟରେ । ଏହି ଯୁଗରେ ସବୁ ମନୁଷ୍ୟ ପରସ୍ପରକୁ ସାହାଯ୍ୟ କରୁଥିଲେ । କୌଣସି ମନୁଷ୍ୟକୁ କୌଣସି ପ୍ରକାରର ରୋଗ ବଇରାଗ ହେଉନଥିଲା । କୌଣସି ମନୁଷ୍ୟ ଦୁଖୀ ରହୁନଥିଲେ ।

କୌଣସି ମନୁଷ୍ୟ ନିଜ ଭିତରେ ଝଗଡା କରୁନଥିଲେ । ଏହି ଜିଗର ମନୁଷ୍ୟ ବହୁତ ଫୁରତିଲା ଥିଲେ । ଏମାନେ କାହା ସହ ରାଗ ଓ ଦ୍ଵେଷ ରଖୁନଥିଲେ । ସବୁ ମନୁଷ୍ୟ ଧର୍ମ କର୍ମରେ ସମୟ ଅତିବାହିତ କରୁଥିଲେ । ସ୍ତ୍ରୀ ଓ ପୁରୁଷ କିମ୍ବା କୌଣସି ମନୁଷ୍ୟ ମଧ୍ୟରେ କିଛି ପ୍ରଭେଦ ନଥିଲା । ଏହି ଯୁଗର ଅବଧି ୧୭ ଲକ୍ଷ ୨୮ ହଜାର ବର୍ଷ ଥିଲା । ଏହାପରେ ତ୍ରେତାୟା ଯୁଗ ଆସେ । ଏହି ତ୍ରେତାୟା ଯୁଗରେ ମନୁଷ୍ୟ ନିଜର କର୍ତବ୍ୟ ପାଳନ କରିବା ସହ ନିଜ ଇନ୍ଦ୍ରିୟକୁ ନିୟନ୍ତ୍ରଣରେ ରଖିପାରୁନଥିଲେ ।

ସବୁ ମନୁଷ୍ୟ ବହୁତ ସ୍ଵାର୍ଥ ଥିଲେ । ଏହି ଯୁଗରେ ସମାଜ ୪ ଭାଗରେ ଥିଲା ଯଥା ବ୍ରାମ୍ହଣ , କ୍ଷତ୍ରିୟ ,ବୈଶ୍ୟ ଓ ଶୂଦ୍ର ଥିଲା । ଏହୁ ଯୁଗରେ ସ୍ତ୍ରୀ ନିଜ ଧର୍ମ ପାଳନ କରୁଥିଲା । ପିତା ପୁତ୍ର ଓ ପୁତ୍ର ପିତା ର କଥା ମାନୁଥିଲେ । ଏହୁ ଯୁଗରେ ମନୁଷ୍ୟର ଆୟୁ ୧୦ ହଜାର ବର୍ଷ ଥିଲା । ଏହି ଯୁଗର ଅବ୍ଧି ୧୨ ଲକ୍ଷ ୯୬ ହଜାର ବର୍ଷ ଥିଲା । ଏହାପରେ ଦ୍ଵାପର ଯୁଗ ଆରମ୍ଭ ହୁଏ । ଏହି ଯୁଗରେ ମନୁଷ୍ୟ ନିଜ କର୍ତାବ୍ୟ ହେଳା କରିବାକୁ ଲାଗିଲା ଓ ବହୁତ ସ୍ଵାର୍ଥ ହୋଇଗଲା । ମନୁଷ୍ୟ ଅଧର୍ମୀ ହୋଇଗଲା ।

କାମ କ୍ରୋଧ ଦ୍ଵେଷ ଭଳି ଗୁଣରେ ପୂର୍ଣା ହୋଇଗଲା । ଏହି ଯୁଗରେ ମନୁଷ୍ୟ କର୍ମ ଦ୍ଵାରା ନୁହେଁ ନିଜ ଜନ୍ମ ଦ୍ଵାରା ପରିଚୟ ପାଇଲା । ଅର୍ଥାତ ବ୍ରାମ୍ହଣର ପୁତ୍ର ବ୍ରାମ୍ହଣ ଓ କ୍ଷତ୍ରିୟ ପୁତ୍ର କ୍ଷତ୍ରିୟ । ବୈଶ୍ୟର ପୁତ୍ର ବୈଶ୍ୟ । ଶୂଦ୍ରର ସନ୍ତାନ ଶୂଦ୍ର । ଏହି ଯୁଗରେ ସମାଜ ଜାତିରେ ପରିଣତ ହୋଇଗଲା । ଏହି ଯୁଗରେ ମନୁଷ୍ୟ ବହୁତ ଅଧର୍ମ କରିବାକୁ ଲାଗିଲା । ଏହି ଯୁଗରେ ମହାଭାରତ ଯୁଦ୍ଧ ହୋଇଥିଲା । ଏହି ଯୁଗରେ ମନୁଷ୍ୟର ଆୟୁ ୧ ହଜାର ବର୍ଷ ଥିଲା । ଏହି ଯୁଗର ଅବଦ୍ଧି ୮ ଲକ୍ଷ ୬୪ ହଜାର ବର୍ଷ ଥିଲା ।

ଏହା ପରେ କଳି ଯୁଗ ଆରମ୍ଭ ହୋଇଥିଲା । ଯୁଗ ପରିବର୍ତନ ଅନୁସାରେ ମନୁଷ୍ୟର ଏପରି ପରିବର୍ତନ କିପରି ହେଲା ଜାଣିବା ଜରୁରୀ । ସତ୍ୟ ଯୁଗର ଧର୍ମର ଆଧାର  ୪ ଟି ଗୋଡରେ ଥିଲା । ତ୍ରେତୟା ଯୁଗରେ ୩ ଟି ଗୋଡରେ ଥିଲା । ଦ୍ଵାପର ଯୁଗରେ ୨ ଟି ଗୋଡରେ ଥିଲା । କଳି ଯୁଗରେ୧ ଟି ଗୋଡରେ ଥିଲା । କଳିଯୁଗରେ ମନୁଷ୍ୟ ମାୟା ଅସୁୟା ଓ ତପସ୍ଵୀଙ୍କ ବଧ କରିବାକୁ ଲାଗିଲା । ମନୁଷ୍ୟ ଭୁତ ଅତ୍ୟାଚାରୀ , ଅଧର୍ମୀ ଓ କର୍ତବ୍ୟ ହିଁ ଥିଲା । ମନୁଷ୍ୟ ଭ୍ରୁଣ ହତ୍ୟା କରିବାକୁ ଲାଗିଲା ।

ଲୋକ ମାନେ ପୂଣ୍ୟର ଫଳକୁ ବି  ବିକି ଦେଇଥିଲେ । ଲୋକ ମାନେ ନିଜ ଭିତରେ ଲଢିବାକୁ ଲାଗିଲେ । କଳିଯୁଗରେ ମନୁଷ୍ୟର ଆୟୁ ୬୦ ରୁ ୭୦ ବର୍ଷ ରହି ଯାଇଥିଲା । ଏହି ପରି ଭାବରେ ମନୁଷ୍ୟର ପ୍ରକୃତି ଯୁଗ ସହ ବଦଳିବାକୁ ଲାଗିଲା । ଏହି ଯୁଗର ଅବଦ୍ଧି ୪ ଲକ୍ଷ ୩୨ ହଜାର ବର୍ଷ ଥିଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।