ଆଗାମୀ ସମୟ ଜାଣିବା ପାଇଁ ଇଛୁକ ଥିବା ବ୍ୟକ୍ତି ଏହାକୁ ନିହାତି ଦେଖନ୍ତୁ, ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଖୁସି ଖାବର (Tarot Card Reading)

ନମସ୍କାର ବନ୍ଧୁଗଣ, ସମୟର ଗାଡି କେବେ କାହା ପାଇଁ ଅପେକ୍ଷା କରିନଥାଏ । ସେ ଆଗକୁ ମାଡି ଚାଲିଥାଏ । ତେଣୁ ଯଦି କାହା ଜୀବନରେ ସୁଖ ସମୟ ଚାଲିଛି ତାକୁ ନେଇ ଗର୍ବ କରିବା ଉଚିତ ନୁହେଁ । ଯଦି କାହା ଜୀବନରେ ଦୁଃଖ ସମୟ ଚାଲିଛି ତେବେ ଭାଙ୍ଗିପଡିବା ଉଚିତ ନୁହେଁ । ତେବେ ଆଜି ଆମେ ଆପଣମାନଙ୍କୁ ଆପଣଙ୍କ ଆଗାମୀ ସମୟ କିଭଳି ରହିବାକୁ ଯାଉଛି ତାହାର ସୂଚନା ଦେବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା । ଏହା ସମ୍ପର୍କରେ ।

ଉପରେ ଥିବା 3ଟି ଚମତ୍କାରୀ ନମ୍ବର ମଧ୍ୟରୁ ଆପଣଙ୍କ ପସନ୍ଦର ଏକ ନମ୍ବର ବାଛନ୍ତୁ । 1- ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି ତେବେ ଜାଣିରଖନ୍ତୁ ଆପଣଙ୍କ ଆସୁଥିବା ସମୟରେ ଆପଣଙ୍କୁ ଉଚିତ ମାର୍ଗରେ ଯିବା ପାଇଁ କାହାର ନା କାହାର ସହଯୋଗ ମିଳିବ । ଏଥିପାଇଁ ଭଗବାନ ଆପଣଙ୍କୁ ସାହାର୍ଯ୍ୟ କରିବେ । ଆପଣଙ୍କୁ ଆପଣଙ୍କ ଲକ୍ଷ ସ୍ଥଳ ମିଳିଯିବ ।

ଆପଣ ଜୀବନରେ କଣ କରିବେ ତାହା ଆପଣଙ୍କୁ ଜଣା ନଥାଏ । ତେଣୁ ଏହାର ସୂଚନା ଭଗବାନ କାହା ଦ୍ଵାରା ଏହା ସୂଚନା ଆପଣଙ୍କୁ ନିଶ୍ଚୟ ଦେବେ । ଆପଣ ଏବେ ଯେଉଁ ଦିଗରେ କାମ କରୁଛନ୍ତି ତାହା ସମ୍ପୂର୍ଣ ଉଚିତ ମାର୍ଗ ଅଟେ । ତେଣୁ ଚିନ୍ତାର କୌଣସି କାରଣ ନାହି ଏବେ ଆପଣଙ୍କ ଜୀବନରେ ।

2- ଯଦି ଆପଣ ଏହି ନମ୍ବରଟି ବାଛିଛନ୍ତି  ତେବେ ଆପଣଙ୍କୁ ଆସୁଥିବା ସମୟରେ ବହୁତ ଉନ୍ନତି ଏବଂ ଖୁସି ମିଳିବା ପାଇଁ ଯାଉଛି । ଯାହା ଆପଣଙ୍କ ମନରେ ରହିଛି ସେସବୁ ଆପଣଙ୍କୁ ମିଳିବାକୁ ଯାଉଛି । ଚାକିରିର ଭଲ ପ୍ରସ୍ତାବ ଆସିବ । ଆପଣ ଯାହା କରୁଛନ୍ତୁ ତାହା କରିଚାଲନ୍ତୁ ନିରାଶ ବିଲକୁଲ ମଧ୍ୟ ହେବା ଉଚିୟ ନୁହେଁ । ଅନ୍ୟ ମାନଙ୍କ କଥା ଶୁଣି ଆପଣଙ୍କ ସମୟ ବିଲକୁଲ ମଧ୍ୟ ବର୍ବାଦ କରିବେ ନାହିଁ । ନିଜ ସମୟକୁ ନିଜ ପାଇଁ ଠିକ ଦିଗରେ ଆପଣଙ୍କୁ ବ୍ୟବହୃତ କରିବା ପାଇଁ ପଡିବ ।

3- ଆପଣଙ୍କ ଠାରେ କ୍ଷମତା ରହିଛି । ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । କିନ୍ତୁ ଆପଣଙ୍କୁ ଅନ୍ୟ ଜଣଙ୍କ ଉପଦେଶ ନେବା ନିହାତି ଆବଶ୍ୟକ ରହିଛି । ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣଙ୍କ ନଜର ଯିଏ ବିଶ୍ଵସ୍ତ ଥିବେ ତାଙ୍କ ଠାରୁ ନିହାତି ଭାବରେ ଉପଦେଶା ନିଅନ୍ତୁ ।

ଆପଣଙ୍କୁ ଆସୁଥିବା ସମୟରେ ଆପଣଙ୍କୁ ବହୁତ ନୂଆ ଏବଂ ବଡ ବଡ ଅବସର ମିଳିବ । କିନ୍ତୁ ଆପଣ ଅତ୍ୟଧିକ ଚାଲାଖି ହୋଇ କିଛି ନା କିଛି ଭୁଲ କରିବା ପୂର୍ବରୁ ଅନ୍ୟ ଠାରୁ ଅଳ୍ପ ବହୁତ ହେଉ ପଛେ ଉପଦେଶ ନେବା ଜରୁରୀ । ନଚେତ ଆପଣ କ୍ଷତିର ସାମ୍ନା କରିପାରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।