ମୃତ୍ୟୁ ଆସିବା ପୂର୍ବରୁ ଦେଇଥାଏ ଏହିସବୁ ସ୍ଵତନ୍ତ୍ର ସଙ୍କେତ, କେମିତି ଜାଣିବେ ଆପଣଙ୍କ ମୃତ୍ୟୁ କେବେ ହେବ ? ଭୟଙ୍କର ତଥ୍ୟ !

ନମସ୍କାର ବନ୍ଧୁଗଣ, ଜନ୍ମ ମୃତ୍ୟୁର ସମୟ ଆଜି ପର୍ଯ୍ୟନ୍ତ ମଣିଷ ଜାଣିପାରିଲା ନାହିଁ କାରଣ ଏହା ସୃଷ୍ଟିର ନିୟମ ଅଟେ । ଭଗବାନଙ୍କ ହାତର ଖେଳ ଅଟେ । କିନ୍ତୁ ମୃତ୍ୟୁ କେବେ ହେବ ଏହା ଆପଣ ଜାଣିପାରିବେ ଆପଣଙ୍କ ପସନ୍ଦ ଏବଂ ଆପଣଙ୍କ ଭାଗ୍ୟ ରେଖାରୁ । ଏକ ନମ୍ବର ଆପଣଙ୍କ ଆୟୁଷ ଜଣାଇବାରେ ଆପଣଙ୍କୁ ସାହାର୍ଯ୍ୟ କରିବ। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ମୃତ୍ୟୁ ଆସିବା ପୂର୍ବରୁ ଜାଣିବା ପାଇଁ ପାଇବେ ଏହାର ସଙ୍କେତ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ମାନେ 1 2 3 4 5 6 7 8 9 10 11 12 ଏହି ବାରଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଉପରେ ଆଖି ବନ୍ଦ କରି ଆଙ୍ଗୁଠି ରଖନ୍ତୁ । ଯେଉଁ ସଂଖ୍ୟା ଉପରେ ଆପଣଙ୍କ ଆଙ୍ଗୁଠି ରହିବ ତାହାରି ଆଧାରରେ ଆପଣ ଜାଣିବା ପାଇଁ ପାଇବେ ଆପଣଙ୍କ ମୃତ୍ୟୁର ସମୟ । 1- ଆପଣ 93 ବର୍ଷ ପରେ କାର୍ତ୍ତିକ ମାସ ମଙ୍ଗଳବାର ଦିନ ରୋଗଗ୍ରସ୍ତ ହୋଇ ଜୀବନ ହାରିବାର ଯୋଗ ରହିଛି ।

2- ଆପଣ 85 ବର୍ଷ ବୟସରେ ମାର୍ଗଶିର ମାସ ଶୁକ୍ଲ ପକ୍ଷ ଚତୁର୍ଦସୀ ରୋହିଣୀ ନକ୍ଷତ୍ର ଯୁକ୍ତ ଶୁକ୍ରବାର ଦିନ ନିମୋନିଆ ରୋଗରେ ପୀଡିତ ହୋଇ ଜୀବନ ହାରାଇବାର ଯୋଗ ରହିଛି । 3- ଆପଣ 88 ବର୍ଷ ବୟସରେ ପୌଷ ମାସରେ ବୁଧବାର ଦିନ ରାତ୍ରରେ ଶେଷ ନିଶ୍ଵାସ ତ୍ୟାଗ କରିବାର ଯୋଗ ରହିଛି ।

4- ଆପଣ 95 ବର୍ଷ ବୟସରେ ନିଜର ଶେଷ ବୟସ ସୀମା ହେତୁ ଆପଣଙ୍କ ଆୟୁଷ ପୂରିବ ଯାହାଫଳରେ ଆପଣ ମୃତ୍ୟୁ ମୁଖରେ ପଡିବେ । 5- ଆପଣ 80 ବର୍ଷ ବୟସରେ ଫଲ୍ଗୁନ ମାସର ଅମବାସ୍ୟା ତିଥିରେ ଆପଣଙ୍କ ନିଶ୍ଵାସ ତ୍ୟାଗ କରିବେ । 6- ଆପଣ 50 ବର୍ଷ ବୟସରେ ଚୈତ୍ର ମାସରେ ନିଜର ଜୀବନ ହରାଇବେ ।

7- ଆପଣ 72 ବର୍ଷ ଅତିକ୍ରମ କରି ବୈଶାଖ ମାସରେ ପାଣ୍ଡୁ ରୋଗରେ ପୀଡିତ ହୋଇ ଜୀବନ ହରାଇବାର ଯୋଗ ରହିଛି । 8- ଆପଣ 80 ବର୍ଷ ବୟସ ଅତିକ୍ରମ କରିବା ପରେ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପରଲୋକ ଗମନ କରିବାର ଯୋଗ ରହିଛି । 9 ଏବଂ 10 ବାଛିଥିବା ବ୍ୟକ୍ତି 64 ବର୍ଷ ବୟସରେ ଜୀବନ ହାରିବାର ଯୋଗ ରହିଛି ।

11- ଆପଣ 92 ବର୍ଷ ପରମଆୟୁ ଭୋଗ କରି ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପରଲୋକ ଗମନ କରିବାର ସମ୍ଭାବନା ରହିଛି । 12- ଆପଣ 92 ବର୍ଷ ଜୀବନ କଟାଇ ଆଶ୍ଵିନ ମାସ କୃଷ୍ଣ ପକ୍ଷରେ ପରଲୋକ ଗମନ କରିବାର ଯୋଗ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।